Jitendra Khila (@jitendrakhila1) 's Twitter Profile
Jitendra Khila

@jitendrakhila1

voice of people

ID: 1284149022228283393

calendar_today17-07-2020 15:33:04

9,9K Tweet

3,3K Followers

2,2K Following

Shankar Pujari (@shan92648) 's Twitter Profile Photo

କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ଗାଲଗଣ୍ଡା ଅଙ୍ଗନୱାଡି କେନ୍ଦ୍ର ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ Department of WCD, Government of Odisha ChiefSecyOdisha I & PR Department, Odisha Collector and District Magistrate, Koraput BDO_NANDAPUR

Loka Bikash Mancha Koraput (@lokabikashmanc1) 's Twitter Profile Photo

ଲୋକ ବିକାଶ ମଞ୍ଚ ସେମିଲିଗୁଡା ବ୍ଲକ ତରଫତୁ ସ୍ବେଛାସେବୀ ମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର, #OSM91165819 #VikshitOdisha #CamalKaCamp #msmo40845837 #pratham_india #colletiveaction

ଲୋକ ବିକାଶ ମଞ୍ଚ ସେମିଲିଗୁଡା ବ୍ଲକ ତରଫତୁ ସ୍ବେଛାସେବୀ ମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର,
#OSM91165819
#VikshitOdisha
#CamalKaCamp
#msmo40845837
#pratham_india
#colletiveaction
Shankar Pujari (@shan92648) 's Twitter Profile Photo

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଲିବେଲଗାଁ ପଞ୍ଚାୟତ ମାଲିବେଲଗାଁ ରେ ଗତ କାଲି ବିଜୁଳି ଘଡ଼ଗଡି ସହିତ ବର୍ଷା ହେବା ଦ୍ୱାରା ଟ୍ରାନସ୍ଫର୍ମ ରେ ନିଆଁ ଲାଗି ଯାଇଥିଲା ଦୁଇଦିନ ହେଲା ଅନ୍ଧାରରେ ଗ୍ରାମବାସୀ TP Southern Odisha Distribution Ltd ବିଦ୍ୟୁତ୍ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ Collector & DM, Koraput Kanak Vardhan Singh Deo (Modiji Ka Parivar)

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଲିବେଲଗାଁ ପଞ୍ଚାୟତ ମାଲିବେଲଗାଁ ରେ ଗତ କାଲି ବିଜୁଳି ଘଡ଼ଗଡି ସହିତ ବର୍ଷା ହେବା ଦ୍ୱାରା ଟ୍ରାନସ୍ଫର୍ମ ରେ ନିଆଁ ଲାଗି ଯାଇଥିଲା ଦୁଇଦିନ ହେଲା ଅନ୍ଧାରରେ ଗ୍ରାମବାସୀ TP Southern Odisha Distribution Ltd ବିଦ୍ୟୁତ୍ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ Collector & DM, Koraput Kanak Vardhan Singh Deo (Modiji Ka Parivar)
MJSM & JSM Kandhamal (@jsmkandhamal) 's Twitter Profile Photo

Fresh & nutritious vegetables right from the backyard! This is how #NKGs are #EmpoweringCommunities, helping families grow their own food, eat nutritious #Diet & shaping villages #MalnutritionFree in Kandhamal, Odisha. କୃଷି ବିଭାଗ, ଓଡ଼ିଶା Agriculture INDIA ICRISAT #HealthyEating #SDGs #Odisha

JJM, MAYURBHANJ (@jjmmayurbhanj) 's Twitter Profile Photo

ସାମାଜିକ ସୁରକ୍ଷାରୁ ବଞ୍ଚିତ ଦୁଲିମଣି ମୁର୍ମୁ ଙ୍କୁ ଭତ୍ତା ଦିଆଯାଉ। ଖୁଣ୍ଟା ବ୍ଲକ୍ ଡେଙ୍ଗାମ ପଞ୍ଚାୟତ ର ଅଣ୍ଡିଆ ଟିକିରା ଗ୍ରାମର ବାସିନ୍ଦା ବିଧବା ଜୀବନ ଅତି କଷ୍ଟରେ ଅତିବାହିତ କରୁଛନ୍ତି। SSEPD DSSO Mayurbhanj Collector & District Magistrate Mayurbhanj #PensionForAll #SocialSecurity #PensionMatter #ActNow

ସାମାଜିକ ସୁରକ୍ଷାରୁ ବଞ୍ଚିତ ଦୁଲିମଣି ମୁର୍ମୁ ଙ୍କୁ ଭତ୍ତା ଦିଆଯାଉ। ଖୁଣ୍ଟା ବ୍ଲକ୍ ଡେଙ୍ଗାମ ପଞ୍ଚାୟତ ର ଅଣ୍ଡିଆ ଟିକିରା ଗ୍ରାମର ବାସିନ୍ଦା ବିଧବା ଜୀବନ ଅତି କଷ୍ଟରେ ଅତିବାହିତ କରୁଛନ୍ତି। SSEPD DSSO Mayurbhanj Collector & District Magistrate Mayurbhanj

#PensionForAll
#SocialSecurity
#PensionMatter
#ActNow
JJM, MAYURBHANJ (@jjmmayurbhanj) 's Twitter Profile Photo

Camal ka camp!!! ଗ୍ରୀଷ୍ମ ଛୁଟିରେ ପିଲା ମାନଙ୍କୁ ସ୍ଵେଚ୍ଛାସବୀ ଶିକ୍ଷକ ମାନେ ପାଠ ପଢ଼ାଉଛନ୍ତି। ପିଲା ମାନଙ୍କୁ ପାଠ ସହିତ ଜଡ଼ିତ ରଖିବା ଏବଂ ଶ୍ରେଣୀ ପାଠ ସହିତ ସମନ୍ୱୟ ରଖିବା ପାଇଁ ମିଳିତ ପ୍ରୟାସ। Atmashakti Trust Pratham Education Foundation 12 Baje 12 minute #CollectiveAction #SDGs #VikshitOdisha #CamalKaCamp #Education

Camal ka camp!!!
ଗ୍ରୀଷ୍ମ ଛୁଟିରେ ପିଲା ମାନଙ୍କୁ ସ୍ଵେଚ୍ଛାସବୀ ଶିକ୍ଷକ ମାନେ ପାଠ ପଢ଼ାଉଛନ୍ତି। ପିଲା ମାନଙ୍କୁ ପାଠ ସହିତ ଜଡ଼ିତ ରଖିବା ଏବଂ ଶ୍ରେଣୀ ପାଠ ସହିତ ସମନ୍ୱୟ ରଖିବା ପାଇଁ ମିଳିତ ପ୍ରୟାସ। Atmashakti Trust Pratham Education Foundation 12 Baje 12 minute

#CollectiveAction
#SDGs #VikshitOdisha #CamalKaCamp #Education
Shankar Pujari (@shan92648) 's Twitter Profile Photo

Department of WCD, Government of Odisha ChiefSecyOdisha I & PR Department, Odisha Collector and District Magistrate, Koraput BDO_NANDAPUR କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ଗାଲଗଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ପାଇଁ ଗତ ବର୍ଷ ତା ୨୬/୭/୦୨୪ରିଖ ଦିନ ନନ୍ଦପୁର ସିଡ଼ିପିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀକୁ ଅଭିଯୋଗ କରାଯାଇଥିଲା ବର୍ଷା କମିଲେ ଅଙ୍ଗନବାଡ଼ି ଗୃହ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆଜିକୁ ୧୧ମାସ ହେଲା କାର୍ଯ୍ୟ ନହିଲା Collector & DM, Koraput

Department of WCD, Government of Odisha ChiefSecyOdisha I & PR Department, Odisha Collector and District Magistrate, Koraput BDO_NANDAPUR କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ଗାଲଗଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ପାଇଁ ଗତ ବର୍ଷ ତା ୨୬/୭/୦୨୪ରିଖ ଦିନ ନନ୍ଦପୁର ସିଡ଼ିପିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀକୁ ଅଭିଯୋଗ କରାଯାଇଥିଲା ବର୍ଷା କମିଲେ ଅଙ୍ଗନବାଡ଼ି ଗୃହ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆଜିକୁ ୧୧ମାସ ହେଲା କାର୍ଯ୍ୟ ନହିଲା Collector & DM, Koraput
JJM, MAYURBHANJ (@jjmmayurbhanj) 's Twitter Profile Photo

ସାମାଜିକ ଗଣମାଧ୍ୟମ ଦ୍ୱାରା ଦେଶର ଉନ୍ନତି ସହିତ ବ୍ୟକ୍ତିଗତ ବିକାଶ ସମ୍ଭବ। ମୁଖ୍ୟତଃ ସମସ୍ୟା ସମାଧାନ କରିବା ଦିଗରେ ସାମାଜିକ ଗଣମାଧ୍ୟମଗୁଡିକର ଚରମ ଭୂମିକା ରହିଛି। Atmashakti Trust Padmanav Rout 12 Baje 12 minute #DigitalLiteracy #SocialMediaForGood #BikshitOdisha #DigitalPanchayat #LSDGs

ସାମାଜିକ ଗଣମାଧ୍ୟମ ଦ୍ୱାରା ଦେଶର ଉନ୍ନତି ସହିତ ବ୍ୟକ୍ତିଗତ ବିକାଶ ସମ୍ଭବ। ମୁଖ୍ୟତଃ ସମସ୍ୟା ସମାଧାନ କରିବା ଦିଗରେ  ସାମାଜିକ ଗଣମାଧ୍ୟମଗୁଡିକର ଚରମ ଭୂମିକା ରହିଛି। Atmashakti Trust Padmanav Rout 12 Baje 12 minute

#DigitalLiteracy
#SocialMediaForGood
#BikshitOdisha
#DigitalPanchayat
#LSDGs
Nayagarh Voice (@nayagarhvoice) 's Twitter Profile Photo

ଦୟାକରି ପ୍ରକାଶିତ ଅଭିଯୋଗ ଗୁଡିକର ତଦନ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi CMO Odisha ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ homeodisha Prithiviraj Harichandan ChiefSecyOdisha Spokesperson, Ministry of Home Affairs DGP, Odisha IGP, Central Range Cuttack Nayagarh Police SPs of India (IPS) Ranajeet Dash Sr Advocate Bhajaman Biswal National Human Rights Defender

ଦୟାକରି ପ୍ରକାଶିତ ଅଭିଯୋଗ ଗୁଡିକର ତଦନ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi
CMO Odisha  ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ homeodisha Prithiviraj Harichandan ChiefSecyOdisha Spokesperson, Ministry of Home Affairs DGP, Odisha IGP, Central Range Cuttack Nayagarh Police SPs of India (IPS) Ranajeet Dash Sr Advocate Bhajaman Biswal National Human Rights Defender
NVS KALAHANDI (@kalahandinvs) 's Twitter Profile Photo

ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀମାନେ ପାଠପୁସ୍ତକ ସହିତ ଜଡିତ ରହିବା ପାଇଁ ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ପିଲାମାନଙ୍କ ଶ୍ରେଣୀ ଅନୁଯାୟୀ ପଠନ-ଲିଖନ ଏବଂ ମୌଳିକ ଗଣିତ ଦକ୍ଷତାକୁ ମଜବୁତ କରିବା ନିମନ୍ତେ ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। Pratham Education Foundation #summercamp2025 , #Pratham_India

ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀମାନେ ପାଠପୁସ୍ତକ ସହିତ ଜଡିତ ରହିବା ପାଇଁ ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ପିଲାମାନଙ୍କ ଶ୍ରେଣୀ ଅନୁଯାୟୀ ପଠନ-ଲିଖନ ଏବଂ ମୌଳିକ ଗଣିତ ଦକ୍ଷତାକୁ ମଜବୁତ କରିବା ନିମନ୍ତେ ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। Pratham Education Foundation
#summercamp2025
, #Pratham_India
MJSM & JSM Kandhamal (@jsmkandhamal) 's Twitter Profile Photo

#MFV – MALNUTRITION FREE VILLAGE, is truly leading the way towards building #MalnutritionFree villages in Kandhamal! Dear କୃଷି ବିଭାଗ, ଓଡ଼ିଶା, these efforts deserve support to include more #Communities in #Odisha. #NKGs #SupportForNKGs #NutritionForAll #HealthyEating #SDGs #Odisha

#MFV – MALNUTRITION FREE VILLAGE, is truly leading the way towards building #MalnutritionFree villages in Kandhamal!
Dear କୃଷି ବିଭାଗ, ଓଡ଼ିଶା, these efforts deserve support to include more #Communities in #Odisha.

#NKGs #SupportForNKGs #NutritionForAll #HealthyEating #SDGs #Odisha
SEA Gajapati (@gajapatisea) 's Twitter Profile Photo

ମୋହନା ବ୍ଲକ କର୍ଚାବାଡି,ଲିଲିଗୁଡା ପଞ୍ଚାଯତରେ ଗ୍ରୀଷ୍ମ ଛୁଟିରେ ପିଲା ମାନଙ୍କୁ ପାଠ ସହିତ ଜଡ଼ିତ ରଖିବା ଓ ପାଠ ସହିତ ସମନ୍ୱୟ ରଖିବା ପାଇଁ ମିଳିତ ପ୍ରୟାସ।ସ୍ଵେଚ୍ଛାସବୀ ଶିକ୍ଷକ ମାନଙ୍କୁପ୍ରଶିକ୍ଷଣ। Atmashakti Trust Pratham Education Foundation Odisha Shramajeebee Mancha 12 Baje 12 minute #CollectiveAction #SDGs #VikshitOdisha #CamalKaCamp

ମୋହନା ବ୍ଲକ କର୍ଚାବାଡି,ଲିଲିଗୁଡା ପଞ୍ଚାଯତରେ ଗ୍ରୀଷ୍ମ ଛୁଟିରେ ପିଲା ମାନଙ୍କୁ  ପାଠ ସହିତ ଜଡ଼ିତ ରଖିବା ଓ ପାଠ ସହିତ ସମନ୍ୱୟ ରଖିବା ପାଇଁ ମିଳିତ ପ୍ରୟାସ।ସ୍ଵେଚ୍ଛାସବୀ ଶିକ୍ଷକ ମାନଙ୍କୁପ୍ରଶିକ୍ଷଣ।
Atmashakti Trust
Pratham Education Foundation Odisha Shramajeebee Mancha
12 Baje 12 minute
#CollectiveAction #SDGs #VikshitOdisha #CamalKaCamp
MJSM & JSM Kandhamal (@jsmkandhamal) 's Twitter Profile Photo

A child-friendly environment with proper nutrition and basic learning access is key to strengthening primary education for every child. Urging Collector Kandhamal to improve #AWCs in Kandhamal, Odisha. Department of WCD, Government of Odisha Ministry of WCD CMO Odisha #ICDS #ChildWelfare #SDGs #RightToEducation

A child-friendly environment with proper nutrition and basic learning access is key to strengthening primary education for every child.
Urging Collector Kandhamal to improve #AWCs in Kandhamal, Odisha.
Department of WCD, Government of Odisha Ministry of WCD CMO Odisha

#ICDS #ChildWelfare #SDGs #RightToEducation