puspanjali nag Nag (@puspanjalinagn5) 's Twitter Profile
puspanjali nag Nag

@puspanjalinagn5

Puspanjali Nag Bishalkhinda ,Dist Sambalpur

ID: 1442750588668694529

calendar_today28-09-2021 07:19:46

658 Tweet

408 Followers

393 Following

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଫାଶୀମାଲ ଗ୍ରା.ପ. ଅଧିନସ୍ଥ ତିଳେଇମାଲ ପ୍ରାଥମିକ ବିଦ୍ୟାଳୟରେ ପାଚେରି ନାହିଁ,ପିଲାମାନଙ୍କ ପାଇଁ ଅସୁରକ୍ଷିତ । ତେଣୁ EducationOdisha କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଉକ୍ତ ସମସ୍ୟାକୁ ସମାଧାନ କରାଯାଉ। #schoolInfrastructure #LSDG #SDG

Upendra Mahananda (@upendramahanan6) 's Twitter Profile Photo

ଏହି ଭଳି ଦିବ୍ୟାଙ୍ଗ ଅସହାୟକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବାର ପ୍ରାବଧାନ ଅଛି ନା ତେଲିଆ ମୁଣ୍ଡରେ ତେଲ ଦେବା | ତଦନ୍ତ ହୋଇ ବିଭାଗରୁ ଚିଠି ହୋଇ ମଧ୍ୟ ହିତାଧିକାରୀ ବଞ୍ଚିତ | BDO Rengali DM Sambalpur Panchayati Raj and Drinking Water Department Rural Housing Odisha #ଦିବ୍ୟାଙ୍ଗ_ପ୍ରତି_ଅବହେଳା #ବିକଶିତ_ଗାଁ_ବିକଶିତ_ଓଡିଶା #LSDG #SDG

ଏହି ଭଳି ଦିବ୍ୟାଙ୍ଗ ଅସହାୟକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବାର ପ୍ରାବଧାନ ଅଛି ନା ତେଲିଆ ମୁଣ୍ଡରେ ତେଲ ଦେବା | ତଦନ୍ତ ହୋଇ ବିଭାଗରୁ ଚିଠି ହୋଇ ମଧ୍ୟ ହିତାଧିକାରୀ ବଞ୍ଚିତ |
BDO Rengali
DM Sambalpur
Panchayati Raj and Drinking Water Department
Rural Housing Odisha
#ଦିବ୍ୟାଙ୍ଗ_ପ୍ରତି_ଅବହେଳା
#ବିକଶିତ_ଗାଁ_ବିକଶିତ_ଓଡିଶା
#LSDG
#SDG
12 Baje 12 minute (@12_baje) 's Twitter Profile Photo

Sir, Jamuna and Randae from Tulukbadi village in Kaptipada Block were denied school admission due to the lack of Aadhaar cards and are also deprived of the government’s provision of 5 kg of rice per person. Urgent action needed to ensure their right to education and food.

Sir, Jamuna and Randae from Tulukbadi village in Kaptipada Block were denied school admission due to the lack of Aadhaar cards and are also deprived of the government’s provision of 5 kg of rice per person. Urgent action needed to ensure their right to education and food.
Upendra Mahananda (@upendramahanan6) 's Twitter Profile Photo

ଏହି ରାସ୍ତା ସମ୍ପୂର୍ଣ୍ଣ ହେଇଛି | କିନ୍ତୁ ରାସ୍ତା ଫାଟି ଗର୍ତ୍ତ ଦୁର୍ଘଟଣା ହେବା ନିଶ୍ଚିତ | ତେଣୁ ଉକ୍ତ ସ୍ଥାନକୁ ତୁରନ୍ତ ମରାମତି କରିବାକୁ ପ୍ରଶାସନ କୁ ଅନୁରୋଧ 🙏 BDO Rengali DM Sambalpur Zilla Parishad Sambalpur Panchayati Raj and Drinking Water Department #roadissue #ccroad #accident

ଏହି ରାସ୍ତା ସମ୍ପୂର୍ଣ୍ଣ ହେଇଛି | କିନ୍ତୁ ରାସ୍ତା ଫାଟି ଗର୍ତ୍ତ ଦୁର୍ଘଟଣା ହେବା ନିଶ୍ଚିତ | ତେଣୁ ଉକ୍ତ ସ୍ଥାନକୁ ତୁରନ୍ତ ମରାମତି କରିବାକୁ ପ୍ରଶାସନ କୁ ଅନୁରୋଧ 🙏
BDO Rengali
DM Sambalpur
Zilla Parishad Sambalpur
Panchayati Raj and Drinking Water Department
#roadissue
#ccroad
#accident
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଥପାପାଲି ଗ୍ରାମର ଏକାକୀନୀ ଆଦିବାସୀ ବିଧବା ପୂର୍ଣ୍ଣମୀ ମୁଣ୍ଡା ଯିଏ କି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବା କଥା, କିନ୍ତୁ ଦାୟିତ୍ୱରେ ଥିବା ସର୍ବେକ୍ଷଣ ଅଧିକାରୀ ତାଙ୍କର ସର୍ଭେ କରିବାକୁ ଚାହୁଁନାହାନ୍ତି | ପ୍ରଶାସନ ଏଭଳି ନିରୀହ ଯେମିତି ବଞ୍ଚିତ ନହୁଅନ୍ତି ସେଥିପାଇଁ ଦୃଷ୍ଟିଦେବେ | #LSDG #SDG

ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଥପାପାଲି ଗ୍ରାମର ଏକାକୀନୀ ଆଦିବାସୀ ବିଧବା ପୂର୍ଣ୍ଣମୀ ମୁଣ୍ଡା ଯିଏ କି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବା କଥା, କିନ୍ତୁ ଦାୟିତ୍ୱରେ ଥିବା ସର୍ବେକ୍ଷଣ ଅଧିକାରୀ ତାଙ୍କର ସର୍ଭେ କରିବାକୁ ଚାହୁଁନାହାନ୍ତି | ପ୍ରଶାସନ ଏଭଳି ନିରୀହ ଯେମିତି ବଞ୍ଚିତ ନହୁଅନ୍ତି ସେଥିପାଇଁ ଦୃଷ୍ଟିଦେବେ |
#LSDG #SDG
12 Baje 12 minute (@12_baje) 's Twitter Profile Photo

Kaira, from Tulukwadi village in Kaptipada block, is unable to enrol at the Anganwadi centre as her parents have not been able to provide her Aadhaar card. Requesting Department of WCD, Government of Odisha to kindly review the matter and ensure he gets access to essential early childhood services.

"Heartfelt thanks to the Government of Odisha and the district administration for their continued support in revitalizing the village school in Balumaha, Kandhamal. Your efforts in addressing infrastructure challenges and collaborating with local communities have made a

"Heartfelt thanks to the Government of Odisha and the district administration for their continued support in revitalizing the village school in Balumaha, Kandhamal. Your efforts in addressing infrastructure challenges and collaborating with local communities have made a
Upendra Mahananda (@upendramahanan6) 's Twitter Profile Photo

ସମ୍ବଲପୁର ଜିଲ୍ଲା ଜୁନାଡ଼ିହିରୁ ସଇଡା ମୁଖ୍ୟ ରାସ୍ତା ତଥା କଟାପାଲି ବିଦ୍ୟାଳୟ ସମ୍ମୁଖରେ ଡ୍ରେନର ସ୍ଲାପଗୁଡିକ ଭାଙ୍ଗି ଯାଇଛି | ଯାହାକି ଛାତ୍ର ଛାତ୍ରୀ ସହିତ ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ | ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ 🙏 #accident #roadsafety PWD Sambalpur Works Department, Odisha DM Sambalpur

ସମ୍ବଲପୁର ଜିଲ୍ଲା ଜୁନାଡ଼ିହିରୁ ସଇଡା ମୁଖ୍ୟ ରାସ୍ତା ତଥା କଟାପାଲି ବିଦ୍ୟାଳୟ ସମ୍ମୁଖରେ  ଡ୍ରେନର ସ୍ଲାପଗୁଡିକ ଭାଙ୍ଗି ଯାଇଛି |  ଯାହାକି ଛାତ୍ର ଛାତ୍ରୀ ସହିତ ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ | ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ 🙏
#accident
#roadsafety
PWD Sambalpur
Works Department, Odisha
DM Sambalpur
12 Baje 12 minute (@12_baje) 's Twitter Profile Photo

Naren village, Titilagarh block, Balangiri district. 265 students study in the primary school here, but basic facilities are lacking—no additional classrooms, no drinking water facilities, toilets without water, no playground, and no proper place for mid-day meals. This is

12 Baje 12 minute (@12_baje) 's Twitter Profile Photo

Sir, The primary school in Chaulbanji village under Maharpadar panchayat of Khaprakhol block, Balangir district lacks basic facilities—there is a shortage of classrooms, teachers, and drinking water, which is affecting students’ education; immediate government intervention is

Upendra Mahananda (@upendramahanan6) 's Twitter Profile Photo

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜୁନାଡ଼ିହ ରୁ ମାଣିକମୁଣ୍ଡା ରାସ୍ତା କଡ଼ରେ ଥିବା ନଳକୂପ କୁ ମରାମତି କରୁନାହାନ୍ତି ସମ୍ପୃକ୍ତ ଅଧିକାରୀ | ଗ୍ରୀଷ୍ମ ପ୍ରବାହରେ ବାଟୋଇଙ୍କ ପାଇଁ ନିହାତି ଆବଶ୍ୟକ ଏହି ନଳକୂପ | ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ | Panchayati Raj and Drinking Water Department ChiefSecyOdisha #ଗ୍ରୀଷ୍ମ_ପ୍ରବାହ #ପାଣି_ପାଇଁ_ଜୀବନ

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜୁନାଡ଼ିହ ରୁ ମାଣିକମୁଣ୍ଡା ରାସ୍ତା କଡ଼ରେ ଥିବା ନଳକୂପ କୁ ମରାମତି କରୁନାହାନ୍ତି ସମ୍ପୃକ୍ତ ଅଧିକାରୀ | ଗ୍ରୀଷ୍ମ ପ୍ରବାହରେ ବାଟୋଇଙ୍କ ପାଇଁ ନିହାତି ଆବଶ୍ୟକ ଏହି ନଳକୂପ | ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ |
Panchayati Raj and Drinking Water Department
ChiefSecyOdisha
#ଗ୍ରୀଷ୍ମ_ପ୍ରବାହ
#ପାଣି_ପାଇଁ_ଜୀବନ
12 Baje 12 minute (@12_baje) 's Twitter Profile Photo

Sir, Anil Bisi(23), a mentally disabled youth from Ganjaguda village, under Patnagarh block, Balangir, is still deprived of his rightful allowance due to not having an Aadhaar card. Repeated visits to the block office have yielded no result. We request the government to kindly

Upendra Mahananda (@upendramahanan6) 's Twitter Profile Photo

Dear Sir my online grievances ticket id-CMO20251165061, CMO20251165300 CMO20251165304 CMO20251165306 CMO20251165308,CMO20251165940, CMO20251166542, CMO20251166560, CMO20251167342, CMO20251168057, CMO20251169236 are till pending at cmo cell. So please look into this. Jana Sunani

Upendra Mahananda (@upendramahanan6) 's Twitter Profile Photo

#ଶ୍ରମିକ_ପ୍ରତି_ଅନ୍ୟାୟ ଶ୍ରମିକମାନଙ୍କ ମଧ୍ୟ ଗ୍ରୀଷ୍ମ ପ୍ରବାହାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଶ୍ରାମ ନେବାର ଅଧିକାର ଅଛି | କିନ୍ତୁ ତାର ବିପରୀତ ହେଉଛି ଝାରସୁଗୁଡା ଜିଲ୍ଳାରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ଅନୁରୋଧ 🙏 DM_Jharsuguda Labour Commissioner, Odisha Labour & ESI Dept. Government of Odisha Labour union of Western odisha Ministry of Labour & Employment, GoI

#ଶ୍ରମିକ_ପ୍ରତି_ଅନ୍ୟାୟ
ଶ୍ରମିକମାନଙ୍କ ମଧ୍ୟ ଗ୍ରୀଷ୍ମ ପ୍ରବାହାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଶ୍ରାମ ନେବାର ଅଧିକାର ଅଛି | କିନ୍ତୁ ତାର ବିପରୀତ ହେଉଛି ଝାରସୁଗୁଡା ଜିଲ୍ଳାରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ଅନୁରୋଧ 🙏
DM_Jharsuguda
Labour Commissioner, Odisha
Labour & ESI Dept. Government of Odisha
Labour union of Western odisha
Ministry of Labour & Employment, GoI
12 Baje 12 minute (@12_baje) 's Twitter Profile Photo

The primary school in Hanupali village, Balangiri district, urgently needs repairs to its kitchen, improved drinking water facilities, a boundary wall, and additional teachers to ensure better education for the children. #EducationForAll #SDG #TeacherShortage

Upendra Mahananda (@upendramahanan6) 's Twitter Profile Photo

ମୁଁ BDO KUCHINDA ଏବଂ BDO Rengali ସାରଙ୍କୁ ପଚାରିବାକୁ ଚାହେଁ ଯେ ମୁଁ କଣ ମୋ ପାଇଁ ଉଭୟ ବ୍ଲକରେ ଘର ପାଇଁ Jana Sunani ପୋର୍ଟାଲ ରେ ଦରଖାସ୍ତ କରିଛି ? ଆପଣମାନଙ୍କ କାର୍ଯ୍ୟରତ ଅଧିକାରୀ କିଭଲି କାର୍ଯ୍ୟ ତୁଲାଉଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି | ଆଉ ଜନସାଧାରଣ କିଭଲି ନ୍ୟାୟ ପାଉଥିବେ ଏଥିରେ ରହୁଛି ପ୍ରଶ୍ନବାଚୀ |

ମୁଁ BDO KUCHINDA ଏବଂ BDO Rengali ସାରଙ୍କୁ ପଚାରିବାକୁ ଚାହେଁ ଯେ ମୁଁ କଣ ମୋ ପାଇଁ ଉଭୟ ବ୍ଲକରେ ଘର ପାଇଁ Jana Sunani ପୋର୍ଟାଲ ରେ ଦରଖାସ୍ତ କରିଛି ?  ଆପଣମାନଙ୍କ କାର୍ଯ୍ୟରତ ଅଧିକାରୀ କିଭଲି କାର୍ଯ୍ୟ ତୁଲାଉଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି | ଆଉ ଜନସାଧାରଣ କିଭଲି ନ୍ୟାୟ ପାଉଥିବେ ଏଥିରେ ରହୁଛି ପ୍ରଶ୍ନବାଚୀ |
12 Baje 12 minute (@12_baje) 's Twitter Profile Photo

The primary school in Silaghati village, Mayurbhanj district, faces serious challenges, including water leaking from the kitchen ceiling, lack of access to safe drinking water, and insufficient teachers and classrooms. Immediate government intervention is crucial to ensure a

Upendra Mahananda (@upendramahanan6) 's Twitter Profile Photo

ଅନେକ ଦିନରୁ ଜିଓ ଗ୍ରାହକ ସେବାଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହି ଲୋକେସନ ରେ ଭଲ ନେଟୱାର୍କ ଆସୁନି | ଯଥାଶୀଘ୍ରସମାଧାନ କରିବାକୁ ଅନୁରୋଧ 🙏 JioCare Reliance Jio Dr. Mukesh Mahaling DM Sambalpur #networkissue See my real-time location on Maps: maps.app.goo.gl/4UopjwJLDjcnQE…

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

Our organization would like to express our deepest gratitude to the concerned department for repairing the tubewell within 12 hours of the complaint. #goodservice

Our organization would like to express our deepest gratitude to the concerned department for repairing the tubewell within 12 hours of the complaint.
#goodservice