SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ (@srikant_talcher) 's Twitter Profile
SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️

@srikant_talcher

Official Acount Social Activist. loves to speak and write in Odia✍️. Reporting the problems of the common people to the Govt Via X Platform.

ID: 1848701525973209088

calendar_today22-10-2024 12:23:27

1,1K Tweet

193 Followers

1,1K Following

Sudarsan Senapati (@sudarsansenap13) 's Twitter Profile Photo

SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ State Transport Authority, Odisha RTO BHUBANESWAR-II DCP Bhubaneswar Dipti Ranjan patra BMC Dharmendra Bhai Team ATA Official Environmental & Climate Activist (🇮🇳 India🇮🇳) Ahmed Khan CMO Odisha DGP, Odisha Odisha Police Bibhuti Bhusan Jena ଯଦି ଏମାନେ ରୋଡରେ ଜନତାଙ୍କୁ ଏଭଳି ସ୍ତଣ୍ଟ ଦେଖେଇ ପାରୁଛନ୍ତି, ତା ହେଲେ ଘରେ ମା ବାପା, ଭାଇ ଭଉଣୀଙ୍କୁ ଆହୁରି ଅଧିକ କିଛି ମଧ୍ୟ ଦେଖେଇ ବାକୁ ସଙ୍କୋଚ କରୁ ନଥିବେ !

Environmental & Climate Activist (🇮🇳 India🇮🇳) (@akshya_patra) 's Twitter Profile Photo

କଟକ ରାଜ ରାସ୍ତାରେ ଗୋଟିଏ ହାତରେ ମୋବାଇଲ୍ ଧରି ଗାଡି driving ପଛରେ ଧର୍ମ ପତ୍ନୀକୁ ବସାଇ ନା ଅଛି ମୁଣ୍ଡରେ ହେଲମେଟ ସଡ଼କ ସୁରକ୍ଷା ନିୟମ ଖାତିରି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି ହାତ ଛାଡି ବେପରୁଆ ଭାବେ ଗାଡି ଚଲେଇବା ସାଧାରଣ ଲୋକଙ୍କୁ ବିପଦରେ ପକାଇଛନ୍ତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ RTO CUTTACK

Kumarika (@kumariika) 's Twitter Profile Photo

The bike-stunts-enthusiastic-Romeo -Juliet pairs should know how this works in cinema, instead of foolishly aping what they see on screen!

SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ (@srikant_talcher) 's Twitter Profile Photo

ଅନୁଗୋଳ ଆହାର କେନ୍ଦ୍ରରେ 1:44 PM ସମୟରେ ସାଧାରଣ ଲୋକଙ୍କୁ ଖାଇବା ନାହିଁ, କର୍ମଚାରୀମାନେ ନିଜେ ଖାଉଛନ୍ତି। 11 AM–3 PM ସମୟ ଲେଖା ଥିଲେ ସତ୍ୱେ ଲୋକମାନେ ବଞ୍ଚିତ। ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟନୁଷ୍ଠାନ କରନ୍ତୁ । #AharaKendra CMO Odisha I & PR Department, Odisha FoodOdisha ZP_ANGUL Collector and District Magistrate, Angul Er. Abanikanta Sahoo (Chairperson OSFC)

Shankar Pujari (@shan92648) 's Twitter Profile Photo

ସରକାର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଲଗାଣ ବର୍ଷାରେ ୧୮ ପରିବାର ଘର ଭାଙ୍ଗି ଯାଇଛି ସେମାନଙ୍କୁ ଘର ଭଙ୍ଗା ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ CMO Odisha Mohan Charan Majhi Revenue & DM Department, Government of Odisha Suresh Pujari SRC, Govt of Odisha Housing For All Odisha Urban Housing Mission - PMAY (Urban) Panchayati Raj and Drinking Water Department Collector & DM, Koraput ZP_Koraput

ସରକାର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଲଗାଣ ବର୍ଷାରେ ୧୮ ପରିବାର ଘର ଭାଙ୍ଗି ଯାଇଛି ସେମାନଙ୍କୁ ଘର ଭଙ୍ଗା ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ CMO Odisha Mohan Charan Majhi Revenue & DM Department, Government of Odisha Suresh Pujari SRC, Govt of Odisha Housing For All Odisha Urban Housing Mission - PMAY (Urban) Panchayati Raj and Drinking Water Department Collector & DM, Koraput ZP_Koraput
SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ (@srikant_talcher) 's Twitter Profile Photo

🙏 माता हिंगुला देवी मंदिर की पवित्र धरती पर दर्शन का सौभाग्य प्राप्त हुआ। अद्भुत शांति और आशीर्वाद का अनुभव। 🌸✨ #Temple #HIGHLIGHT