Office of Sanjay Kumar Das Burma
@burmasanjay1
Office of sir @BurmaSanjay , Ex-Minister, Ex-Deputy Chiairman State Planning Board Odisha ,Ex-MLA Brahmagiri, Official I'd public Figure
ID: 1260612489487634439
13-05-2020 16:47:21
1,1K Tweet
1,1K Followers
22 Following
ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik 15ଟି ଜିଲ୍ଲାର 67ଟି ସରକାରୀ ଚିକିତ୍ସାଳୟ 'ଆମ ହସ୍ପିଟାଲ' ର ରୁପାନ୍ତିକରଣର ଲୋକାର୍ପଣ କରିଛନ୍ତି। ଆଜି ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ପୁରୀ ଜିଲ୍ଲାର ଜିଲ୍ଲା ସ୍ତରୀୟ 'ଆମ ହସ୍ପିଟାଲ' ର ରୁପାନ୍ତିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉତ୍ସର୍ଗୀକୃତ।
ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ଵର ଫରେଷ୍ଟ ପାର୍କ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik । #BJDDigitalWing #NaveenOdisha #5T
ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସଭାପତି ଶ୍ରୀ Naveen Patnaik ଲୋକାଭିମୁଖୀ ସୁବିଧା ସମ୍ବଳିତ ବିଜୁ ଜନତା ଦଳର ନୂଆ ୱେବସାଇଟ୍- bjdodisha.org.in/home ଲୋକାର୍ପଣ କରିଛନ୍ତି। ବିକାଶରେ ଜନଭାଗିଦାରୀକୁ ଗୁରୁତ୍ଵ ଦେଇ #5T ଉପକ୍ରମ ଅନ୍ତର୍ଗତ ବିଭିନ୍ନ ସୁବିଧାକୁ ୱେବସାଇଟରେ ସ୍ଥାନ ଦିଆଯାଇଛି।
ରାଜଧାନୀ ଭୁବନେଶ୍ବର ଭିତରେ ସବୁଜ ବନାନୀର ଅନୁଭୂତି ପ୍ରଦାନ କରିବା ଲାଗି ପ୍ରତିଷ୍ଠା ହୋଇଥିବା ଆନନ୍ଦବନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଗତକାଲି ଲୋକାର୍ପଣ କରିଛନ୍ତି। ଆଜି ମୁଁ ଆନନ୍ଦବନ ବୁଲି ପ୍ରକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିଛି। ସହର ଭିତରେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ଆନନ୍ଦବନ।
ଭୁବନେଶ୍ୱର ଶଙ୍ଖ ଭବନ ଠାରେ Biju Janata Dal ସାଙ୍ଗଠନିକ ସମ୍ପାଦକ Pranab Prakash Das ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଧାୟକ Umakanta Samantaray ଙ୍କ ଉପସ୍ଥିତରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରମୁଖ ନେତୃମଣ୍ଡଳୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ। #BJDDigitalWing #NaveenOdisha
Biju Janata Dal ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ କହଳପଦା ପଞ୍ଚାୟତ ଚଢ଼େଇକୁଦୀ ଗ୍ରାମର ସୁଦାମ ମାଝୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ବିଷୟରେ ଜାଣି ମୁଁ ଦୁଃଖିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି।
ପୁରୀ ଜିଲ୍ଲା ବିଜୁ ଜନତା ଦଳ ନେତୃମଣ୍ଡଳୀ ମାନେ ଆଜି ଭୁବନେଶ୍ୱର ଠାରେ Biju Janata Dal ସଭାପତି ଶ୍ରୀଯୁକ୍ତ Naveen Patnaik ଙ୍କୁ ଦେଖା କରିବା ସହିତ ଜିଲ୍ଲାରେ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆଲୋଚନା କରାଯାଇଛି। #BJDDigitalWing