Bhima Bhoi Medical College & Hospital, Balangir (@bbmch_bgr) 's Twitter Profile
Bhima Bhoi Medical College & Hospital, Balangir

@bbmch_bgr

May all sentient beings be at peace, may no one suffer from illness. May all see what is auspicious, may no one suffer. -Official account of BBMCH, Balangir.

ID: 1150722870370164736

linkhttp://www.bbmchbalangir.nic.in calendar_today15-07-2019 11:04:46

104 Tweet

674 Followers

18 Following

H & FW Dept Odisha (@hfwodisha) 's Twitter Profile Photo

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଏସଏନସିୟୁରେ ଏକ ପ୍ରସୂତି ୭୧୦ ଗ୍ରାମ ଓଜନର ଶିଶୁକୁ ଜନ୍ମ ଦେଇଥିଲେ ଯାହାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଉଦ୍ୟମ ପରେ ଶିଶୁଟି ସୁସ୍ଥ ଅଛି ଓ ଏଥିପାଇଁ H & FW Dept Odisha ତରଫରୁ ବିବିଏମସିଏଚ୍ ଏସଏନସିୟୁ ଟିମ୍ କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। #OdishaCares

To make #Odisha self-sufficient In meeting the need of doctors and specialists, 8 new Medical Colleges and 2 new Post Graduate Institutes have been opened in last 6 years due to which 2,200 MBBS doctors and 826 specialists are being produced each year.

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଦୂରଦର୍ଶୀ ନେତୃତ୍ବ ଦ୍ଵାରା H & FW Dept Odisha ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ପ୍ରଶଂସା ହାସଲ କରିଛି ଯାହା ମଧ୍ୟରୁ ନିମ୍ନଲିଖିତ ପୁରସ୍କାର ଓ ପ୍ରଶଂସା ଉଲ୍ଲେଖନୀୟ। #OdishaCares CMO Odisha

Works Department, Odisha (@pwd_odisha) 's Twitter Profile Photo

ଦ୍ରୁତ ଗତିରେ ଆଗେଇ ଚାଲିଛି ବଲାଙ୍ଗୀର ଜିଲ୍ଲାରେ ଭେଷଜ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ । ରାଜ୍ୟରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଥିବାବେଳେ ଅଞ୍ଚଳବାସୀଙ୍କୁ ମିଳିପାରିବ ଉଚ୍ଚମାନର ସୁପର ସ୍ପେଶାଲିଟି ଚିକିତ୍ସା । #OdishaOnTheMove #OdishaCares

ଦ୍ରୁତ ଗତିରେ ଆଗେଇ ଚାଲିଛି ବଲାଙ୍ଗୀର ଜିଲ୍ଲାରେ ଭେଷଜ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ । ରାଜ୍ୟରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଥିବାବେଳେ ଅଞ୍ଚଳବାସୀଙ୍କୁ ମିଳିପାରିବ ଉଚ୍ଚମାନର ସୁପର ସ୍ପେଶାଲିଟି ଚିକିତ୍ସା ।

#OdishaOnTheMove  #OdishaCares
Collector & DM, Balangir (@collectorbgr) 's Twitter Profile Photo

ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଭୀମ ଭୋଇ ମେଡିକାଲ କଲେଜ୍ ଏବଂ ହସ୍‌ପିଟାଲ, ବଲାଙ୍ଗିର ଠାରେ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲର ଶୁଭ ଉଦ୍‌ଘାଟନ କରିଛନ୍ତି । H & FW Dept Odisha I & PR Department, Odisha CMO Odisha

Bhima Bhoi Medical College & Hospital, Balangir (@bbmch_bgr) 's Twitter Profile Photo

Congratulations to Shri Dr. Mukesh Mahaling on becoming the new cabinet minister of #Odisha in H & FW Dept Odisha dept. CMO Odisha. Bhima Bhoi Medical College & Hospital, Balangir is looking forward to your guidance and support for better health care services to the people of western odisha and others.

Congratulations to Shri Dr. Mukesh Mahaling on becoming the new cabinet minister of #Odisha in H & FW Dept Odisha dept. CMO Odisha.
Bhima Bhoi Medical College & Hospital, Balangir is looking forward to your guidance and support for better health care services to the people of western odisha and others.