Zillastariya Amala's movement against exploitation (@amalaganjam) 's Twitter Profile
Zillastariya Amala's movement against exploitation

@amalaganjam

United Forum of
ଓଡିଶା ଅମଲା ସଂଘ,
ଓଡିଶା ରାଜସ୍ଵ ଅମଲା ସଂଘ,
ନିଖିଳ ଓଡିଶା ଟ୍ରେଜେରୀ ଅମଲା ସଂଘ,
ଓଡିଶା ରେଜିଷ୍ଟ୍ରେସନ୍ ଅମଲା ସଂଘ,
and others for fulfilling demand 4200 GP

ID: 1659867894858100737

calendar_today20-05-2023 10:29:32

435 Tweet

536 Followers

82 Following

Zillastariya Milita Amala Mancha Odisha (@zmamodisha) 's Twitter Profile Photo

ଅମଲାମାନଙ୍କ ଦାବି ପ୍ରତି CMO Odishaଙ୍କ ଉଦାସୀନତା ଓ କାଳକ୍ଷେପଣ ନୀତି ବିରୁଦ୍ଧରେ ପୁନଃ 30ହଜାର ଅମଲା ଯିବେ #Mass_Leave ଆନ୍ଦୋଳନରେ,ଅଚଳ ହେବ ଜିଲ୍ଲା ପ୍ରଶାସନ,ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ଲୋକେ,ହାନି ହେବ କୋଟି କୋଟି ଟଙ୍କାର ରାଜସ୍ଵ MoSarkar 5T Pradeep Jena IAS @gapg_dept Finance Department Vineel Krishna

ଅମଲାମାନଙ୍କ ଦାବିପ୍ରତି ସ୍ଥାଣୁ ସାଜିଛନ୍ତି ସରକାର, 5Tର ମନ୍ତ୍ର ଦେଉଥିବା ସରକାର କାହିଁକି ନିଜେ 6ମାସ ହେଲାଣି ନିଦାବିଷ୍ଣୁ ସାଜିଛନ୍ତି, କାହିଁକି ସ୍ଵାଧୀନତା ପରଠାରୁ ଅମଲା ସାମାଜ ନିଷ୍ପେଷିତ ଓ ଅବହେଳିତ, Grade Pay ବୈଷ୍ୟମତାରେ ଜର୍ଜରିତ ଅମଲା CMO Odisha MoSarkar 5T Pradeep Jena IAS @gapg_dept Finance Department Pranab Prakash Das

ଓଟିଭି (@otvkhabar) 's Twitter Profile Photo

#ପୁଣି_ଆନ୍ଦୋଳନରେ_ବସିବେ_ଅମଲା -ଗ୍ରେଡ୍ ପେ' ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନରେ ବସିବ ଅମଲା ସଂଘ -୨୦ ତାରିଖରୁ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି -ବ୍ରହ୍ମପୁରରେ ଆୟୋଜିତ ମିଳିତ ଅମଲା ସଂଘର ବୈଠକରେ ନିଷ୍ପତ୍ତି -ଜୁନରେ ଆନ୍ଦୋଳନ ବେଳେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାରୁ ନିଷ୍ପତ୍ତି #Berhampur #OTV

#ପୁଣି_ଆନ୍ଦୋଳନରେ_ବସିବେ_ଅମଲା
-ଗ୍ରେଡ୍ ପେ' ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନରେ ବସିବ ଅମଲା ସଂଘ
-୨୦ ତାରିଖରୁ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି
-ବ୍ରହ୍ମପୁରରେ ଆୟୋଜିତ ମିଳିତ ଅମଲା ସଂଘର ବୈଠକରେ ନିଷ୍ପତ୍ତି
-ଜୁନରେ ଆନ୍ଦୋଳନ ବେଳେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାରୁ ନିଷ୍ପତ୍ତି
#Berhampur #OTV
GNYANANJAN PANDA🇮🇳 (@gnyananjan) 's Twitter Profile Photo

CMO Odisha Finance Department @gapg_dept OMOA Odisha,ଓଡିଶା ଅମଲା ସଂଘ Sir 🙏🏻The Resolution on 15.03.2024 is not acceptable. We are working as Junior Assistant more than 25 years due to lack of post for Senior Assistant. Please modify the eligibility and fix the pay structure on STS for Sr Asst and ASO.

CMO Odisha Finance Department @gapg_dept OMOA Odisha,ଓଡିଶା ଅମଲା ସଂଘ
Sir 🙏🏻The Resolution on 15.03.2024 is not acceptable. We are working as Junior Assistant more than 25 years due to lack of post for Senior Assistant. Please modify the eligibility and fix the pay structure on STS for Sr Asst and ASO.