Suresh Nanda
@sureshnanda20
Jay jagannath
ID: 846599003039043584
28-03-2017 05:45:06
658 Tweet
782 Followers
624 Following
#ପୁରୀ ପେଣ୍ଠକଟା ଛକ ଠାରୁ ହେଲିପ୍ୟାଡ଼ ଛକ ପର୍ଯ୍ୟନ୍ତ ରାସ୍ତା କାମ ନ କରି ରାସ୍ତା ମଝିରେ ଡିଭାଇଡର କରିବା ଦ୍ୱାରା ସବୁଦିନ ବାରମ୍ବାର ଦୁର୍ଘଟଣା ଘଟୁଅଛି l ତେଣୁ ତୁରନ୍ତ ରାସ୍ତା କାମ ସରିବା ନିହାତି ଆବଶ୍ୟକ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ Puri Municipal Corporation Collector and District Magistrate Puri CMO Odisha
Cleaning work at Chandan Hajuri Primary Hospital, Puri by our organisation Hope Is Life Sambit Patra Collector and District Magistrate Puri Puri Municipal Corporation MO PURI CMO Odisha PMO India
Cleaning work at Chakra Tritha Sea Beach on the occasion of Kartika Purnima Puri Municipal Corporation Mohan Charan Majhi CMO Odisha Sambit Patra Collector and District Magistrate Puri
ଦ୍ଵାରକା ନାଥ ମହାପାତ୍ର , ତ୍ରିନାଥ ନଗର, ଗୋପାଳପୁର , ବାଲିଘାଟ ଙ୍କ ଘର ନିକଟ ଇଲେକ୍ଟ୍ରୀ ଖୁଣ୍ଟ ଟି ଦିର୍ଘ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ଅଛି। ଦୟାକରି ଧ୍ୟାନ ଦିଅନ୍ତୁ TP Central Odisha Distribution Ltd Collector and District Magistrate Puri MO PURI CMO Odisha
ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତରଫରୁ ପେଣ୍ଠକଟା ବେଳାଭୂମିରେ ସଫେଇ। ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବ ସେଥିପ୍ରତି ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ 🙏 Narendra Modi Collector and District Magistrate Puri CMO Odisha Sambit Patra Puri Municipal Corporation
ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତରଫରୁ ପେଣ୍ଠକଟା ବେଳାଭୂମିରେ ସଫେଇ। ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବ ସେଥିପ୍ରତି ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ 🙏 Narendra Modi Collector and District Magistrate Puri CMO Odisha Sambit Patra Puri Municipal Corporation
ପେଣ୍ଠକଟା ବେଳାଭୂମିରେ ଦ୍ୱିତୀୟ ରବିବାର ସଫେଇ ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ସଦସ୍ୟ ସହ ଯୋଗଦେଲେ ଆୟୁଷ ଆଥିଲେଟର ଛାତ୍ର ଛାତ୍ରୀ ଓ କିଛି ଜଣ ସ୍ଥାନୀୟ ବାସିନ୍ଦା।ପୁରୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ ପେଣ୍ଠକଟା ବେଳାଭୂମି କିପରି ସ୍ୱଚ୍ଛ ରହିବା ସେଥିପ୍ରତି ଦେବେ CMO Odisha Collector and District Magistrate Puri Narendra Modi Sambit Patra Dharmendra Pradhan
Cleaning work at Penthakata Sea beach, Puri by our Organisation Hope Is Life . Narendra Modi PMO India CMO Odisha Collector and District Magistrate Puri Puri Municipal Corporation MO PURI
Cleaning work at Penthakata sea beach, Puri by our Organisation Hope Is Life. PMO India Narendra Modi Collector and District Magistrate Puri CMO Odisha Mohan Charan Majhi Sambit Patra Puri Municipal Corporation Balwant Singh
#ଶ୍ରୀକ୍ଷେତ୍ର_ମକର_ମହୋତ୍ସବ_୨୦୨୫ ବାଲୁକାଶିଳ୍ପୀ ସରିତା ଗୋଛାୟତ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ କୃତଜ୍ଞତା ସହିତ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି l Collector and District Magistrate Puri Eastern Zonal Cultural Centre Odisha Tourism Sambit Patra Pravati Parida Mohan Charan Majhi
ତାଳବଣିଆ ସ୍ପୋର୍ଟ୍ସ କପ୍ଲେକ୍ସ ମୂଖ୍ୟ ରାସ୍ତାରେ ଅଳିଆ ଗଦା ହୋଇ ପଡିରହୁଛି, ମଧୁର ଜଳ ସରକ୍ଷଣ ଅଞ୍ଚଳରେ ଏପରି ଅବସ୍ଥା କିପରି ???? ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ Puri Municipal Corporation Collector and District Magistrate Puri Dr. Krushna Chandra Mahapatra CMO Odisha
ଆମ ଅନୁଷ୍ଠାନ ହୋପ ଇଜ୍ ଲାଇଫ ତତଫରୁ ଜଗନ୍ନାଥ ବଲ୍ଲଭ ପରିସର ଓ ପରିସରରେ ଥିବା ବେଣ୍ଟ ପୋଖରୀ ସଫେଇ ଅନୁଷ୍ଠିତ ହୋଇଯାଇଛି। ପୋଖରୀର ପାର୍ଶ୍ଵରେ ଥିବା ଦେବା ଦେବୀ ମାନଙ୍କୁ ମଧ୍ୟ ପରିଷ୍କାର ପରିଛନ କରାଯାଇଛି। Collector and District Magistrate Puri CMO Odisha PMO India Narendra Modi