ପୁରୀ ପିଲା (@i_puripila) 's Twitter Profile
ପୁରୀ ପିଲା

@i_puripila

ଜୟ ଜଗନ୍ନାଥ

ID: 1580563671604137984

calendar_today13-10-2022 14:18:57

79 Tweet

14 Followers

67 Following

Satya Puri (@satyanarayan_07) 's Twitter Profile Photo

Works Department, Odisha PWD Puri ଅଧୀନରେ ଥିବା ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି, ଦୈନିକ ଘଟୁଛି ଦୁର୍ଘଟଣା @Puri_Official ChiefSecyOdisha Pradeep Jena IAS MoSarkar 5T CMO Odisha ମହୋଦୟଙ୍କୁ ଏହାର ମରାମତି କାର୍ଯ୍ୟ ପାଈଁ ପଦକ୍ଷେପ ଗ୍ରହଣ କରିବାକୁ ବିନୀତ ଅନୁରୋଧ ।

ପୁରୀ ପିଲା (@i_puripila) 's Twitter Profile Photo

#ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ଅଘୋଷିତ_ପାର୍କିଂ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଯିବା ରାସ୍ତାରେ(ଲିଫ୍ଟି ସାମନାରେ)ଅଜଣା ଗାଡ଼ି ପାର୍କିଂ ହୋଇଛି। ଦୟାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ Samarth Verma ଙ୍କୁ ବିନମ୍ର ଅନୁରୋଧ। CMO Odisha RTOPURI Puri Police @Puri_Official

#ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ଅଘୋଷିତ_ପାର୍କିଂ
ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଯିବା ରାସ୍ତାରେ(ଲିଫ୍ଟି ସାମନାରେ)ଅଜଣା ଗାଡ଼ି ପାର୍କିଂ ହୋଇଛି। ଦୟାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ Samarth Verma ଙ୍କୁ ବିନମ୍ର ଅନୁରୋଧ। CMO Odisha RTOPURI Puri Police @Puri_Official
ପୁରୀ ପିଲା (@i_puripila) 's Twitter Profile Photo

#ଧନ୍ୟରେ_ଭିଆଇପି_ସୁବିଧା। ପୁରୀ ବଡ଼ ମେଡିକାଲ ରକ୍ତ ପରୀକ୍ଷା ପାଇ ସଂଗ୍ରହ କରାଯାଇଥିବା ଗୃହଠୀ ଲୋକ ମାନେ ଲମ୍ବା ଲାଇନ୍ ରେ ଠିଆ ହୋଈ ରହୁଛନ୍ତି, କିନ୍ତୁ କର୍ମଚାରୀ ମାନେ ପଇସା ନେଇ ବାହାର ଲୋକ ଙ୍କୁ ଭିଆଇପି ଭଳି ଭିତର କୁ ନେଇ ରକ୍ତ ପରୀକ୍ଷା ରେ ବ୍ୟସ୍ତ ରହୁଛନ୍ତି। ଦୟାକରି ଧ୍ୟାନ ଦେବାକୁ CDM & PHO, Puri Samarth Verma ଙ୍କୁ ଅନୁରୋଧ।

#ଧନ୍ୟରେ_ଭିଆଇପି_ସୁବିଧା।
ପୁରୀ ବଡ଼ ମେଡିକାଲ ରକ୍ତ ପରୀକ୍ଷା ପାଇ ସଂଗ୍ରହ କରାଯାଇଥିବା ଗୃହଠୀ ଲୋକ ମାନେ ଲମ୍ବା ଲାଇନ୍ ରେ ଠିଆ ହୋଈ ରହୁଛନ୍ତି, କିନ୍ତୁ କର୍ମଚାରୀ ମାନେ ପଇସା ନେଇ ବାହାର ଲୋକ ଙ୍କୁ ଭିଆଇପି ଭଳି ଭିତର କୁ ନେଇ ରକ୍ତ ପରୀକ୍ଷା ରେ ବ୍ୟସ୍ତ ରହୁଛନ୍ତି। ଦୟାକରି ଧ୍ୟାନ ଦେବାକୁ CDM & PHO, Puri Samarth Verma ଙ୍କୁ ଅନୁରୋଧ।
Team ATA Official (@officialteamata) 's Twitter Profile Photo

#ଜିରୋ_ରୁ_ହିରୋ ଜଣେ ସାଧାରଣ ମଣିଷ ଆଜି ସାମାଜିକ ଗଣମାଧ୍ୟମ ଯୋଗୁଁ ପାଲଟି ଯାଇଛନ୍ତି ଅସାଧାରଣ ଓ ଚର୍ଚ୍ଚିତ ମଣିଷ। ସେହି ଅସାଧାରଣ ମଣିଷ ହେଉଛନ୍ତି ଆମ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ବେଲବାହାଳି ଗ୍ରାମର ଶ୍ରିଲେଖା ଜେନା। ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ ତାଙ୍କ ନିଜ ଯାତ୍ରା ବିଷୟରେ। ଶ୍ରିଲେଖା ଜେନା (ସୁଲୁ ) କେନ୍ଦୁଝର 🇮🇳 CMO Odisha

ପୁରୀ ପିଲା (@i_puripila) 's Twitter Profile Photo

#ରଥଦାଣ୍ଡରେ_ମୃତ୍ୟୁ BMC ଅନ୍ତର୍ଗତ ମାଉସୀମା ମନ୍ଦିର ଛକରେ ଥିବା ଟ୍ରାଫିକ ଲାଇଟ ପୋଷ୍ଟ ଟି ରାଜଧାନୀ ଆୟୁର୍ବେଦ ଦୋକାନ ଉପରେ ଢାଳିକି ରହିଚି। ଦୟାକରି ଏହାକୁ ସ୍ଥାନାନ୍ତର ସହ ନୂତନ ଟ୍ରାଫିକ ଲାଇଟ ପୋଷ୍ଟ ଲଗାଇବାକୁ DCP Bhubaneswar COMMISSIONERATE POLICE ଙ୍କୁ ଅନୁରୋଧ। CMO Odisha Mohan Charan Majhi DGP, Odisha

#ରଥଦାଣ୍ଡରେ_ମୃତ୍ୟୁ
BMC ଅନ୍ତର୍ଗତ ମାଉସୀମା ମନ୍ଦିର ଛକରେ ଥିବା ଟ୍ରାଫିକ ଲାଇଟ ପୋଷ୍ଟ ଟି ରାଜଧାନୀ ଆୟୁର୍ବେଦ ଦୋକାନ ଉପରେ ଢାଳିକି ରହିଚି। ଦୟାକରି ଏହାକୁ ସ୍ଥାନାନ୍ତର ସହ ନୂତନ ଟ୍ରାଫିକ ଲାଇଟ ପୋଷ୍ଟ ଲଗାଇବାକୁ DCP Bhubaneswar COMMISSIONERATE POLICE ଙ୍କୁ ଅନୁରୋଧ। CMO Odisha Mohan Charan Majhi DGP, Odisha
Litu Mallik (@litumal57115259) 's Twitter Profile Photo

ଢେଙ୍କାନାଳ ଜିଲ୍ଲା,#ଭୁବନ ବ୍ଲକ ଜିରାଳ ଗ୍ରାମର #ରତନି ମଲ୍ଲିକ, ବାରମ୍ବାର ଅଭିଯୋଗ କରି ମଧ୍ଯ ଷୋହଳବର୍ଷ ହେବ #ଇନ୍ଦିରାବାସ ଘର ଖଣ୍ଡେ ପାଇପାରୁ ନାହାନ୍ତି, ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଶେଷରେ, ତୁରନ୍ତ ପଦକ୍ଷେପ ନେବାକୁଅନୁରୋଧ କରୁଛି District Dhenkanal CMO Odisha Revenue & DM Department, Government of Odisha Mohan Charan Majhi Bhuban Block

Team ATA Official (@officialteamata) 's Twitter Profile Photo

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଟିମ ଆଟାର ସଦସ୍ୟମାନେ ପହଞ୍ଚି ଥିଲେ। ମାନନୀୟ ମନ୍ତ୍ରୀ E&IT Department Odisha ଡ଼. ମୁକେଶ ମହାଲିଙ୍ଗଙ୍କ ଓ ସହିତ ଆଲୋଚନା କରିଥିଲେ। ମନ୍ତ୍ରୀ ମହୋଦୟ କହିଲେ ଆମେ ଆପଣଙ୍କ ଅଭିଯୋଗ ଗୁଡିକୁ ଜିଲ୍ଲାପାଳ ମାନଙ୍କୁ ପଠାଇ ଦେଉଛୁ। ଜିଲ୍ଲାପାଳ ମାନେ ଶୁଣୁ ନଥିବାରୁ ଚିଠି କରି ପୁନଃ ସ୍ପଷ୍ଟୀକରଣ ମାଗିବେ।

Dusmanta Sahoo (@dusmanta__sahoo) 's Twitter Profile Photo

Ola Electric My Ola S1 Pro front suspension is damaged for the last 6 months. Despite raising complaints multiple times via your app, service teams of Puri City always say "part not available." No resolution yet. How long should a customer wait for safety-related issues?

Environmental & Climate Activist (🇮🇳 India🇮🇳) (@akshya_patra) 's Twitter Profile Photo

ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଳକ ୨୮ ନମ୍ବର ଜୋନରେ ଆୟୋଜିତ ତ୍ରିରଙ୍ଗା ଯାତ୍ରା ଏବଂ ବାଇକ୍ ଶୋଭାଯାତ୍ରାରେ ବିନା ହେଲମେଟ ଏମିତି ରାସ୍ତାକୁ କଭର କରି ବାଇକ୍ ଶୋଭାଯାତ୍ରା କେତେ ଠିକ ନା MLA @Upasanamoha ହେଲେ ବୋଲି ତାଙ୍କ ପାଇଁ ଆଇନ୍ କାନୁନ୍ ନାହିଁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ ବିଭାଗକୁ ବିନମ୍ର ଭାବେ

MANOJ KUMAR JENA (BhimArmy) (@manojjena8144) 's Twitter Profile Photo

State Transport Authority, Odisha 🇮🇳 AMITABH THAKUR 🇮🇳 CMO Odisha ChiefSecyOdisha Usha Padhee Assistant Regional Transport Office, Khordha District Magistrate Khordha S.P. Khordha Home Department, Govt. of Odisha ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି NH ଉପରେ ଠିଆ ହୋଉ ଭିଡିଓ କରି ନିଜେ ବିପଦ ପଡିବା ସହିତ ସାଧାରଣ ଲୋକଙ୍କୁ ବିପଦରେ ପକାଇଛନ୍ତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ

Puri Police (@sppuri1) 's Twitter Profile Photo

Our Police Personnel, Sri Dusmanta Kumar Sahoo, exemplifies the spirit of service and compassion. Going above and beyond, he donated his own blood in an emergency, showcasing the true essence of humanity and duty.

Our Police Personnel, Sri Dusmanta Kumar Sahoo, exemplifies the spirit of service and compassion. Going above and beyond, he donated his own blood in an emergency, showcasing the true essence of humanity and duty.
ପୁରୀ ପିଲା (@i_puripila) 's Twitter Profile Photo

#ପରିବହନ_ବିଭାଗ_ନିଦ୍ରାରେ ପୁରୀ ରୁ ଖୋର୍ଦ୍ଧା ଯାଉଥିବା ଏହି ଦମ୍ପତି ବିନା ହେଲମେଟ ରେ ଗାଡି ଚଲେଇବା ସହ ଭିଡିଓ କରୁଛନ୍ତି। ଦୟାକରି ବିହିତ ପଦକ୍ଷେପ ନେବାକୁ State Transport Authority, Odisha RTOPURI Puri Police Home Department, Govt. of Odisha ଙ୍କୁ ଅନୁରୋଧ। CMO Odisha 🇮🇳 AMITABH THAKUR 🇮🇳 DGP, Odisha Prateek Singh ଗାଡି ନମ୍ବର- OD 13R 7909

ପୁରୀ ପିଲା (@i_puripila) 's Twitter Profile Photo

#RTO_ପୋଲିସ_ଡିଜେ_ମାଲିକଙ୍କ_ମଧୁଚନ୍ଦ୍ରିକା ପୁରୀରେ ବିନା PUCC,ବିନା ଫିଟନେସରେ ଚାଲିଛି ଡିଜେ ଗାଡ଼ି।RTOPURIPuri Police କାର୍ଯ୍ୟାନୁଷ୍ଠାନ ବଦଳରେ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରରେ। State Transport Authority, Odisha 🇮🇳 AMITABH THAKUR 🇮🇳 ସାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନମ୍ର ପ୍ରାର୍ଥନା।CMO Odisha Collector and District Magistrate Puri Usha Padhee

#RTO_ପୋଲିସ_ଡିଜେ_ମାଲିକଙ୍କ_ମଧୁଚନ୍ଦ୍ରିକା
ପୁରୀରେ ବିନା PUCC,ବିନା ଫିଟନେସରେ ଚାଲିଛି ଡିଜେ ଗାଡ଼ି।RTOPURI ଓ Puri Police କାର୍ଯ୍ୟାନୁଷ୍ଠାନ ବଦଳରେ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦରରେ। State Transport Authority, Odisha 🇮🇳 AMITABH THAKUR 🇮🇳 ସାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନମ୍ର ପ୍ରାର୍ଥନା।CMO Odisha Collector and District Magistrate Puri Usha Padhee