Bhima Bhoi Medical College & Hospital, Balangir
@bbmch_bgr
May all sentient beings be at peace, may no one suffer from illness. May all see what is auspicious, may no one suffer. -Official account of BBMCH, Balangir.
ID: 1150722870370164736
http://www.bbmchbalangir.nic.in 15-07-2019 11:04:46
104 Tweet
674 Followers
18 Following
Dean & Principal Bhima Bhoi Medical College & Hospital, Balangir sensitized the students of the Institution on menace of Ragging and suggested various ways to prevent any such incident in future. Collector & DM, Balangir CMO Odisha Chanchal Rana
ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଏସଏନସିୟୁରେ ଏକ ପ୍ରସୂତି ୭୧୦ ଗ୍ରାମ ଓଜନର ଶିଶୁକୁ ଜନ୍ମ ଦେଇଥିଲେ ଯାହାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଉଦ୍ୟମ ପରେ ଶିଶୁଟି ସୁସ୍ଥ ଅଛି ଓ ଏଥିପାଇଁ H & FW Dept Odisha ତରଫରୁ ବିବିଏମସିଏଚ୍ ଏସଏନସିୟୁ ଟିମ୍ କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। #OdishaCares
ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଦୂରଦର୍ଶୀ ନେତୃତ୍ବ ଦ୍ଵାରା H & FW Dept Odisha ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ପ୍ରଶଂସା ହାସଲ କରିଛି ଯାହା ମଧ୍ୟରୁ ନିମ୍ନଲିଖିତ ପୁରସ୍କାର ଓ ପ୍ରଶଂସା ଉଲ୍ଲେଖନୀୟ। #OdishaCares CMO Odisha
ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଭୀମ ଭୋଇ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବଲାଙ୍ଗିର ଠାରେ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍ପିଟାଲର ଶୁଭ ଉଦ୍ଘାଟନ କରିଛନ୍ତି । H & FW Dept Odisha I & PR Department, Odisha CMO Odisha
Congratulations to Shri Dr. Mukesh Mahaling on becoming the new cabinet minister of #Odisha in H & FW Dept Odisha dept. CMO Odisha. Bhima Bhoi Medical College & Hospital, Balangir is looking forward to your guidance and support for better health care services to the people of western odisha and others.