DSMishraCapt (@dsmishrakld) 's Twitter Profile
DSMishraCapt

@dsmishrakld

Minister Energy, MSME, Industries & Home (MoS), Govt of Odisha

ID: 923093425196490753

calendar_today25-10-2017 07:46:37

2,2K Tweet

15,15K Followers

153 Following

DSMishraCapt (@dsmishrakld) 's Twitter Profile Photo

ହରେ କୃଷ୍ଣ! ଜୟ ଜଗନ୍ନାଥ! ସମସ୍ତଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ; ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ! Be cautious that Covid 19 still lingers amongst us ...So mask up and do not venture out until it's really required ! Save us from third wave ! CMO Odisha Biju Janata Dal BJD IT Wing #Odisha

ହରେ କୃଷ୍ଣ! ଜୟ ଜଗନ୍ନାଥ! ସମସ୍ତଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ; ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ! Be cautious that Covid 19 still lingers amongst us ...So mask up and do not venture out until it's really required ! Save us from third wave !

CMO Odisha
Biju Janata Dal
BJD IT Wing #Odisha
CMO Odisha (@cmo_odisha) 's Twitter Profile Photo

With robust industrial policy & efficient administration, #Odisha has emerged as a leading destination for investors. The State has cleared 10 new industrial projects worth ₹ 2171 Cr in different sectors, creating more than 5,200 new jobs. #MakeInOdisha newsroomodisha.com/rebooting-econ…

CMO Odisha (@cmo_odisha) 's Twitter Profile Photo

ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି ସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ Mission Shakti ମା' ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। #Odisha

ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି ସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ Mission Shakti ମା' ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। #Odisha
DSMishraCapt (@dsmishrakld) 's Twitter Profile Photo

ସୁବେଛା ସମସ୍ତ ଓଡିଶା ଵାସୀଙ୍କୁ !! ବିଘ୍ନରାଜଙ୍କ ପାଖରେ ସ୍ମମସ୍ତଙ୍କ ବିଘ୍ନ ଖେୟ କରିବା ପାଇଁ ପ୍ରାର୍ଥନା! Please be extra careful during the festival time ...Masks! Distancing ! CMO Odisha Biju Janata Dal BJD IT Wing Energy Odisha Home Department, Govt. of Odisha MS&ME Odisha Invest Odisha EducationOdisha H & FW Dept Odisha

ସୁବେଛା ସମସ୍ତ ଓଡିଶା ଵାସୀଙ୍କୁ !! ବିଘ୍ନରାଜଙ୍କ ପାଖରେ ସ୍ମମସ୍ତଙ୍କ ବିଘ୍ନ ଖେୟ କରିବା ପାଇଁ ପ୍ରାର୍ଥନା! Please be extra careful during the festival time ...Masks! Distancing !
CMO Odisha Biju Janata Dal BJD IT Wing Energy Odisha Home Department, Govt. of Odisha MS&ME Odisha Invest Odisha EducationOdisha H & FW Dept Odisha
DSMishraCapt (@dsmishrakld) 's Twitter Profile Photo

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ଆସିଛୁ! ତାଙ୍କ ଆଶୁୁ ଆରୋଗ୍ୟ କାମନା କରୁଛି! CMO Odisha H & FW Dept Odisha @nabadasjsg BJD IT Wing Biju Janata Dal Biju Yuva Janta Dal

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ଆସିଛୁ! ତାଙ୍କ ଆଶୁୁ ଆରୋଗ୍ୟ କାମନା କରୁଛି!
CMO Odisha H & FW Dept Odisha @nabadasjsg BJD IT Wing Biju Janata Dal Biju Yuva Janta Dal
DSMishraCapt (@dsmishrakld) 's Twitter Profile Photo

ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଦ୍ୱାରା ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଓ ଅନେକ ପ୍ରକଳ୍ପର ଉଦଘାଟନ! MoSarkar 5T CMO Odisha #BSKY4Sundargarh Biju Janata Dal H & FW Dept Odisha BJD IT Wing Ministry of Health

ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଦ୍ୱାରା ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଓ ଅନେକ ପ୍ରକଳ୍ପର ଉଦଘାଟନ!
MoSarkar 5T
CMO Odisha #BSKY4Sundargarh
Biju Janata Dal H & FW Dept Odisha BJD IT Wing Ministry of Health
DSMishraCapt (@dsmishrakld) 's Twitter Profile Photo

Historic day for Balangir as Honble CMO Odisha Shri @naveen_odisha launched the Biju Health Card under BSKY to transform health service delivery system in #Odisha #Naveen4Balangir #NaveenBringsBSKY2Balangir MoSarkar 5T Biju Janata Dal BJD IT Wing

Historic day for Balangir as Honble CMO Odisha Shri @naveen_odisha launched the Biju Health Card under BSKY to transform health service delivery system in #Odisha  #Naveen4Balangir #NaveenBringsBSKY2Balangir
MoSarkar 5T Biju Janata Dal BJD IT Wing
DSMishraCapt (@dsmishrakld) 's Twitter Profile Photo

#ବିଜୁ_ସ୍ୱାସ୍ଥ୍ୟ_କଲ୍ୟାଣ_ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକଠାରେ CMO Odisha Naveen Patnaik Biju Janata Dal BJD IT Wing BJD Balangir MoSarkar 5T Biju Yuva Janta Dal H & FW Dept Odisha #BSKY

#ବିଜୁ_ସ୍ୱାସ୍ଥ୍ୟ_କଲ୍ୟାଣ_ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକଠାରେ
CMO Odisha Naveen Patnaik Biju Janata Dal BJD IT Wing BJD Balangir MoSarkar 5T Biju Yuva Janta Dal H & FW Dept Odisha #BSKY
CMO Odisha (@cmo_odisha) 's Twitter Profile Photo

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ପ୍ରଚଳନ ପରେ ଲୋକେ ଆହୁରି ସହଜରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଅଗଷ୍ଟ ମାସରେ ସର୍ବାଧିକ ୧୦,୭୨୦ ଜଣ ଚିକିତ୍ସିତ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ସୁଦ୍ଧା ୪୨୦୭ ଜଣଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। #BSKY #SusthaOdisha

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ପ୍ରଚଳନ ପରେ ଲୋକେ ଆହୁରି ସହଜରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଅଗଷ୍ଟ ମାସରେ ସର୍ବାଧିକ ୧୦,୭୨୦ ଜଣ ଚିକିତ୍ସିତ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ସୁଦ୍ଧା ୪୨୦୭ ଜଣଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। #BSKY #SusthaOdisha
DSMishraCapt (@dsmishrakld) 's Twitter Profile Photo

Further strengthening healthcare transformation process in #Odisha, CM Naveen Patnaik started distribution of #BSKY health cards in #Deogarh district. Treatment is absolutely free. #NaveenBringsBSKY2Deogarh #Naveen4Deogarh