District Culture Office Jagatsinghpur (@dco_jspur) 's Twitter Profile
District Culture Office Jagatsinghpur

@dco_jspur

Official Twitter account for Culture Office, Jagatsinghpur
#Odia #language #literature #Culture #Heritage #art #dance #music
#temples #archeology #festival's

ID: 1652171922887569409

calendar_today29-04-2023 04:44:44

67 Tweet

31 Followers

62 Following

District Culture Office Jagatsinghpur (@dco_jspur) 's Twitter Profile Photo

*ଜଗତସିଂହପୁର ଜିଲ୍ଲାରେ ନାଟ୍ୟ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହା ଏକ ପ୍ରାୟାସ ମାତ୍ର। ଆପଣ ଜାଣି ଖୁସି ହେବେ, ଆମ ଜିଲ୍ଲାର କଳାକାରମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ନାଟକ "ଅଭିନେତ୍ରୀ"। ଆସନ୍ତୁ ୧୩ ତାରିଖ ସୋମବାର (ଆସନ୍ତାକାଲି) ସନ୍ଧ୍ୟାରେ ଜଗତସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ନାଟକ ଦେଖିବା।*💐🙏💐

DM_Jagatsinghpur (@collectorjspur) 's Twitter Profile Photo

କଳିଙ୍ଗ ବାଲିଯାତ୍ରା ର ଉଦଘାଟନୀ ଉତ୍ସବରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଓରମାସ ପଲ୍ଲୀଶ୍ରୀ ମେଳା ବୁଲି ଦେଖିବା ସହ ବାଲିଯାତ୍ରା ସ୍ମରଣିକା ୨୦୨୫ ର ଉନ୍ମୋଚନ। ପାରାଦ୍ଵୀପ ଶିଳ୍ପ ସମୃଦ୍ଧ କରିବା ସହର ଗ୍ରୀନ ହାଇଡ୍ରୋଜେନ୍ ହବ, ବିମାନ ବନ୍ଦର ର ପ୍ରତିଶୃତି CMO Odisha I & PR Department, Odisha Industry Odisha

କଳିଙ୍ଗ ବାଲିଯାତ୍ରା ର ଉଦଘାଟନୀ ଉତ୍ସବରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଓରମାସ ପଲ୍ଲୀଶ୍ରୀ ମେଳା ବୁଲି ଦେଖିବା ସହ ବାଲିଯାତ୍ରା ସ୍ମରଣିକା ୨୦୨୫ ର ଉନ୍ମୋଚନ। ପାରାଦ୍ଵୀପ ଶିଳ୍ପ ସମୃଦ୍ଧ କରିବା ସହର ଗ୍ରୀନ ହାଇଡ୍ରୋଜେନ୍ ହବ, ବିମାନ ବନ୍ଦର ର ପ୍ରତିଶୃତି CMO Odisha I & PR Department, Odisha Industry Odisha
District Culture Office Jagatsinghpur (@dco_jspur) 's Twitter Profile Photo

#ଓଡ଼ିଶା ଦିବସ ଓ #ଜଗତସିଂହପୁର #ଜିଲ୍ଲା #ମହୋତ୍ସବ #କଲ୍ଲୋଳ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ। #District Festival #Zilla #Mahotsav #Kollola ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha DM_Jagatsinghpur

#ଓଡ଼ିଶା ଦିବସ ଓ #ଜଗତସିଂହପୁର #ଜିଲ୍ଲା #ମହୋତ୍ସବ #କଲ୍ଲୋଳ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।
#District Festival
#Zilla #Mahotsav
#Kollola
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
I & PR Department, Odisha
DM_Jagatsinghpur
District Culture Office Jagatsinghpur (@dco_jspur) 's Twitter Profile Photo

#ଜଗତସିଂହପୁର #ଜିଲ୍ଲା #ମହୋତ୍ସବ 'କଲ୍ଲୋଳ-୨୦୨୬' ନିମନ୍ତେ ପ୍ରକାଶ ପାଉଥିବା #ସ୍ମରଣିକା 'ଆଦିପତ୍ର' ନିମିତ୍ତ #ଲେଖା #ଆହ୍ବାନ। #ଜିଲ୍ଲା ମହୋତ୍ସବ #କଲ୍ଲୋଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha DM_Jagatsinghpur DIPRO JAGATSINGHPUR

#ଜଗତସିଂହପୁର #ଜିଲ୍ଲା #ମହୋତ୍ସବ 'କଲ୍ଲୋଳ-୨୦୨୬'  ନିମନ୍ତେ ପ୍ରକାଶ ପାଉଥିବା  #ସ୍ମରଣିକା 'ଆଦିପତ୍ର' ନିମିତ୍ତ #ଲେଖା #ଆହ୍ବାନ।
#ଜିଲ୍ଲା ମହୋତ୍ସବ
#କଲ୍ଲୋଳ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

I & PR Department, Odisha
DM_Jagatsinghpur
DIPRO JAGATSINGHPUR
District Culture Office Jagatsinghpur (@dco_jspur) 's Twitter Profile Photo

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୬ ନିମନ୍ତେ ସାଂସ୍କୃତିକ ସବ୍ କମିଟିର ପ୍ରସ୍ତୁତି ବୈଠକ। #କଲ୍ଲୋଳ #ଜିଲ୍ଲା ମହୋତ୍ସବ #District #Festival #KALLOLA ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ DM_Jagatsinghpur I & PR Department, Odisha

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୬ ନିମନ୍ତେ ସାଂସ୍କୃତିକ ସବ୍ କମିଟିର ପ୍ରସ୍ତୁତି ବୈଠକ।
#କଲ୍ଲୋଳ
#ଜିଲ୍ଲା ମହୋତ୍ସବ
#District #Festival #KALLOLA
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
DM_Jagatsinghpur
I & PR Department, Odisha
District Culture Office Jagatsinghpur (@dco_jspur) 's Twitter Profile Photo

ଓଡ଼ିଆ ପକ୍ଷ ୨୦୨୬ ଉପଲକ୍ଷେ ତିର୍ତ୍ତୋଲ ବ୍ଲକ ପରିସରରେ ଆୟୋଜନ କରାଯାଇଥିବା ଲୋକ କଳା ପାଇଁ ଦିନଟିଏ କାଯ୍ୟକ୍ରମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ DM_Jagatsinghpur I & PR Department, Odisha CMO Odisha

ଓଡ଼ିଆ ପକ୍ଷ ୨୦୨୬ ଉପଲକ୍ଷେ ତିର୍ତ୍ତୋଲ ବ୍ଲକ ପରିସରରେ ଆୟୋଜନ କରାଯାଇଥିବା ଲୋକ କଳା ପାଇଁ ଦିନଟିଏ କାଯ୍ୟକ୍ରମ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
DM_Jagatsinghpur
I & PR Department, Odisha
CMO Odisha
District Culture Office Jagatsinghpur (@dco_jspur) 's Twitter Profile Photo

ଲୋକ କଳା ପାଇଁ ଦିନଟିଏ କାଯ୍ୟକ୍ରମ #ଓଡ଼ିଆ #ପକ୍ଷ -୨୦୨୬ #ଜଗତସିଂହପୁର #ବ୍ଲକ #ଲୋକ କଳାକୁ ଉଜ୍ଜୀବିତ କରିବା ଓ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ। #ସମ୍ବର୍ଦ୍ଧନା #ଉତ୍ସବ

ଲୋକ କଳା ପାଇଁ ଦିନଟିଏ କାଯ୍ୟକ୍ରମ
#ଓଡ଼ିଆ #ପକ୍ଷ -୨୦୨୬
#ଜଗତସିଂହପୁର #ବ୍ଲକ
#ଲୋକ କଳାକୁ ଉଜ୍ଜୀବିତ କରିବା ଓ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ।
#ସମ୍ବର୍ଦ୍ଧନା #ଉତ୍ସବ