Mo Dhenkanal (@modhenkanal) 's Twitter Profile
Mo Dhenkanal

@modhenkanal

Mo Dhenkanal Mo Parivaar
Official Account

ID: 1249045788631527426

linkhttp://www.modhenkanal.com calendar_today11-04-2020 18:45:19

144 Tweet

417 Followers

37 Following

Mo Dhenkanal (@modhenkanal) 's Twitter Profile Photo

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ସିବିଏସଇ ସ୍କୁୁଲରେ ଆଞ୍ଚଳିକ ଭାଷାରେ ହେବ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା। modhenkanal.com/dhenkanal-khab… #modhenkanal #ମୋଢେଙ୍କାନାଳ #modkl #md

Mo Dhenkanal (@modhenkanal) 's Twitter Profile Photo

ବଳଦେବଜୀଉ ମହିଳା କୃଷକ ଉତ୍ପାଦକ କମ୍ପାନୀ,ଭାପୁର, ଢେଙ୍କାନାଳ ଦ୍ୱାରା ହରଡ଼ ଚାଷ ର ଦକ୍ଷତା ବୃଦ୍ଧି ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ | modhenkanal.com/dhenkanal-khab… #modhenkanal #md

Mo Dhenkanal (@modhenkanal) 's Twitter Profile Photo

୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତ ଦର୍ଶକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆପଣ ମାନଙ୍କ ଅଜଶ୍ର ଭଲପାଇବା ଓ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ । #modhenkanal #modkl #5thFoundationDay

୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତ ଦର୍ଶକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆପଣ ମାନଙ୍କ ଅଜଶ୍ର ଭଲପାଇବା ଓ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ ।
#modhenkanal
#modkl #5thFoundationDay
Mo Dhenkanal (@modhenkanal) 's Twitter Profile Photo

#ନିମନ୍ତ୍ରଣ #Welcome ଆସନ୍ତା କାଲି( ୨୫.୦୮.୨୦୨୩ ରିଖ ଶୁକ୍ରବାର) ଆମ୍ଭ ଡିଜିଟାଲ ମିଡ଼ିଆ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ଆୟୋଜିତ ୫ମ ପ୍ରତିଷ୍ଠା ଦିବସ ଓ ଆଲୋଚନା ଚକ୍ର ୨୦୨୩ ଉତ୍ସବ ଅବସରରେ ଯୋଗ ଦେଇ ଆପଣଙ୍କ ସ୍ନେହ ଶୁଭେଚ୍ଛା ପ୍ରଦାନ କରିବା ହେବେ । #ମୋଢେଙ୍କାନାଳମହୋତ୍ସବ୨୦୨୩ #୫ମପ୍ରତିଷ୍ଠାଦିବସ #5thFoundationDay #md

#ନିମନ୍ତ୍ରଣ #Welcome
ଆସନ୍ତା କାଲି( ୨୫.୦୮.୨୦୨୩ ରିଖ ଶୁକ୍ରବାର) ଆମ୍ଭ ଡିଜିଟାଲ ମିଡ଼ିଆ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ଆୟୋଜିତ ୫ମ ପ୍ରତିଷ୍ଠା ଦିବସ ଓ ଆଲୋଚନା ଚକ୍ର ୨୦୨୩ ଉତ୍ସବ ଅବସରରେ ଯୋଗ ଦେଇ ଆପଣଙ୍କ ସ୍ନେହ ଶୁଭେଚ୍ଛା ପ୍ରଦାନ କରିବା ହେବେ ।
#ମୋଢେଙ୍କାନାଳମହୋତ୍ସବ୨୦୨୩ #୫ମପ୍ରତିଷ୍ଠାଦିବସ  #5thFoundationDay #md
Mo Dhenkanal (@modhenkanal) 's Twitter Profile Photo

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ । modhenkanal.com/dhenkanal-khab… #modkl #modhenkanal #md #dharmendrapradhan #centralminister #dhenkanal #momatimodesha

Mo Dhenkanal (@modhenkanal) 's Twitter Profile Photo

ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ! modhenkanal.com/dhenkanal-khab… #modkl #modhenkanal #md

Mo Dhenkanal (@modhenkanal) 's Twitter Profile Photo

ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ • ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ । modhenkanal.com/dhenkanal-khab… #forestdepartment #patta #distribution #dhenkanalno1inindia #modhenkanal #modkl #md Dhenkanal Municipality District Dhenkanal CMO Odisha DFO DHENKANAL

Mo Dhenkanal (@modhenkanal) 's Twitter Profile Photo

ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା । #ganeshchaturthi #ganeshutsav #ganeshpuja #ganapatibappamorya #modkl #modhenkanal #md

ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା ।
#ganeshchaturthi #ganeshutsav #ganeshpuja #ganapatibappamorya #modkl #modhenkanal #md
Mo Dhenkanal (@modhenkanal) 's Twitter Profile Photo

ନୀଳକଣ୍ଠଙ୍କ ରୂପରେ ପ୍ରଭୁ ଗଜାନନ ! ଭଗବାନପୁରରେ ଧୁମଧାମରେ ଚାଲିଛି ବିଘ୍ନ ବିନାଶଙ୍କ ପୂଜା ।। ଗଣପତି ବାବା ମୋରିଆ ।। ସ୍ୱତନ୍ତ୍ର ଉପସ୍ଥାପନ। ।। ଭଗବାନପୁର ।। ମୋ ଢେଙ୍କାନାଳ ।। Mo Dhenkanal #SpecialReport #ganapatibappamorya #MoDhenkanal #modkl #md #ganeshpuja #dhenkanalganeshpuja

Mo Dhenkanal (@modhenkanal) 's Twitter Profile Photo

ପବିତ୍ର ଦୁର୍ଗା ପୂଜା ଏବଂ ଦଶହରା ଉପଲକ୍ଷେ ମୋ ଢେଙ୍କାନାଳ ପକ୍ଷରୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ! #modhenkanal #ମୋଢେଙ୍କାନାଳ #durgapuja #narayaninamastutee #dussehra2023 #modkl

ପବିତ୍ର ଦୁର୍ଗା ପୂଜା ଏବଂ ଦଶହରା ଉପଲକ୍ଷେ ମୋ ଢେଙ୍କାନାଳ ପକ୍ଷରୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା !
#modhenkanal #ମୋଢେଙ୍କାନାଳ #durgapuja #narayaninamastutee #dussehra2023 #modkl
Mo Dhenkanal (@modhenkanal) 's Twitter Profile Photo

ବିଶ୍ୱ ଶୌଚାଳୟ ଦିବସ ପାଳିତ ! ଆଜି ସଦର ବ୍ଲକ ପରିସରରେ ବ୍ଲକ ପକ୍ଷରୁ ଏହି ଦିବସ ପାଳନ ହୋଇଯାଇଛି, ଏଥିରେ ବିଡ଼ିଓ ଆୟୁଶୀ ମହାପାତ୍ର ଯୋଗ ଦେଇଥିବା ବେଳେ ଉପାଧକ୍ଷ କାଳନ୍ଦୀ ବାରିକ, ଜିଲ୍ଲା ସ୍ଵାସ୍ଥ୍ୟରକ୍ଷା ସଂଯୋଜକ ସରିତାଞ୍ଜଳି ପତି ଯୋଗ ଦେଇ ସଚେତନ କରିଥିଲେ । #WorldToiletDay District Dhenkanal Ayushi Mahapatra #modhenkanal

ବିଶ୍ୱ ଶୌଚାଳୟ ଦିବସ ପାଳିତ !
ଆଜି ସଦର ବ୍ଲକ ପରିସରରେ ବ୍ଲକ ପକ୍ଷରୁ ଏହି ଦିବସ ପାଳନ ହୋଇଯାଇଛି, ଏଥିରେ ବିଡ଼ିଓ ଆୟୁଶୀ ମହାପାତ୍ର ଯୋଗ ଦେଇଥିବା ବେଳେ ଉପାଧକ୍ଷ କାଳନ୍ଦୀ ବାରିକ, ଜିଲ୍ଲା ସ୍ଵାସ୍ଥ୍ୟରକ୍ଷା ସଂଯୋଜକ ସରିତାଞ୍ଜଳି ପତି ଯୋଗ ଦେଇ ସଚେତନ କରିଥିଲେ ।
#WorldToiletDay District Dhenkanal Ayushi Mahapatra #modhenkanal
Mo Dhenkanal (@modhenkanal) 's Twitter Profile Photo

ଢେଙ୍କାନାଳ ମଗଜି ! ଗର୍ବରେ କହିବା ଆମର ।। ସମସ୍ତ ଜିଲ୍ଲା ତଥା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆମ ଢେଙ୍କାନାଳ ମଗଜିକୁ ମିଳିଲା GI ଟ୍ୟାଗ୍ ।। ଏଥର ସାରା ବିଶ୍ୱରେ ଖାଦ୍ୟ ବ୍ୟଞ୍ଜନରେ ରହିବ ଢେଙ୍କାନାଳର ନାଁ ।। District Dhenkanal MS&ME Odisha CMO Odisha #prideofdhenkanal #modhenkanal #magjisweet #magji #GITag

Mo Dhenkanal (@modhenkanal) 's Twitter Profile Photo

ଢେଙ୍କାନାଳ ମଗଜି ଖାଇଲେ ଜିଲ୍ଲାପାଳ ! ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ଆମ ଢେଙ୍କାନାଳ ମଗଜିକୁ ମିଳିଛି GI ଟ୍ୟାଗ୍ ।। କହିଲେ ଏହାର ପ୍ରସାର ଓ ପ୍ରଚାର ପାଇଁ ଆହୁରି ପଦକ୍ଷେପ ନିଆଯିବ ।। District Dhenkanal MS&ME Odisha Master Gurudevji Soumyabrata Sahoo zp_dhenkanal #prideofdhenkanal #modhenkanal #magjisweet #GITag

Mo Dhenkanal (@modhenkanal) 's Twitter Profile Photo

ଢେଙ୍କାନାଳ ମଗଜି GI Tag ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦର ଉତ୍ସବ ପାଳିବା ସହ ଏହାର କାରିଗର, ମିଠା ଦୋକାନୀ ସଂଘର କର୍ମକର୍ତ୍ତା ଓ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ।। District Dhenkanal Master Gurudevji Soumyabrata Sahoo MS&ME Odisha #magjisweet #magji #modhenkanal #SpecialReport #gitag #modhenkanal

Mo Dhenkanal (@modhenkanal) 's Twitter Profile Photo

ସାରା ଢେଙ୍କାନାଳ ବାସୀଙ୍କଦାବୀ ଢେଙ୍କାନାଳରୁ ଗଡୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ଟ୍ରେନ ! “ଢେଙ୍କାନାଳ-ପୁରୀ ସ୍ୱତନ୍ତ୍ର ଟ୍ରେନ” for our Dhenkanal ! Our Demand & Dhenkanal's Demand Dhenkanal-Puri Special Train. #trainfordhenkanal #Dnkl_Puri District Dhenkanal Ashwini Vaishnaw Dharmendra Pradhan PMO India

ସାରା ଢେଙ୍କାନାଳ ବାସୀଙ୍କଦାବୀ ଢେଙ୍କାନାଳରୁ ଗଡୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ଟ୍ରେନ !
“ଢେଙ୍କାନାଳ-ପୁରୀ ସ୍ୱତନ୍ତ୍ର ଟ୍ରେନ” for our Dhenkanal ! Our Demand & Dhenkanal's Demand
Dhenkanal-Puri Special Train.
#trainfordhenkanal #Dnkl_Puri
District Dhenkanal Ashwini Vaishnaw Dharmendra Pradhan PMO India
Mo Dhenkanal (@modhenkanal) 's Twitter Profile Photo

ସମସ୍ତ ଚା’ ପ୍ରେମୀ ତଥା ଖଟିକୁ ଭଲ ପାଉଥିବା ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷଙ୍କୁ ସ୍ୱାଗତଂ ! ଆସନ୍ତୁ ଢେଙ୍କାନାଳ ଉର୍ଣ୍ଣତି ଓ ପ୍ରଗତି ବିଷୟରେ କଥା ହେବା ମୋ ଢେଙ୍କାନାଳ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ ଚା’ ଖଟିରେ ମୋ କଥା ” କାର୍ଯ୍ୟକ୍ରମରେ ! ନିଜର ଖୋଲା କଥା କହିବେ ନିଜେ, ଆଉ ଶୁଣିବ ସାରା ଢେଙ୍କାନାଳ ।।

ସମସ୍ତ ଚା’ ପ୍ରେମୀ ତଥା ଖଟିକୁ ଭଲ ପାଉଥିବା ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷଙ୍କୁ ସ୍ୱାଗତଂ ! ଆସନ୍ତୁ ଢେଙ୍କାନାଳ ଉର୍ଣ୍ଣତି ଓ ପ୍ରଗତି ବିଷୟରେ କଥା ହେବା ମୋ ଢେଙ୍କାନାଳ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
“ ଚା’ ଖଟିରେ ମୋ କଥା ”
କାର୍ଯ୍ୟକ୍ରମରେ ! ନିଜର ଖୋଲା କଥା କହିବେ ନିଜେ, ଆଉ ଶୁଣିବ ସାରା ଢେଙ୍କାନାଳ ।।
Mo Dhenkanal (@modhenkanal) 's Twitter Profile Photo

#Bara #foodofdhenkanal ବିଶ୍ୱ ବରା ଦିବସ ! ଏପ୍ରିଲ ୭ “ ମୁଁ ଢେଙ୍କାନାଳିଆ-ମୋ ବରା ବଢ଼ିଆ” ସମସ୍ତ ଢେଙ୍କାନାଳିଆଙ୍କ ପ୍ରଥମ ପସନ୍ଦ ବିରି ବରା ଢେଙ୍କାନାଳ ବରା ସାରା ବିଶ୍ୱରେ ପ୍ରସିଦ୍ଧ ଢେଙ୍କାନାଳ #ବରା ଆସନ୍ତୁ ସେୟାର କରି ଆମର ଏହି ପ୍ରିୟ ଖାଦ୍ୟର ଦିବସକୁ ବହୁ ଜନପ୍ରିୟ କରିବା #WorldBaraDay #Bara #April7 #modhenkanal

#Bara #foodofdhenkanal
ବିଶ୍ୱ ବରା ଦିବସ ! ଏପ୍ରିଲ ୭
“ ମୁଁ ଢେଙ୍କାନାଳିଆ-ମୋ ବରା ବଢ଼ିଆ”
ସମସ୍ତ ଢେଙ୍କାନାଳିଆଙ୍କ ପ୍ରଥମ ପସନ୍ଦ ବିରି ବରା ଢେଙ୍କାନାଳ ବରା ସାରା ବିଶ୍ୱରେ ପ୍ରସିଦ୍ଧ ଢେଙ୍କାନାଳ #ବରା ଆସନ୍ତୁ ସେୟାର କରି ଆମର ଏହି ପ୍ରିୟ ଖାଦ୍ୟର ଦିବସକୁ ବହୁ ଜନପ୍ରିୟ କରିବା #WorldBaraDay #Bara #April7
#modhenkanal
Mo Dhenkanal (@modhenkanal) 's Twitter Profile Photo

ବହୁତ ଜଲ୍ଦି ଆପଣଙ୍କ ମୋବାଇଲରେ ମୋ ଢେଙ୍କାନାଳ ଚ୍ୟାନେଲର ସ୍ଵତନ୍ତ୍ର ଫେସବୁକ ସିଧାପ୍ରସାରଣ କାର୍ଯ୍ୟକ୍ରମ ! ଦେଖିବାକୁ ଆଜି ହିଁ ମୋ ଢେଙ୍କାନାଳ ପେଜ ଓ ଆକାଉଣ୍ଟକୁ ଲାଇକ, ଫୋଲୋ, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ ।“ନେତାଙ୍କ ସ୍ବପ୍ନର କଥା ଓ ବିକାଶର ବାର୍ତ୍ତା” ।। #facebooklive #comingsoon #specialstory Master Gurudevji Soumyabrata Sahoo

ବହୁତ ଜଲ୍ଦି ଆପଣଙ୍କ ମୋବାଇଲରେ ମୋ ଢେଙ୍କାନାଳ ଚ୍ୟାନେଲର ସ୍ଵତନ୍ତ୍ର ଫେସବୁକ ସିଧାପ୍ରସାରଣ କାର୍ଯ୍ୟକ୍ରମ ! ଦେଖିବାକୁ ଆଜି ହିଁ ମୋ ଢେଙ୍କାନାଳ ପେଜ ଓ ଆକାଉଣ୍ଟକୁ ଲାଇକ, ଫୋଲୋ, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ ।“ନେତାଙ୍କ ସ୍ବପ୍ନର କଥା ଓ ବିକାଶର ବାର୍ତ୍ତା” ।।
#facebooklive #comingsoon #specialstory Master Gurudevji Soumyabrata Sahoo
Mo Dhenkanal (@modhenkanal) 's Twitter Profile Photo

#ବହୁତ_କଷ୍ଟ_ପରେ_କେଦାରନାଥଙ୍କ_ଆଳତୀ_ଦେଖିଲୁ କେଦାରନାଥ ମନ୍ଦିରରେ ମହାଆଳତୀର ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହେବା ସହ ମୁକ୍ତି ମିଳିଥାଏ । ସକାଳୁ ଚାଲି ଚାଲି ଏବେ ରାତିରେ ପହଞ୍ଚିଲି, ଆଉ ଘରକୁ ଯିବାକୁ ଇଚ୍ଛା ନାହିଁ । #କେଦାରନାଥ #kedarnath #kedaryatra #uttarakhandheaven #UttarakhandNews #modhenkanal #modkl

Mo Dhenkanal (@modhenkanal) 's Twitter Profile Photo

ଆଜି ପୂର୍ବାହ୍ନରେ ଢେଙ୍କାନାଳ ର ନୂତନ ଜିଲ୍ଲାପାଳ ଭାବେ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିଛନ୍ତି, ଏହା ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ! Somesh Upadhyay, IAS District Dhenkanal #modhenkanal #mokhabar

ଆଜି ପୂର୍ବାହ୍ନରେ ଢେଙ୍କାନାଳ ର ନୂତନ ଜିଲ୍ଲାପାଳ ଭାବେ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିଛନ୍ତି, ଏହା ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ !
Somesh Upadhyay, IAS District Dhenkanal
#modhenkanal #mokhabar