ଧର୍ମେନ୍ଦ୍ର ପ୍ରଧାନ 🇮🇳 (@dpradhan98) 's Twitter Profile
ଧର୍ମେନ୍ଦ୍ର ପ୍ରଧାନ 🇮🇳

@dpradhan98

Producer & Anchor @otvkhabar Ex- @kanak_news @badakhabarnews @ZeeOdisha IIMCIAN(DKL)

ID: 2936575756

linkhttp://dpradhan98.blogspot.com/?m=1 calendar_today22-12-2014 06:02:14

3,3K Tweet

151 Followers

299 Following

Odisha Vigilance (@odishavigilance) 's Twitter Profile Photo

Today, Sri Dhiman Chakma, IAS (2021 batch), Sub-Collector, Dharamgarh, #Kalahandi, has been nabbed while taking bribe Rs. 10 Lakh from a businessman, threatening to act against his business otherwise. Further, Rs 47 lakh cash recovered during search at his govt. residence.

usd (@usd0705) 's Twitter Profile Photo

ପୁଣି ସକ୍ରିୟ ହେଵ #ମୌସୁମୀ ଦକ୍ଷିଣ ଭାରତ ର ରାଜ୍ୟ ଗୁଡିକରେ ମୌସୁମୀ ସକ୍ରିୟ ହେବା ସହ, 12 ରୁ 15 ତାରିଖ ମଧ୍ୟରେ କର୍ଣ୍ଣାଟକ ଏବଂ କୋଙ୍କନ-ଗୋଆ ରେ ଭାରି ରୁ ଅତିଭାରୀ ବର୍ଷା ସହ କିଛି ଅଞ୍ଚଳରେ ଅତ୍ୟନ୍ତ ଭାରି ବୃଷ୍ଟିପାତ ସମ୍ଭାବନା ରହିଛି l 29 ମଇ ପରଠାରୁ ମୌସୁମୀ ଅଗ୍ରସର ରେ ବିରାମ ଲାଗିଛି l

ପୁଣି ସକ୍ରିୟ ହେଵ #ମୌସୁମୀ

ଦକ୍ଷିଣ ଭାରତ ର ରାଜ୍ୟ ଗୁଡିକରେ ମୌସୁମୀ ସକ୍ରିୟ ହେବା ସହ, 12 ରୁ 15 ତାରିଖ ମଧ୍ୟରେ କର୍ଣ୍ଣାଟକ ଏବଂ କୋଙ୍କନ-ଗୋଆ ରେ ଭାରି ରୁ ଅତିଭାରୀ ବର୍ଷା ସହ କିଛି ଅଞ୍ଚଳରେ ଅତ୍ୟନ୍ତ ଭାରି ବୃଷ୍ଟିପାତ ସମ୍ଭାବନା ରହିଛି l

29 ମଇ ପରଠାରୁ ମୌସୁମୀ ଅଗ୍ରସର ରେ ବିରାମ ଲାଗିଛି l
Odisha Vigilance (@odishavigilance) 's Twitter Profile Photo

ଶ୍ରୀ ଧୀମାନ ଚକମା,ଆଇଏଏସ୍ (୨୦୨୧ ବ୍ୟାଚ୍), ଉପଜିଲ୍ଲାପାଳ,ଧର୍ମଗଡ଼ ,କଳାହାଣ୍ଡି, ଜଣେ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନର ଧମକଦେଇ ₹୧୦ ଲକ୍ଷ ଟଙ୍କା(ମୂଳ ଦାବି ₹୨୦ ଲକ୍ଷ ଟଙ୍କା )ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏହା ବ୍ୟତୀତ ତାଙ୍କ ସରକାରୀ ବାସଭବନ ଖାନତଲାସୀରେ ନଗଦ ₹୪୭ ଲକ୍ଷଟଙ୍କା ଜବତ ହୋଇଛି |

India Meteorological Department (@indiametdept) 's Twitter Profile Photo

Update on Monsoon advance and Heavy rainfall warning (i) Southwest Monsoon advanced over some more parts of North Arabian Sea, remaining parts of Gujarat, some parts of Rajasthan, some more parts of Madhya Pradesh, some parts of East Uttar Pradesh, remaining parts of Chhattisgarh

Update on Monsoon advance and Heavy rainfall warning (i) Southwest Monsoon advanced over some more parts of North Arabian Sea, remaining parts of Gujarat, some parts of Rajasthan, some more parts of Madhya Pradesh, some parts of East Uttar Pradesh, remaining parts of Chhattisgarh
East Coast Railway (@eastcoastrail) 's Twitter Profile Photo

Historic Day for Odisha ! Boudh to get connected to Indian Railways Network. Train number 08313 , Boudh - Bhubaneswar New inaugural special all decked up to start its maiden journey connecting western odisha to the capital city Bhubaneswar. #ECoRupdate #RailInfra4Odisha

Historic Day for Odisha !

Boudh to get connected to Indian Railways Network. Train number 08313 , Boudh - Bhubaneswar New inaugural special all decked up to start its maiden journey connecting western odisha to the capital city Bhubaneswar.

#ECoRupdate #RailInfra4Odisha
East Coast Railway (@eastcoastrail) 's Twitter Profile Photo

Boudh Station Radiating Glee ! The euphoria of getting connected to the Indian Railways network is apparent.Boudh station bedecked with floral strings exuding festivity & fervour. #ECoRupdate #RailInfra4Odisha Ministry of Railways

Boudh Station Radiating Glee !

The euphoria of getting connected to the Indian Railways network is apparent.Boudh station bedecked with floral strings exuding festivity & fervour.

#ECoRupdate #RailInfra4Odisha

Ministry of Railways
East Coast Railway (@eastcoastrail) 's Twitter Profile Photo

Vibrancy all around Purunakatak station ! The eager wait of Boudh district to get a place on Indian Railways Map is now over. Purunakatak station ornamented in flower decor to mark the occasion. #ECoRupdate #RailInfra4Odisha Ministry of Railways

Vibrancy all around Purunakatak station !

The eager wait of Boudh district to get a place on Indian Railways Map is now over. Purunakatak station ornamented in flower decor to mark the occasion.

#ECoRupdate #RailInfra4Odisha

Ministry of Railways
President of India (@rashtrapatibhvn) 's Twitter Profile Photo

ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ

DFO DHENKANAL (@dfodhenkanal) 's Twitter Profile Photo

🌿 Gentle giants at rest 🌿 A serene afternoon by the Brahmani River — a herd of Indian elephants, calves nestled close, sleeping peacefully under the Mahabirod range. Nature’s quiet grace. 🐘💤

🌿 Gentle giants at rest 🌿
A serene afternoon by the Brahmani River — a herd of Indian elephants, calves nestled close, sleeping peacefully under the Mahabirod range. Nature’s quiet grace. 🐘💤
Siddharth Swain (@sidd_swain) 's Twitter Profile Photo

It had always intrigued me how we only had a post Independence Incumbency chart in Puri. I am very Glad that as I leave Puri, the Incumbency from 1803 onwards has now been documented with 222 years of record. Special Thanks to Abdaal Akhtar | ଅବ୍ଦାଲ୍ ଅଖ୍.ତର୍ for all his effort & help

It had always intrigued me how we only had a post Independence Incumbency chart in Puri. I am very Glad that as I leave Puri, the Incumbency from 1803 onwards has now been documented with 222 years of record. Special Thanks to Abdaal Akhtar | ଅବ୍ଦାଲ୍ ଅଖ୍.ତର୍ for all his effort & help
ଧର୍ମେନ୍ଦ୍ର ପ୍ରଧାନ 🇮🇳 (@dpradhan98) 's Twitter Profile Photo

ଶୂନ୍ଯତା ଭିତରେ ତମକୁ ପାଏ… ତମ ଭିତରେ ନିଜକୁ ମିଶେଇ ଦିଏ ଆଉ ଚାହିଁ ବସେ … ସେ ସମୟ ଆଉ ସେ ମୁହୂର୍ତ୍ତକୁ 💓❤️💓

ଶୂନ୍ଯତା ଭିତରେ ତମକୁ ପାଏ…
ତମ ଭିତରେ ନିଜକୁ ମିଶେଇ ଦିଏ
ଆଉ ଚାହିଁ ବସେ …
ସେ ସମୟ ଆଉ ସେ ମୁହୂର୍ତ୍ତକୁ 💓❤️💓
DM Cuttack (@cuttackdm) 's Twitter Profile Photo

Today a meeting held for redevelopment work of Badamba Sugar mill at Conference Hall, Sub Collector Office, Athagarh. All Stakeholders attended the meeting. CMO Odisha I & PR Department, Odisha

Today a meeting held
for redevelopment work of Badamba Sugar mill at Conference Hall, Sub Collector Office, Athagarh.  All Stakeholders attended the meeting.  CMO Odisha I & PR Department, Odisha
homeodisha (@homeodisha) 's Twitter Profile Photo

ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS) ଯୋଜନାର ସମ୍ପ୍ରସାରଣ 📞 ବିଭିନ୍ନ ଜରୁରୀକାଳୀନ ସେବା (ପୋଲିସ,ଅଗ୍ନିଶମ,ଆମ୍ବୁଲାନ୍ସ) କୁ ଏକତ୍ରିତ କରି ଦ୍ରୁତ ଓ କାର୍ଯ୍ୟକ୍ଷମ ସହାୟତା ପ୍ରଦାନ 💰 ୫ ବର୍ଷ ପାଇଁ ₹୨୨୬୦.୮୯ କୋଟିର ବ୍ୟୟ ଅନୁମୋଦନ 👮‍♂️ ୪୧୯୫ ନୂଆ ପଦବୀ ସୃଷ୍ଟି 🚑 ୬୪୫ ଜରୁରୀକାଳୀନ ପ୍ରତିକ୍ରିୟା ଯାନ (ERV) ନିୟୋଜନ

ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS) ଯୋଜନାର ସମ୍ପ୍ରସାରଣ

📞 ବିଭିନ୍ନ ଜରୁରୀକାଳୀନ ସେବା (ପୋଲିସ,ଅଗ୍ନିଶମ,ଆମ୍ବୁଲାନ୍ସ) କୁ ଏକତ୍ରିତ କରି ଦ୍ରୁତ ଓ କାର୍ଯ୍ୟକ୍ଷମ ସହାୟତା ପ୍ରଦାନ

💰 ୫ ବର୍ଷ ପାଇଁ ₹୨୨୬୦.୮୯ କୋଟିର ବ୍ୟୟ ଅନୁମୋଦନ

👮‍♂️ ୪୧୯୫ ନୂଆ ପଦବୀ ସୃଷ୍ଟି

🚑 ୬୪୫ ଜରୁରୀକାଳୀନ ପ୍ରତିକ୍ରିୟା ଯାନ (ERV) ନିୟୋଜନ
The Nobel Prize (@nobelprize) 's Twitter Profile Photo

"Jana Gana Mana" is the national anthem of India, originally composed in Bengali by poet Rabindranath Tagore, who was awarded the Nobel Prize in Literature in 1913. Pictured: An English translation of Jana Gana Mana by Tagore

"Jana Gana Mana" is the national anthem of India, originally composed in Bengali by poet Rabindranath Tagore, who was awarded the Nobel Prize in Literature in 1913.

Pictured: An English translation of Jana Gana Mana by Tagore
ଓଟିଭି (@otvkhabar) 's Twitter Profile Photo

OTV FEEDIN | ଓଟିଭି ଫି-ଦିନ୍ | ଆସୁଛି ପଶ୍ଚିମ ଓଡ଼ିଶା ପାଇଁ ଓଟିଭିର ନୂଆ ଚ୍ୟାନେଲ୍ ! #FeedinTv #OTV #Odisha #WesternOdisha

usd (@usd0705) 's Twitter Profile Photo

ସୃଷ୍ଟି ହେଲା #ଲଘୁଚାପ କ୍ଷେତ୍ର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଆଗାମୀ 24ଘଣ୍ଟା ଯାଏଁ ପଶ୍ଚିମ ଉତ୍ତର ପଶ୍ଚିମଦିଗରେ ଝାଡ଼ଖଣ୍ଡ

ଧର୍ମେନ୍ଦ୍ର ପ୍ରଧାନ 🇮🇳 (@dpradhan98) 's Twitter Profile Photo

ମନ ଆଉ ହୃଦୟ … ଖୋଜିଛି ଅନେକ ପାଇଛି ତୁମକୁ ତାର ଭିତରେ ପ୍ରତିଟି ହସର ତୁମେ କାରଣ #NewProfilePic

ମନ ଆଉ ହୃଦୟ …
ଖୋଜିଛି ଅନେକ ପାଇଛି ତୁମକୁ
ତାର ଭିତରେ ପ୍ରତିଟି ହସର ତୁମେ କାରଣ
#NewProfilePic
Odisha Weatherman (@odishaweather7) 's Twitter Profile Photo

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା .. 21 ରେ ଘୁର୍ଣ୍ଣିବଳୟ, 22 ରେ ଲଘୁଚାପ, 24 ରେ ଅବପାତ ଏବଂ ପରବର୍ତ୍ତୀ 3 ଦିନ ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ। ଗତିପଥ ନେଇ କୌଣସି ସ୍ପଷ୍ଟତା ଆସି ନାହିଁ।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ..

21 ରେ ଘୁର୍ଣ୍ଣିବଳୟ, 22 ରେ ଲଘୁଚାପ, 24 ରେ ଅବପାତ ଏବଂ ପରବର୍ତ୍ତୀ 3 ଦିନ ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ। ଗତିପଥ ନେଇ କୌଣସି ସ୍ପଷ୍ଟତା ଆସି ନାହିଁ।