
manguli mahalikbjp,(modi ka parivar)jay sri ram
@mangulimahalik6
ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ
ID: 1341606924991700992
23-12-2020 04:50:53
933 Tweet
2,2K Takipçi
1,1K Takip Edilen

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସୁନ୍ଦରପୁର ଦୋହରାପାଟନ ମଦ୍ୟସ୍ଥଳୀ ଏଠି 30 ବର୍ଷ ହେଲା ରହି ଆସୁଛନ୍ତି 10 ପରିବାର, ଦେଶ ସ୍ୱାଧୀନ ହବାର 78 ବର୍ଷ ହବ କିନ୍ତୁ,ଏଠି ସାଧାରଣ ଜନତା କେତେ ଦୁଃଖ କଷ୍ଟ ଯିବା ଆସିବା କରୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ CMO Odisha Suryabanshi Suraj ଙ୍କୁ ଅନୁରୋଧ