Tahasildar, Narayanpatna (@tnarayanpatna) 's Twitter Profile
Tahasildar, Narayanpatna

@tnarayanpatna

Official account of Tahasildar, Narayanpatna. Retweets are purely official. Replies to any post or comment might be delayed because of Connectivity issues.

ID: 1259172768978882561

calendar_today09-05-2020 17:26:36

548 Tweet

560 Followers

91 Following

Collector and District Magistrate, Koraput (@dmkoraput) 's Twitter Profile Photo

ନାରାୟଣପାଟଣା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଛନ୍ତି । CMO Odisha MoSarkar 5T @gapg_dept BDO_NARAYANPATNA

ନାରାୟଣପାଟଣା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଛନ୍ତି । <a href="/CMO_Odisha/">CMO Odisha</a>  <a href="/MoSarkar5T/">MoSarkar 5T</a>  @gapg_dept <a href="/BNarayanpatna/">BDO_NARAYANPATNA</a>
I & PR Department, Odisha (@ipr_odisha) 's Twitter Profile Photo

ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି #ମୋ_ଘର ଯୋଜନା। ଏହି ଯୋଜନାର ସୁବିଧାସୁଯୋଗ ଗୁଡିକ ଏହି ବିଜ୍ଞାପନରେ ଦର୍ଶାଯାଇଛି। ଆସନ୍ତା ଜୁନ୍ ୧୬ ତାରିଖରୁ ଅନଲାଇନ ମାଧ୍ୟମରେ ଅଥବା ମୋ ସେବା କେନ୍ଦ୍ରରେ ଆବେଦନ କରିପାରିବେ। rhodisha.gov.in/moghara

ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି #ମୋ_ଘର ଯୋଜନା। ଏହି ଯୋଜନାର ସୁବିଧାସୁଯୋଗ ଗୁଡିକ ଏହି ବିଜ୍ଞାପନରେ ଦର୍ଶାଯାଇଛି। ଆସନ୍ତା ଜୁନ୍ ୧୬  ତାରିଖରୁ ଅନଲାଇନ ମାଧ୍ୟମରେ ଅଥବା ମୋ ସେବା କେନ୍ଦ୍ରରେ ଆବେଦନ କରିପାରିବେ।
rhodisha.gov.in/moghara