Debabrata Barik Debun (@ddebun) 's Twitter Profile
Debabrata Barik Debun

@ddebun

ID: 1583835924491706369

calendar_today22-10-2022 15:01:53

24 Tweet

4 Followers

41 Following

Debabrata Barik Debun (@ddebun) 's Twitter Profile Photo

ପ୍ରୀତି ପ୍ରଣତି ଓଡ଼ିଆ ମାସିକ ଇ-ପତ୍ରିକାର ୪୯ତମ ସଂସ୍କରଣ, ଡାଉନଲୋଡ କରି ପଢ଼ନ୍ତୁ ଏବଂ ଅନ୍ୟକୁ ପଢିବା ପାଇଁ କୁହନ୍ତୁ । pritipranati.in/2023/06/June%2…

ପ୍ରୀତି ପ୍ରଣତି ଓଡ଼ିଆ ମାସିକ ଇ-ପତ୍ରିକାର ୪୯ତମ ସଂସ୍କରଣ, ଡାଉନଲୋଡ କରି ପଢ଼ନ୍ତୁ ଏବଂ ଅନ୍ୟକୁ ପଢିବା ପାଇଁ କୁହନ୍ତୁ ।
pritipranati.in/2023/06/June%2…
Debabrata Barik Debun (@ddebun) 's Twitter Profile Photo

ତୁମକୁ.. ହଁ ମ ତୁମକୁ ଅନେକ କିଛି କଥା ଅଛି କହିବା ପାଇଁ ହେଲେ କହିବା ପାଇଁ ନିଜକୁ ପ୍ରସ୍ତୁତ କରିନି.....!

ତୁମକୁ.. ହଁ ମ ତୁମକୁ
ଅନେକ କିଛି କଥା ଅଛି କହିବା ପାଇଁ
ହେଲେ କହିବା ପାଇଁ ନିଜକୁ ପ୍ରସ୍ତୁତ କରିନି.....!
Debabrata Barik Debun (@ddebun) 's Twitter Profile Photo

9348779394 - ଏହି ନମ୍ବର ରେ ନିଜର ସ୍ଵରଚିତ କବିତା ଦେଇ ନିଜର ନାମ ପଞ୍ଜୀକରଣ କରି ନିଅନ୍ତୁ ।।

"ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି " ଏହି ଆହ୍ୱାନ ବଳରେ ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସ ଯୋଗାଇଥିବା ମହାନ ପରାକ୍ରମୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପ୍ରୀତି ପ୍ରଣତି ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।