Addicted One 🎸 (@dieaddicted) 's Twitter Profile
Addicted One 🎸

@dieaddicted

~freesoul~

ID: 381519493

calendar_today28-09-2011 13:39:02

8,8K Tweet

1,1K Followers

97 Following

Addicted One 🎸 (@dieaddicted) 's Twitter Profile Photo

ଲକ ଡାଉନ ରେ ନିଜେ କରିଥିବା କାମ👇 * ରୋଷେଇ *କେକ ତିଆରି *ମିଠା ତିଆରି *ବାସନ ମଜା *ପୋଛା ଲଗା *ଇଲେକ୍ଟ୍ରି ରିପେଆର * ପାଣି RO ସର୍ଭିସିଂ *ସିମେଣ୍ଟ ପ୍ଲାଷ୍ଟରିଂ *ଚୁଟିକଟା * ମେହେନ୍ଦୀ ଲଗା ଆସିଷ୍ଟାଣ୍ଟ ଇତ୍ୟାଦି ଇତ୍ୟାଦି 🙏 😁😁😁

Addicted One 🎸 (@dieaddicted) 's Twitter Profile Photo

ନମସ୍କାର ବନ୍ଧୁଗଣ ! 😄🙏 କେମିତି ଅଛନ୍ତି ସମସ୍ତେ #ପଖାଳଦିବସ #PakhalaDibasa

ନମସ୍କାର ବନ୍ଧୁଗଣ ! 😄🙏
କେମିତି ଅଛନ୍ତି ସମସ୍ତେ 
#ପଖାଳଦିବସ #PakhalaDibasa
#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

#ବେଡ୍_ନାହିଁ #ଅମ୍ଳଜାନ_ଆବଶ୍ୟକ ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ।

SP (@saipjena) 's Twitter Profile Photo

ଶଙ୍ଖାରୀ ଆଜି ଝୁରୁଛି ତା'ର ବରପୁତ୍ରଙ୍କୁ..... ଓଡ଼ିଶା ସାହିତ୍ୟ ଜଗତର ଅପୂରଣୀୟ କ୍ଷତି, ମୂଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଅନୁରୋଧ ତାଙ୍କ ବିୟୋଗରେ ରାଜ୍ୟରେ ଗୋଟିଏ ଦିନ ପାଇଁ ଅନ୍ତତଃ ଶୋକ ଦିବସ ଘୋଷଣା କରନ୍ତୁ🙏🙏 ଯଦି ପରିବାର ଲୋକଙ୍କ ସହମତି ତେବେ ତାଙ୍କ ଏ ପୈତୃକ ଘରକୁ ଏକ ବିଶିଷ୍ଟ ସଂଗ୍ରାହାଳୟରେ ପରିଣତ କରାନ୍ତୁ🙏

ଶଙ୍ଖାରୀ ଆଜି ଝୁରୁଛି ତା'ର ବରପୁତ୍ରଙ୍କୁ.....
ଓଡ଼ିଶା ସାହିତ୍ୟ ଜଗତର ଅପୂରଣୀୟ କ୍ଷତି, ମୂଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କୁ ଅନୁରୋଧ ତାଙ୍କ ବିୟୋଗରେ ରାଜ୍ୟରେ ଗୋଟିଏ ଦିନ ପାଇଁ ଅନ୍ତତଃ ଶୋକ ଦିବସ ଘୋଷଣା କରନ୍ତୁ🙏🙏
ଯଦି ପରିବାର ଲୋକଙ୍କ ସହମତି ତେବେ ତାଙ୍କ ଏ ପୈତୃକ ଘରକୁ ଏକ ବିଶିଷ୍ଟ ସଂଗ୍ରାହାଳୟରେ ପରିଣତ କରାନ୍ତୁ🙏
ତାପସ (@tapasr10) 's Twitter Profile Photo

ଯାହାର ଅର୍ଦ୍ଧଶତକରୁ ଉର୍ଦ୍ଧ୍ଵ ପୁସ୍ତକ ପଢି ସାରିବା ପରେ ବି ମନ ଚାହେଁ ଆହୁରି ପଢିବାକୁ, ସେ ଆପଣ। ଆପଣ କେବେ ମରିପାରିବେନି;ମନୋଜ ଦାସମାନେ କେବେ ମରନ୍ତିନି;ଆପଣ କାଳଜୟୀ ଆପଣଙ୍କ ଲେଖନୀ ମୁନରେ,ଆପଣଙ୍କ ଶବ୍ଦ ସବୁରେ। ଚିର ବିଦାୟ ହେ ଯୁଗ ପୁରୁଷ ! ଏ ଅକୀଞ୍ଚନର ବିନମ୍ର ଶ୍ରଦ୍ଧାଞ୍ଜଳି 💐 ଓଁ ଶାନ୍ତି 🙏 #ମନୋଜଦାସ #ManojDas

ଯାହାର ଅର୍ଦ୍ଧଶତକରୁ ଉର୍ଦ୍ଧ୍ଵ ପୁସ୍ତକ ପଢି ସାରିବା ପରେ ବି ମନ ଚାହେଁ ଆହୁରି ପଢିବାକୁ, ସେ ଆପଣ। ଆପଣ କେବେ ମରିପାରିବେନି;ମନୋଜ ଦାସମାନେ କେବେ ମରନ୍ତିନି;ଆପଣ କାଳଜୟୀ ଆପଣଙ୍କ ଲେଖନୀ ମୁନରେ,ଆପଣଙ୍କ ଶବ୍ଦ ସବୁରେ। ଚିର ବିଦାୟ ହେ ଯୁଗ ପୁରୁଷ ! ଏ ଅକୀଞ୍ଚନର ବିନମ୍ର ଶ୍ରଦ୍ଧାଞ୍ଜଳି 💐

ଓଁ ଶାନ୍ତି 🙏 

#ମନୋଜଦାସ #ManojDas
Jyotsna (@jyotsna_jj) 's Twitter Profile Photo

କରୋନା, କୁମ୍ପି ଓ କିଟ ରୁ ଫୁରସତ ମିଳିଲେ ପଢିବେ କବିତା ||ଅବାଞ୍ଛିତ|| #ଜ୍ୟୋତ୍ସ୍ନାୟିତ

କରୋନା, କୁମ୍ପି ଓ କିଟ ରୁ ଫୁରସତ ମିଳିଲେ ପଢିବେ କବିତା
 ||ଅବାଞ୍ଛିତ||

#ଜ୍ୟୋତ୍ସ୍ନାୟିତ
ଗାଁ ଡାକ୍ତର👨‍⚕️💉💊 (@drakshays) 's Twitter Profile Photo

ସକାଳୁ ଉଠି ଘରକୁ ଆଗ ଫୋନ୍ କଲି...ବାପା କହିଲେ, "ବର୍ଷା କମ୍... ପବନ ବହୁତ" 😪 600 କିମି ଦୂରରେ ଥାଇକି ବି, କେଜାଣି କାହିଁକି ଅଜଣା ଗୋଟେ ଭୟରେ ଆଖିରୁ ଲୁହ ଝରିଗଲା 😭 କାଳିଆ ରେ, ସଭିଙ୍କୁ ସୁରକ୍ଷିତ ରଖ ତୋ ମହାବାହୁ ତଳେ.... ଜନଜୀବନ କିଛି କ୍ଷତି ନ ହେଉ 🙏🙏 #CycloneYaas

ସକାଳୁ ଉଠି ଘରକୁ ଆଗ ଫୋନ୍ କଲି...ବାପା କହିଲେ, "ବର୍ଷା କମ୍... ପବନ ବହୁତ" 😪
600 କିମି ଦୂରରେ ଥାଇକି ବି, କେଜାଣି କାହିଁକି ଅଜଣା ଗୋଟେ ଭୟରେ ଆଖିରୁ ଲୁହ ଝରିଗଲା 😭

କାଳିଆ ରେ, ସଭିଙ୍କୁ ସୁରକ୍ଷିତ ରଖ ତୋ ମହାବାହୁ ତଳେ.... ଜନଜୀବନ କିଛି କ୍ଷତି ନ ହେଉ 🙏🙏
#CycloneYaas
𝙋𝙧𝙖𝙗𝙞𝙧࿐ (@odiapuo) 's Twitter Profile Photo

ଭ୍ୟାକ୍ସିନ ନେଇ ବୁଢ଼ୀକୁ ଜ୍ଵର.. ମାନେ, ଭ୍ୟାକ୍ସିନ ନେଇ ବୁଢ଼ୀକୁ ଜ୍ୱର ମୋ ଦାୟିତ୍ୱରେ ଆଜି ରୋଷେଇଘର କେଞ୍ଚିବେନି ଆଉ ଷଡ଼ଙ୍ଗୀ ସାର ଭଜା ସିଝା କଷା ଏବେ ସଉକ ମୋର...

ଭ୍ୟାକ୍ସିନ ନେଇ ବୁଢ଼ୀକୁ ଜ୍ଵର..

ମାନେ, ଭ୍ୟାକ୍ସିନ ନେଇ ବୁଢ଼ୀକୁ ଜ୍ୱର
ମୋ ଦାୟିତ୍ୱରେ ଆଜି ରୋଷେଇଘର
କେଞ୍ଚିବେନି ଆଉ ଷଡ଼ଙ୍ଗୀ ସାର
ଭଜା ସିଝା କଷା ଏବେ ସଉକ ମୋର...