Hope Is life (@hopeislife13) 's Twitter Profile
Hope Is life

@hopeislife13

Charitable Trust

ID: 1160246468680093696

calendar_today10-08-2019 17:48:09

315 Tweet

550 Followers

422 Following

Rajesh Kumar Nanda (@rajeshk18888884) 's Twitter Profile Photo

Puri Sadar Block||ପୁରୀ ସଦର ବ୍ଲକ|| ଅନ୍ତର୍ଗତ ପ୍ରତାପ ପୁରୁଷୋତ୍ତମ ପୁର ଗ୍ରାପରେ ବିଧବା, ବାର୍ଦ୍ଧକ୍ୟ ଭତ୍ତା ଦୀର୍ଘ ଦୁଇ ମାସ ହେଲାଣି ଦିଆଯାଉନାହିଁ କଣ ପାଇଁ ??? ଭତ୍ତା ଉପରେ ନିର୍ଭର କରୁଥିବା ହିତାଧିକାରୀ ମାନେ ହନ୍ତସନ୍ତ ହେଉଛନ୍ତି l ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ Collector and District Magistrate Puri SSEPD Mohan Charan Majhi CMO Odisha

Suresh Nanda (@sureshnanda20) 's Twitter Profile Photo

ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫର ସଦସ୍ୟ ସତ୍ୟବ୍ରତ ନାୟକ ପୁରୀ ରକ୍ତଭଣ୍ଡାରରେ ରକ୍ତଦାନ କଲେ, କିନ୍ତୁ ରକ୍ତଭଣ୍ଡାରରେ ଅନ୍ୟ କୋଉ ସଂସ୍ଥାର ବ୍ୟାନର ଲଗାଯାଇ ପ୍ରଚାର ପ୍ରସାର କଣ ପାଇଁ କରାଯାଉଛି। ଦୟାକରି ଧ୍ୟାନ ଦିୟନ୍ତୁ Mohan Charan Majhi CMO Odisha Purioficial Puri Municipal Corporation MO PURI Sambit Patra Ministry of Health

ଗତକାଲି ପେଣ୍ଠକଟା ବାତ୍ୟା ଆଶ୍ରୟସ୍ଥଳୀରେ ବାତ୍ୟା ଦାନା ଅବରସରେ ଜିଲ୍ଲା ପ୍ରଶାସନର ରନ୍ଧା ଖାଦ୍ୟ ବଣ୍ଟନରେ ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫର ସହଯୋଗ CMO Odisha Puri Municipal Corporation Collector and District Magistrate Puri

Hope Is life (@hopeislife13) 's Twitter Profile Photo

ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତରଫରୁ ପେଣ୍ଠକଟା ବେଳାଭୂମିରେ ସଫେଇ। ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବ ସେଥିପ୍ରତି ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ 🙏 Narendra Modi Collector and District Magistrate Puri CMO Odisha Sambit Patra Puri Municipal Corporation

ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତରଫରୁ ପେଣ୍ଠକଟା ବେଳାଭୂମିରେ ସଫେଇ। ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବ ସେଥିପ୍ରତି ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ 🙏 Narendra Modi Collector and District Magistrate Puri CMO Odisha Sambit Patra Puri Municipal Corporation
Suresh Nanda (@sureshnanda20) 's Twitter Profile Photo

ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତରଫରୁ ପେଣ୍ଠକଟା ବେଳାଭୂମିରେ ସଫେଇ। ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବ ସେଥିପ୍ରତି ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ 🙏 Narendra Modi Collector and District Magistrate Puri CMO Odisha Sambit Patra Puri Municipal Corporation

ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତରଫରୁ ପେଣ୍ଠକଟା ବେଳାଭୂମିରେ ସଫେଇ। ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବ ସେଥିପ୍ରତି ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ 🙏 Narendra Modi Collector and District Magistrate Puri CMO Odisha Sambit Patra Puri Municipal Corporation
Rajesh Kumar Nanda (@rajeshk18888884) 's Twitter Profile Photo

#ପୁରୀ ପେଣ୍ଠକଟା ଛକ ଠାରୁ ହେଲିପ୍ୟାଡ଼ ଛକ ପର୍ଯ୍ୟନ୍ତ ରାସ୍ତା କାମ ନ ହୋଇ ରାସ୍ତା ମଝିରେ ଡିଭାଇଡର ହେବା ଦ୍ୱାରା ପ୍ରତିଦିନ ଦୁର୍ଘଟଣା ଘଟୁଅଛି, ସମ୍ପୃକ୍ତ ଠିକାଦାରର ଅବହେଳା ଯୋଗୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି Puri Municipal Corporation Collector and District Magistrate Puri H & UD Dept Sambit Patra CMO Odisha

#ପୁରୀ ପେଣ୍ଠକଟା ଛକ ଠାରୁ ହେଲିପ୍ୟାଡ଼ ଛକ ପର୍ଯ୍ୟନ୍ତ ରାସ୍ତା କାମ ନ ହୋଇ ରାସ୍ତା ମଝିରେ ଡିଭାଇଡର ହେବା ଦ୍ୱାରା ପ୍ରତିଦିନ ଦୁର୍ଘଟଣା ଘଟୁଅଛି, ସମ୍ପୃକ୍ତ ଠିକାଦାରର ଅବହେଳା ଯୋଗୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
Puri Municipal Corporation Collector and District Magistrate Puri H & UD Dept Sambit Patra CMO Odisha
Hope Is life (@hopeislife13) 's Twitter Profile Photo

ପେଣ୍ଠକଟା ବେଳାଭୂମିରେ ଦ୍ୱିତୀୟ ରବିବାର ସଫେଇ ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ସଦସ୍ୟ ସହ ଯୋଗଦେଲେ ଆୟୁଷ ଆଥିଲେଟର ଛାତ୍ର ଛାତ୍ରୀ ଓ କିଛି ଜଣ ସ୍ଥାନୀୟ ବାସିନ୍ଦା। ପୁରୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବା ସେଥିପ୍ରତି ଦେବେ CMO Odisha Collector and District Magistrate Puri Narendra Modi Sambit Patra ଧର୍ମେନ୍ଦ୍ର ପ୍ରଧାନ 🇮🇳

ପେଣ୍ଠକଟା ବେଳାଭୂମିରେ ଦ୍ୱିତୀୟ ରବିବାର ସଫେଇ  ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ସଦସ୍ୟ ସହ ଯୋଗଦେଲେ ଆୟୁଷ ଆଥିଲେଟର  ଛାତ୍ର ଛାତ୍ରୀ ଓ କିଛି ଜଣ ସ୍ଥାନୀୟ ବାସିନ୍ଦା। ପୁରୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବା ସେଥିପ୍ରତି ଦେବେ CMO Odisha Collector and District Magistrate Puri Narendra Modi Sambit Patra ଧର୍ମେନ୍ଦ୍ର ପ୍ରଧାନ 🇮🇳
Suresh Nanda (@sureshnanda20) 's Twitter Profile Photo

TP Central Odisha Distribution Ltd ବାରମ୍ବାର ଅନୁରୋଧ ସ୍ଵତେ ଏହି ଖୁଣ୍ଟ ଟି ପ୍ରତି ନିଘା ନାହିଁ Tpcol ର , ଯଦି କିଛି ଅଘଟଣ ଘଟେ ସେଥିପ୍ରତି କିଏ ଦାୟୀ ରହିବେ ? TP Central Odisha Distribution Ltd Collector and District Magistrate Puri CMO Odisha

ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଥିବାରୁ ପୁରୀ ପୌରପାଳିକା ଓ ଉସ୍ତି ଫାଉଣ୍ଡେସନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଦୟାକରି ପେଣ୍ଠକଟା ବେଳାଭୂମିକୁ ମଳତ୍ୟାଗ ମୁକ୍ତ ଓ ନଳା ପାଣି ଯେପରି ସିଧା ସିଧା ସମୁଦ୍ରକୁ ନ ଯିବ ସେଥିପାଇଁ ଧ୍ୟାନ ଦେବା ପାଇଁ ଅନୁରୋଧ।