
manguli mahalikbjp,(modi ka parivar)jay sri ram
@mangulimahalik6
ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ
ID: 1341606924991700992
23-12-2020 04:50:53
933 Tweet
2,2K Followers
1,1K Following





ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ,ସୁନ୍ଦରପୁର ଗ୍ରାମପଞ୍ଚାୟତ ସୁନ୍ଦରପୁର ଗ୍ରାମର ଗୋପୀ ମହାଳିକ ,ବୟସ 98 ଏପର୍ଯ୍ୟନ୍ତ 3000 ଟଙ୍କା ବାର୍ଦ୍ଧକ୍ୟ ବସ୍ତା ମିଳି ନାହିଁ Narendra Modi BJP Odisha Suryabanshi Suraj CMO Odisha

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ,ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ହରିଜନ ସାହିର ଭିଡ଼ିଓ ଟି ,ବିଜେଡି ଶାସନ ବେଳେ ବାରମ୍ବାର ଅଭିଯୋଗ କରିଲା ପରେ ,ଆସୁଛନ୍ତି ଏମିତି ସେମିତି ରାସ୍ତା କାମ କରିକି ବିଲ କରି ନେଉଛନ୍ତି , CMO Odisha District Administration,Bhadrak Suryabanshi Suraj Nitin Gadkari

Chandabali block sundarpur virlleg, labor card issued in 2019,in the name of Rajendra mahalik, i request the Labour & ESI Dept. Government of Odisha on my behalf to give the same


ରାଜ୍ୟରେ ଦୁଇ ବର୍ଷ ହବ ଇ ଚାଷ ସର୍ଭେ ର ମହା ଦୁର୍ନୀତି ଚାଲିଚି, କଲେଜ ପିଲାଙ୍କୁ ବ୍ଲକ ସରକାରୀ କର୍ମଚାରୀ କିଛିଟା ଟଙ୍କା ପାଇଁ କାମ ଦେଉଛନ୍ତି, ପିଲାମାନେ ପାଠ ନ ପଢି, ସେହି ଇ ସର୍ଭେ କାମ କରୁଛନ୍ତି ପାଠ ପଢ଼ିବାର ହବେହେଲା ହଉଚି,ତାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି CMO Odisha Suryabanshi Suraj Krushna Chandra Nayak

ନୂତନ ସରକାର କୁ ବଦନାମ କରିବା ପାଇଁ ରୀତିମତ ଷଡଯନ୍ତ୍ର କରାଯାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଏତି ପତି ନଜର ରଖନ୍ତୁ, CMO Odisha

Praphula nath, villagers sundarpur p/s, dhusuri,block chandabali,we are doing lebour card office cuttack, we are put the marriage file at,21,6,2019,don't benefit marriage file,Labour & ESI Dept. Government of Odisha so kindly step my request




#newpresident #of #odisha MANMOHAN SAMAL ମୋ ତରଫରୁ ହାର୍ଦିକ ଶୁଭେଚ୍ଛା ଶୁଭକାମନା

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସୁନ୍ଦରପୁର ଦୋହରାପାଟନ ମଦ୍ୟସ୍ଥଳୀ ଏଠି 30 ବର୍ଷ ହେଲା ରହି ଆସୁଛନ୍ତି 10 ପରିବାର, ଦେଶ ସ୍ୱାଧୀନ ହବାର 78 ବର୍ଷ ହବ କିନ୍ତୁ,ଏଠି ସାଧାରଣ ଜନତା କେତେ ଦୁଃଖ କଷ୍ଟ ଯିବା ଆସିବା କରୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ CMO Odisha Suryabanshi Suraj ଙ୍କୁ ଅନୁରୋଧ


ଇ ଚାଷ ସର୍ଭେ,ଯେଉଁ ବ୍ଲକ ସ୍ତରୀୟ କାମ,ସେ କାମ ବ୍ଲକ ଅଫିସର କରିବା କଥା,କିନ୍ତୁ ଛାତ୍ର ଛାତ୍ରୀ ଙ୍କୁ କାମ ଦେଉଛନ୍ତି,ଛାତ୍ର ଛାତ୍ରୀ ପାଠ ପଢ଼ା ଛାଡ଼ିଦେଇ ସେହି କାମ କରୁଛନ୍ତି, ଯଦି ପରୀକ୍ଷାରେ ଫେଲ ହେଲା ପରେ, ଛାତ୍ର ଛାତ୍ରୀ କିଛିଟା ବଢ଼ ନିଷ୍ପତି ନେଲେ ସେଥିପାଇଁ ଦାୟୀ କିଏ ହବ Mohan Charan Majhi କୃଷି ବିଭାଗ, ଓଡ଼ିଶା Suryabanshi Suraj

