Dipak Kumar Behera (@erdipakbehera) 's Twitter Profile
Dipak Kumar Behera

@erdipakbehera

Social_Worker
General secretary of Parikul mandal.
BJYM Excutive member Dhenkanal.
Political leader of Bharatiya Janata party

ID: 1245237995705233410

calendar_today01-04-2020 06:34:40

58 Tweet

41 Followers

139 Following

Amit Shah (@amitshah) 's Twitter Profile Photo

उत्तराखंड के मुख्यमंत्री श्री Pushkar Singh Dhami जी को जन्मदिन की हार्दिक शुभकामनाएं। देवभूमि के कल्याण के प्रति आपकी निष्ठा और समर्पण ने प्रदेश के विकास को नयी गति दी है। आप स्वस्थ रहें व दीर्घायु हों ऐसी ईश्वर से कामना करता हूँ।

Dipak Kumar Behera (@erdipakbehera) 's Twitter Profile Photo

ମାର୍ଚ୍ଚ ୨୦ ପଖାଳ ଦିବସ I ଆସନ୍ତୁ ପଖାଳ ମୁଠେ ଖାଇ ଏହି ଦିବସକୁ ପାଳନ କରିବା, ଓଡ଼ିଆ ବୋଲି ନିଜକୁ ଗର୍ବ ଅନୁଭବ କରିବା I #pakhal_Divas #march20 #Odsha_Food #Pakhal

ମାର୍ଚ୍ଚ ୨୦ ପଖାଳ ଦିବସ I
ଆସନ୍ତୁ ପଖାଳ ମୁଠେ ଖାଇ ଏହି ଦିବସକୁ ପାଳନ କରିବା,
ଓଡ଼ିଆ ବୋଲି ନିଜକୁ ଗର୍ବ ଅନୁଭବ କରିବା I
#pakhal_Divas #march20 #Odsha_Food #Pakhal
Dharmendra Pradhan (@dpradhanbjp) 's Twitter Profile Photo

ଭକ୍ତମାନେ ଆଜି ମହାପ୍ରଭୁଙ୍କ ଦୁଲ୍ଲର୍ଭ ନବଯୌବନ ବେଶ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ, ଏହା ହିଁ କାମନା । ଜୟ ଜଗନ୍ନାଥ 🙏

ଭକ୍ତମାନେ ଆଜି ମହାପ୍ରଭୁଙ୍କ ଦୁଲ୍ଲର୍ଭ ନବଯୌବନ ବେଶ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ।  ମହାପ୍ରଭୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ, ଏହା ହିଁ କାମନା ।

ଜୟ ଜଗନ୍ନାଥ 🙏
Dipak Kumar Behera (@erdipakbehera) 's Twitter Profile Photo

ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇ ଏକ ହିନ୍ଦୁ ବିରୋଧୀ ସରକାର ହିନ୍ଦୁମାନଙ୍କ ଦେବାଦେବୀ, ଐତିହ୍ୟ ସ୍ଥଳୀ, ମନ୍ଦିର ଗୁଡିକର ଧ୍ୱଂସ କରିବାରେ ଲାଗିପଡିଛି।ଏଣୁ ଏ ସରକାରର ଗର୍ବ ବେଶି ଦିନ ଆଉ ରହିବନି। ଅତି ଗର୍ବେ ହତ ଲଙ୍କା। ଏ ସରକାରର ପତନର ସମୟ ଉପନୀତ। ଜୟ ଶ୍ରୀ ରାମ 🚩🙏🙏🙏

Dipak Kumar Behera (@erdipakbehera) 's Twitter Profile Photo

ଦଳୀୟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘରକୁ ବଣ୍ଟନ ନ କରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ସଠିକ ଭାବରେ ତଦନ୍ତ କରି ବଣ୍ଟନ କରିବାକୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ ବନ୍ଧୁଙ୍କୁ ମୁଁ ଅନୁରୋଧ କରୁଛି। Dharmendra Pradhan @BDOHindol District Dhenkanal @Subcollecterhindol The Argus Dundalk OTV

Dipak Kumar Behera (@erdipakbehera) 's Twitter Profile Photo

#5tmosarkar #nabinpattanik #dharmendraparadhan #bdohindol #districtadminstration #collecterdkl ହିନ୍ଦୋଳ ବ୍ଲକ ଖଲିବୋରେଇ ପଞ୍ଚାୟତ ଖଲିବୋରେଇ ଗ୍ରାମର 100% ଦିବ୍ୟାଙ୍ଗ ଦଣ୍ଡଧର ଖିଲାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅନୁରୋଧ।

#5tmosarkar
#nabinpattanik #dharmendraparadhan
#bdohindol 
#districtadminstration 
#collecterdkl
ହିନ୍ଦୋଳ ବ୍ଲକ ଖଲିବୋରେଇ ପଞ୍ଚାୟତ ଖଲିବୋରେଇ ଗ୍ରାମର 100%  ଦିବ୍ୟାଙ୍ଗ ଦଣ୍ଡଧର ଖିଲାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅନୁରୋଧ।
Dipak Kumar Behera (@erdipakbehera) 's Twitter Profile Photo

ଆଜ୍ଞା ନମସ୍କାର 🙏 ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆମ ଢେଙ୍କାନାଳ ଜିଲ୍ଲାରେ ସେ ଦିନଟି ପାଇଁ ଆମିଷ ଓ ମଦ ଦୋକାନକୁ ଗୁଡ଼ିକ ବନ୍ଦ କରାଯାଉ । District Dhenkanal spdhenkanal Dharmendra Pradhan CMO Odisha @VKPandian09