DIPA DHENKANAL
@dipadhenkanal1
District Investment Promotion Agencies, Dhenkanal is a district level subsidiary of IPICOL and Industrial Department of Odisha
ID: 1687346336151302144
http://www.investodisha.gov 04-08-2023 06:15:08
55 Tweet
74 Followers
188 Following
ଆଜି ତା. ୨୭.୧୦.୨୦୨୫ ରିଖ ଠାରୁ ଆସନ୍ତା ୦୨.୧୧.୨୦୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେଉଅଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଏକ ସାଧୁତା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । CMO Odisha Odisha Vigilance I & PR Department, Odisha
📢 District Level Mega Job Fair soon in Dhenkanal🚀 A preparatory meeting for Job Fair 2025-26 was held today under the chairmanship of the Hon’ble Collector District Dhenkanal with focus on enhancing employment opportunities through local industries ⚙️🎯 Skilled in Odisha - OSDA Dist Skill Development cum Employment Dhenkanal
ଢେଙ୍କାନାଳ ମହୋତ୍ସବ ୨୦୨୬ ପଲ୍ଲିଶ୍ରୀ ମେଳା (୨୦-୨୪ ଜାନୁଆରୀ ୨୦୨୬) ସ୍ଥାନ - ପଲ୍ଲିଶ୍ରୀ ମେଳା ପଡିଆ, ମହିଷାପାଟ, ଢେଙ୍କାନାଳ CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha