BALARAM REDDY (@dbalaramreddy) 's Twitter Profile
BALARAM REDDY

@dbalaramreddy

CIVIL ENGINEERING

ID: 824282723930042368

calendar_today25-01-2017 15:48:10

2,2K Tweet

149 Followers

2,2K Following

Argus News (@argusnews_in) 's Twitter Profile Photo

#ଛତ୍ରପୁରରେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର ଛତ୍ରପୁର ମାଟିଖାଲ ଆଇଆରଇଏଲ ପ୍ଲାଣ୍ଟରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ ପରେ ଡିସାଲିଲେସନ ପ୍ରକଳ୍ପର ଉଦଘାଟନୀରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ପ୍ରଥମ ଥର ଏହି ପ୍ଲାଣ୍ଟ ମାଧ୍ୟମରେ ସମୁଦ୍ରର ଲୁଣି ଜଳ ହେବ ମଧୁର ଜଳ #Ganjam #Chatrapur

IANS (@ians_india) 's Twitter Profile Photo

Brahmapur, Odisha: Union Minister Dharmendra Pradhan says, "Ganjam district holds a prominent place in India's economy. The hard work of Ganjam’s people reflects in the economies of Surat, Coimbatore, Tirupur, Hyderabad, Bengaluru, and Ahmedabad, where they play a significant

ℝ𝕦𝕡𝕖𝕟𝕕𝕣𝕒 𝕄𝕦𝕟𝕕𝕒 (@rupendra__munda) 's Twitter Profile Photo

#ରାସନ_କାର୍ଡ_ପାଇଁ_ନିରାଶ ସମ୍ବଲପୁର : ଧନକୌଉଡ଼ା ବ୍ଲକ ଶାସୋନ ପଞ୍ଚାୟତ କାଳସେଇଟିକ୍ରା ଗ୍ରାମର #ପୂଜା_ମୁଣ୍ଡା ନାମକ ଜଣେ ମହିଳା ରାସନ କାର୍ଡ ଟିଏ ପାଇଁ ଅନଲାଇନ କରି ନିରାଶ ହୋଇଛନ୍ତି । ତାଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଉ । Respected, CMO Odisha ChiefSecyOdisha Er. Abanikanta Sahoo (Chairperson OSFC) Sanjay Kumar singh FoodOdisha

#ରାସନ_କାର୍ଡ_ପାଇଁ_ନିରାଶ

ସମ୍ବଲପୁର : ଧନକୌଉଡ଼ା ବ୍ଲକ ଶାସୋନ ପଞ୍ଚାୟତ କାଳସେଇଟିକ୍ରା ଗ୍ରାମର #ପୂଜା_ମୁଣ୍ଡା ନାମକ ଜଣେ ମହିଳା ରାସନ କାର୍ଡ ଟିଏ ପାଇଁ ଅନଲାଇନ କରି ନିରାଶ ହୋଇଛନ୍ତି । ତାଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଉ । Respected, CMO Odisha ChiefSecyOdisha Er. Abanikanta Sahoo (Chairperson OSFC) Sanjay Kumar singh FoodOdisha
Argus News (@argusnews_in) 's Twitter Profile Photo

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଞ୍ଜାମ ଜିଲ୍ଲାର କାବୁ ବାବୁଙ୍କ ବନ୍ଧୁତ୍ୱ। ସଭାମଞ୍ଚରେ କେନ୍ଦ୍ରମନ୍ତ୍ରୀ କହିଲେ ପ୍ରଥମଥର ପାଇଁ ଛତ୍ରପୁରକୁ ନିମନ୍ତ୍ରଣ କରିଥିଲେ ମୋ ପିଲାବେଳର ବନ୍ଧୁ କାବୁ । ମଞ୍ଚ ଉପରେ ସ୍ମୁତି ସାଉଁଟିଲେ ଦୁଇ ବନ୍ଧୁ । #Ganjam #Chatrapur #DharmendraPradhan

Collector & District Magistrate, Ganjam (@ganjam_admin) 's Twitter Profile Photo

ଆଜି ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ବ୍ଲକର ପୋତାଗଡ ଏବଂ ଛତ୍ରପୁରର ତାମ୍ପରା ହ୍ରଦ ପରିଦର୍ଶନ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। CMO Odisha I & PR Department, Odisha Odisha Tourism

ଆଜି ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ବ୍ଲକର ପୋତାଗଡ ଏବଂ ଛତ୍ରପୁରର ତାମ୍ପରା ହ୍ରଦ ପରିଦର୍ଶନ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
CMO Odisha
I & PR Department, Odisha
Odisha Tourism
Dharmendra Naik (@dharm1700) 's Twitter Profile Photo

ମାନନୀୟ ଶ୍ରୀଯୁକ୍ତ ଉପଜିଲ୍ଲାପାଳ (ତାଳଚେର) @OTalcher93119 ତାଳଚେରେ ଦେଉଳବେଡ଼ା ୧୪ ନମ୍ବର ୱାର୍ଡ ରେ ଥିବା ଏହି ହରିଜନ ସାହି ଅଙ୍ଗନୱାଡ଼ି ନାମ ଚେଞ୍ଜ କରି (ଆମ୍ବେଦକର ନଗର )ଅଙ୍ଗନୱାଡ଼ି କେନ୍ଦ୍ର କରାଯାଉ , ଯଥା ଶୀଘ୍ର କରିବାକୁ ଚେଷ୍ଟା କରନ୍ତୁ Home Department, Govt. of Odisha CMO Odisha Collector and District Magistrate, Angul Anil Kumar Mallick Binaya Kumar Naik(Socialist)✍️

ମାନନୀୟ
ଶ୍ରୀଯୁକ୍ତ ଉପଜିଲ୍ଲାପାଳ (ତାଳଚେର) @OTalcher93119
ତାଳଚେରେ ଦେଉଳବେଡ଼ା ୧୪ ନମ୍ବର ୱାର୍ଡ ରେ ଥିବା ଏହି ହରିଜନ ସାହି ଅଙ୍ଗନୱାଡ଼ି ନାମ ଚେଞ୍ଜ କରି (ଆମ୍ବେଦକର ନଗର )ଅଙ୍ଗନୱାଡ଼ି କେନ୍ଦ୍ର କରାଯାଉ , ଯଥା ଶୀଘ୍ର କରିବାକୁ ଚେଷ୍ଟା କରନ୍ତୁ Home Department, Govt. of Odisha CMO Odisha Collector and District Magistrate, Angul Anil Kumar Mallick Binaya Kumar Naik(Socialist)✍️
Cooperation Odisha (@coop_odisha) 's Twitter Profile Photo

ଚାଷୀ ଭାଇ ଓ ଭଉଣୀଙ୍କ ନିମନ୍ତେ ଜରୁରୀ ସୂଚନା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY)ରେ ଚଳିତ ଖରିଫ ଋତୁ ପାଇଁ ପଞ୍ଜିକରଣ ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ବର୍ଦ୍ଧିତ ସମୟ ମଧ୍ୟରେ ନିଜ ବିଜ୍ଞପିତ ଫସଲର ବୀମା ପଞ୍ଜିକରଣ କରାଇ ନିଅନ୍ତୁ । (୧/୨)

Sambad (ସମ୍ବାଦ) (@sambad_odisha) 's Twitter Profile Photo

ମିଳୁନି ହରିଶ୍ଚନ୍ଦ୍ର ସହାୟତା: ସରପଞ୍ଚ ବି ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଅର୍ଥ ଦେଉନାହାନ୍ତି #Odisha #Sambad sambad.in/state/harishch…

Kanak Vardhan Singh Deo (Modiji Ka Parivar) (@kvsinghdeo1) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ କୃଷକଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ ଟି ମଣ୍ଡିକୁ ମଡେଲ ମଣ୍ଡି ଭାବରେ ବିକଶିତ କରିବା ନିମନ୍ତେ ନିଷ୍ପତ୍ତି ନିଆ ଯାଇଅଛି। #odisha #cabinet

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ କୃଷକଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ ଟି ମଣ୍ଡିକୁ  ମଡେଲ ମଣ୍ଡି ଭାବରେ ବିକଶିତ କରିବା ନିମନ୍ତେ ନିଷ୍ପତ୍ତି ନିଆ ଯାଇଅଛି।

#odisha #cabinet
Bijay bej (@pnobita26350) 's Twitter Profile Photo

ସାର୍ ମୁଁ ସେକ ମଙ୍ଗଲୁଦ୍ଦିନ ମୁଁ ଜଣେ ଗରିବ ଲୋକ ମୋର ବିଜୁଳି ସୁବିଧା ନାହିଁ ମୋତେ ନୁତନ ବିଜୁଳି ଦିଆ ଗଲେ ମୁଁ ଆପଣଙ୍କ ଠାରେ ଚିର ଉପକୃତ ହେବି ଦୟାକରି ମୋତେ ନୁତନ ବିଜୁଳି ସୁବିଧା ଦିଅନ୍ତୁ ସାର CMO Odisha Energy Odisha Kanak Vardhan Singh Deo (Modiji Ka Parivar) TP Northern Odisha Distribution Limited TP Central Odisha Distribution Ltd

Kanak News (@kanak_news) 's Twitter Profile Photo

#ଦୁଃଖ_ଶୁଣି_ଭୋ_ଭୋ_କାନ୍ଦିଲେ_ବିଡିଓ ବୃଦ୍ଧାଶ୍ରମରେ ପହଞ୍ଚି ଭୋ ଭୋ କାନ୍ଦିଲେ ବିଡିଓ । ଜଣେ ବୃଦ୍ଧ ନିଜ ଦୁଃଖ କହୁଥିବା ବେଳେ ସହିପାରିଲେନି ସରକାରୀ ବାବୁ । ସବୁ ପଚାରି ବୁଝିଲେ, ସମାଧାନ ପାଇଁ ଆଶ୍ବାସନା ଦେଲେ #Odisha #KanakNews #BDO

କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

ଚାଷୀ ଭାଇଭଉଣୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ସୂଚନା! ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଡିଜିଟାଲ୍ ଫସଲ ସର୍ବେକ୍ଷଣ। ଚାଷୀ ଭାଇଭଉଣୀମାନେ ସର୍ବେକ୍ଷଣକାରୀଙ୍କୁ ନିଜ ଚାଷ ଜମିର ସଂପୂର୍ଣ୍ଣ ତଥ୍ୟାବଳୀ ଯଥା: ଜମିର କିସମ, ଆୟତନ, ଫସଲର ନାମ ଓ ଜଳସେଚନ ପରିମାଣ ପ୍ରଦାନ କରି ଏହି ଅଭିଯାନରେ ସାମିଲ ହୁଅନ୍ତୁ।

ଚାଷୀ ଭାଇଭଉଣୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ସୂଚନା! ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଡିଜିଟାଲ୍ ଫସଲ ସର୍ବେକ୍ଷଣ। ଚାଷୀ ଭାଇଭଉଣୀମାନେ ସର୍ବେକ୍ଷଣକାରୀଙ୍କୁ ନିଜ ଚାଷ ଜମିର ସଂପୂର୍ଣ୍ଣ ତଥ୍ୟାବଳୀ ଯଥା: ଜମିର କିସମ, ଆୟତନ, ଫସଲର ନାମ ଓ ଜଳସେଚନ ପରିମାଣ ପ୍ରଦାନ କରି ଏହି ଅଭିଯାନରେ ସାମିଲ ହୁଅନ୍ତୁ।
Kanak News (@kanak_news) 's Twitter Profile Photo

"#ବିଏସକେୱାଇ_ଠିକ୍_ଥିଲା' ବିଏସକେୱାଇରେ ସମସ୍ତ ରୋଗର ଚିକିତ୍ସା ପାଇଁ ସହାୟତା ମିଳୁଥିଲା, ହେଲେ ଆୟୁଷ୍ମାନ କାର୍ଡରେ ସେଭଳି ସୁବିଧା ମିଳୁନାହିଁ : ରୋଗୀ #KanakNews #BSKY #AyushmanCard

CMO Odisha (@cmo_odisha) 's Twitter Profile Photo

ଗଞ୍ଜାମ ଜିଲ୍ଲା ହୁମ୍ମାଠାରେ ଏକ ଦୁଃଖଦ ଦୁର୍ଘଟଣାରେ କେ. ମାଳତୀ ପ୍ରଧାନ (ସ୍ୱାମୀ - କେ. ରାଜେନ୍ଦ୍ର ପ୍ରଧାନ) ଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ

CHANDAN BEHERA (@kumarch60615490) 's Twitter Profile Photo

ମିଳିବା ତ ଦୂରର କଥା ଦେଖୁ ବି ନାହାନ୍ତି । ଇଏ ହେଉଛି ଆପଣଙ୍କର ସିଷ୍ଟମ। ଘରେ ବସି ଆମକୁ କି ସୁବିଧା ମିଳୁଛି ତାହା ଜଳଜଳ କରି ସମସ୍ତଙ୍କୁ ଦେଖାଯାଉଛି । ଆଉ ସାର ମାନେ ଭାବୁଛନ୍ତି କି ଆମ ଗୋଡ଼ ତଳକୁ ଆସନ୍ତୁ ଆମକୁ ଅନୁରୋଧ କରନ୍ତୁ | Thanks for your system 👏👏👏 Collector & DM Balasore Revenue & DM Department, Government of Odisha CMO Odisha tahsildar bhograi