Sachin Bohidar (@sachinbohidar) 's Twitter Profile
Sachin Bohidar

@sachinbohidar

ID: 4622646852

calendar_today21-12-2015 15:13:10

606 Tweet

60 Followers

371 Following

Naveen Patnaik (@naveen_odisha) 's Twitter Profile Photo

ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି

Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶା ପାଇଁ ଗୌରବ ଆଣିଥିବା ପ୍ରତିଭା ଜଗନ୍ନାଥ ଖୁଣ୍ଟିଆଙ୍କୁ ଭେଟିଲି। ଓ୍ବାର୍ଲ୍ଡ ବଡିବିଲ୍ଡଂ ଏବଂ ଫିଜିକ୍ ସ୍ପୋର୍ଟ୍ସ ଚମ୍ପିୟନସିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରି ଶୁଭେଚ୍ଛା ଜଣାଇଲି। #Odisha

Pranab Prakash Das (@pranabpdas) 's Twitter Profile Photo

ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସାଧାରଣ ଲୋକଙ୍କର ସ୍ଵର ସାଜିବା ସହିତ ଏକ ପ୍ରଗତିଶୀଳ ରାଷ୍ଟ୍ର ଗଠନରେ ଆପଣମାନଙ୍କର ରହିଛି ବଳିଷ୍ଠ ଭୂମିକା। ନିରପେକ୍ଷତା ଓ ନିଷ୍ଠାରେ ସଂକଳ୍ପବଦ୍ଧ ହୋଇ ପ୍ରେସ୍ ଆହୁରି ମଜଭୁତ ହେଉ। #NationalPressDay

ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସାଧାରଣ ଲୋକଙ୍କର ସ୍ଵର ସାଜିବା ସହିତ ଏକ ପ୍ରଗତିଶୀଳ ରାଷ୍ଟ୍ର ଗଠନରେ ଆପଣମାନଙ୍କର ରହିଛି ବଳିଷ୍ଠ ଭୂମିକା। ନିରପେକ୍ଷତା ଓ ନିଷ୍ଠାରେ ସଂକଳ୍ପବଦ୍ଧ ହୋଇ ପ୍ରେସ୍ ଆହୁରି ମଜଭୁତ ହେଉ। 

#NationalPressDay
Biju Janata Dal (@bjd_odisha) 's Twitter Profile Photo

ମାହାଙ୍ଗା ବିଧାୟକ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିକୁ ଦୃଢ଼ ନିନ୍ଦା କରୁଛି ବିଜୁ ଜନତା ଦଳ। ଗତ ୮ ମାସ ଧରି ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏହାକୁ ନେଇ ୩୪ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷା ଧାରଣାରେ ବସିଥିଲେ। ସଭାପତି ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶକ୍ରମେ ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Naveen Patnaik (@naveen_odisha) 's Twitter Profile Photo

ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମହାଦେବଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ 🙏🏻 #ମହାଶିବରାତ୍ରୀ #Mahashivratri

ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମହାଦେବଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ 🙏🏻

#ମହାଶିବରାତ୍ରୀ
#Mahashivratri
Congress (@incindia) 's Twitter Profile Photo

ये वीडियो देखिए 👇 यह 14,000 करोड़ रुपए में बना मुंबई का कोस्टल रोड है, जो BJP सरकार के भ्रष्टाचार की गवाही दे रहा है। • कोस्टल रोड पर बड़े-बड़े क्रैक और गड्ढे हैं, जिसे डामर के सैकड़ों पैच से छिपाने की नाकाम कोशिश की जा रही है। • इस सड़क को मार्च-2024 में आम जनता के लिए

Barsha Singh Bariha (@barsha_bariha) 's Twitter Profile Photo

ପାଇକମାଲ ବ୍ଳକ୍ ଅନ୍ତର୍ଗତ ବନମାଲ୍ ଗ୍ରାମରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମା ଭଉଣୀ ମାନଙ୍କ ସହିତ କଳସ ଶୋଭାଯାତ୍ରା ରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କଲି। #NaveenPatnaik #jaijagannath

ପାଇକମାଲ ବ୍ଳକ୍ ଅନ୍ତର୍ଗତ ବନମାଲ୍ ଗ୍ରାମରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମା ଭଉଣୀ ମାନଙ୍କ ସହିତ କଳସ ଶୋଭାଯାତ୍ରା ରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କଲି।
#NaveenPatnaik
#jaijagannath
Pranab Prakash Das (@pranabpdas) 's Twitter Profile Photo

ବିଶିଷ୍ଟ ସାହିତ୍ୟିକ, କଥାକାର ମନୋଜ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ସାହିତ୍ୟ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ଅବଦାନ ସବୁଦିନ ପାଇଁ ମନେ ରହିବ।

ବିଶିଷ୍ଟ ସାହିତ୍ୟିକ, କଥାକାର ମନୋଜ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ସାହିତ୍ୟ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ଅବଦାନ ସବୁଦିନ ପାଇଁ ମନେ ରହିବ।
Pranab Prakash Das (@pranabpdas) 's Twitter Profile Photo

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତିନି ପିଢ଼ିରେ କଳା ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ କେବେ ଭୁଲି ହେବ ନାହିଁ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଓଁ ଶାନ୍ତି 🙏

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତିନି ପିଢ଼ିରେ କଳା ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ କେବେ ଭୁଲି ହେବ ନାହିଁ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। 

ଓଁ ଶାନ୍ତି 🙏
Naveen Patnaik (@naveen_odisha) 's Twitter Profile Photo

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର

COMMISSIONERATE POLICE (@cpbbsrctc) 's Twitter Profile Photo

Some nights may seem longer, but there may be a beautiful morning waiting Let's not panic during critical hours. Only trust official sources and refrain from sharing rumours .Take care of yourself and your family. We are with you. We will be with you. #JaiHind #India

Naveen Patnaik (@naveen_odisha) 's Twitter Profile Photo

Deeply saddened to learn about the loss of so many lives including the death of children in the tragic fire accident near #Charminar, #Hyderabad. My thoughts and prayers are with the families who lost their loved ones. Wishing speedy recovery of those who sustained injuries.

Rahul Gandhi (@rahulgandhi) 's Twitter Profile Photo

ओडिशा के बालेश्वर में इंसाफ की लड़ाई में जान गंवाने वाली बहादुर बेटी के पिता से बात की। उनकी आवाज़ में बेटी का दर्द, सपना और संघर्ष सब महसूस किया। उन्हें भरोसा दिलाया कि कांग्रेस पार्टी और मैं हर कदम पर उनके साथ हैं। जो हुआ वह अमानवीय और शर्मनाक ही नहीं, पूरे समाज का ज़ख्म है।

Pranab Prakash Das (@pranabpdas) 's Twitter Profile Photo

ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ପାଇଁ ଏ ଲଢ଼େଇ ଜାରି ରହିବ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଜଣେ ନୀରିହ ଛାତ୍ରୀର ଜୀବନ ଯାଇଛି। କଥା କୁହା ସରକାର ବିରୋଧରେ ଆମ ସଂଗ୍ରାମ ଅଟକିବନି। #ହଟାଅବିଜେପି #BJPAntiWomen #BJPAntiOdisha

Biju Janata Dal (@bjd_odisha) 's Twitter Profile Photo

ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବା ପଇଁ ବିଜୁ ଜନତା ଦଳ ତରଫରୁ କରାଯାଇଥିବା ଆନ୍ଦୋଳନକୁ ଦେଖି ବିଜେପି ସରକାର ଭୟଭୀତ। ବିଜେପି ସରକାର ଭାବୁଛନ୍ତି, ପୋଲିସ ଜରିଆରେ ଆକ୍ରମଣ କରି ଆନ୍ଦୋଳନକୁ ଅଟକାଇ ଦେବେ। ଏଥିରେ କେବେ ମଧ୍ୟ ସେମାନେ ସଫଳ ହେବେ ନାହିଁ। ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର ବନ୍ଦ ନହେବା ଯାଏଁ ବିଜୁ ଜନତା ଦଳର ଆନ୍ଦୋଳନ

Sachin Bohidar (@sachinbohidar) 's Twitter Profile Photo

ମାନବାର କେ ପଡବା ମହାନଗର ନିଗମ କେ କେତେ ଜତ୍ନ ର ସାଙ୍ଗେ ସବୁ ଗଛ ଲଗାଇ ଦେଲେ, ସମ୍ବଲପୁର କେ ପୁରା ସାଗୁଆ ସବୁଜ କରିଦେଲେ... CMO Odisha Naveen Patnaik SMC,Sambalpur

ମାନବାର କେ ପଡବା ମହାନଗର ନିଗମ କେ କେତେ ଜତ୍ନ ର ସାଙ୍ଗେ ସବୁ ଗଛ ଲଗାଇ ଦେଲେ, ସମ୍ବଲପୁର କେ ପୁରା ସାଗୁଆ ସବୁଜ କରିଦେଲେ...
<a href="/CMO_Odisha/">CMO Odisha</a> <a href="/Naveen_Odisha/">Naveen Patnaik</a> <a href="/SmcSambalpur/">SMC,Sambalpur</a>
Congress (@incindia) 's Twitter Profile Photo

बिहार की जनता 👇 वोट चोरी की सजिश को कामयाब नहीं होने देगी