Mohan Charan Majhi (@mohanmodisha) 's Twitter Profile
Mohan Charan Majhi

@mohanmodisha

Chief Minister of Odisha

ID: 1081880909727453184

calendar_today06-01-2019 11:51:24

2,2K Tweet

95,95K Followers

21 Following

Mohan Charan Majhi (@mohanmodisha) 's Twitter Profile Photo

ଏ ସରକାର ଲୋକଙ୍କ ସରକାର, ଆପଣମାନଙ୍କ ସରକାର । ଏବେ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସବୁ ଅଞ୍ଚଳରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ। ମୁଁ ନିଜେ ଆପଣଙ୍କ ପାଖକୁ ଯିବି , ଆପଣଙ୍କ ସମସ୍ୟା ଶୁଣିବି ଓ ସମାଧାନ କରିବି।