Bulu Das
@das_bulu80891
ID: 1837662255195865088
22-09-2024 01:17:18
68 Tweet
10 Takipçi
47 Takip Edilen
ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଦଶତୁଠ ନିକଟରେ ଅଳିଆ ଗଦା ହୋଇଥିବା ବେଳେ ତୁରନ୍ତ ଅଳିଆ ସଫା କରିବା ପାଇଁ CMO Odisha ChiefSecyOdisha H & UD Dept Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ
ପୁରୀ ସହର ମଧ୍ୟରେ ଅବସ୍ଥିତ ୱାର୍ଡ ନଂ 30 ର ରାସନକାର୍ଡ ଧାରୀ ସୌଦାମିନୀ ସେଠି ପି ଗୁଣମଣି ସେଠିଙ୍କୁ ତୁରନ୍ତ ସହରୀ ଆବାସ ଯୋଜନା ରେ ସାମିଲ ପାଇଁ CMO Odisha ChiefSecyOdisha Anu Garg H & UD Dept Collector and District Magistrate Puri Puri Municipality ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ 🙏🙏
ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ତୁରନ୍ତ ଏହି ହିତାଧିକାରୀ ଙ୍କ ଆବେଦନ ଉପରେ ବିଚାର କରି ରାସନ କାର୍ଡ ଯୋଗାଇ ଦେଵାକୁ CMO Odisha ChiefSecyOdisha FoodOdisha Puri Municipality ଙ୍କୁ ବିନମ୍ର ଅନୁରୋଧ 🙏🙏🙏
ରାଜସ୍ବ ବିଭାଗ ପକ୍ଷରୁ ତୁରନ୍ତ ମୃତ ବ୍ୟକ୍ତି ନାମରେ ଥିବା ଜମି ପଟ୍ଟାକୁ ligalhire certificate ଅନୁଯାୟୀ ପ୍ରଜାଖାନା ସଂଶୋଧନ କରି ନୂତନ ପଟ୍ଟା ପ୍ରସ୍ତୁତ କରିବା ପାଇଁ ତହସିଲଦାର ପୁରୀ ପଦକ୍ଷେପ ନେବାକୁ CMO Odisha Revenue & DM Department, Government of Odisha Collector and District Magistrate Puri TAHASIL OFFICE PURI ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏
ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ଆଦର୍ଶ ନଗର ରେ ଥିବା ସରକାରୀ ଅନାବାଦୀ ଜମିରେ ତୁରନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୁରୀ ମୁନିସିପାଲିଟି କତୃପକ୍ଷ ପଦକ୍ଷେପ ନେବାକୁ CMO Odisha Governor Odisha ChiefSecyOdisha H & UD Dept Collector and District Magistrate Puri TAHASIL OFFICE PURI Team ATA Official ଙ୍କୁ ଦୃଷ୍ଟି ଦେଵାକୁ ବିଶେଷ ଅନୁରୋଧ
ପୁରୀ ଜିଲ୍ଲା ପ୍ରଶାସନ ତୁରନ୍ତ ନିମ୍ନ ପତ୍ର ଉପରେ ଦୃଷ୍ଟି ଦେଇ ତୁରନ୍ତ ସରକାରୀ ଯାଗାରେ କଲ୍ୟାଣମଣ୍ଡପ ନିର୍ମାଣପାଈଁ CMO Odisha Governor Odisha ChiefSecyOdisha H & UD Dept Team ATA Officialଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ
ସରକାରୀ ଓ ଅନାବାଦୀ ଜମି ଜବର ଦଖଲ ବୃଦ୍ଧି ପାଉଥିବା ବେଳେ ଅଭିଯୋଗ କରିବାର ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ CMO Odisha Governor Odisha Revenue & DM Department, Government of Odisha Collector and District Magistrate Puri TAHASIL OFFICE PURI ଙ୍କୁ ତୁରନ୍ତ ଜବର ଦଖଲ ଉଛେଦ ସହ ବେଆଇନ ରାସ୍ତା ନିର୍ମାଣ ଉପରେ ରୋକ ଲଗେଇବାକୁ ପଦକ୍ଷେପ ନେବାକୁ ଅନୁରୋଧ
ପୁରୀ ସଦର ପଞ୍ଚାୟତ ସମିତି ଅଧୀନ ବାଲିପୁଟ ଗ୍ରାମ ପଂଚାୟତର ମାର୍କଣ୍ଡପୁର ଗ୍ରାମର ବେଲମଣି ପ୍ରଧାନ ସ୍ୱାମୀ ସ୍ବର୍ଗତ ହୃଷିକେଶ ପ୍ରଧାନ ଏହି ଭଙ୍ଗା ଚାଳିରେ ବସବାସ କରୁଥିବା ବେଳେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଵାକୁ CMO Odisha ChiefSecyOdisha Governor Odisha Panchayati Raj and Drinking Water Department Collector and District Magistrate Puri ଙ୍କୁ ଅନୁରୋଧ 🙏
ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ଇତିଭୁଆଁ ମୌଜାର ବୁଦ୍ଧେଶ୍ୱରଦେବଙ୍କ ନାମରେ ରେକର୍ଡ ଥିବା ଜମିରେ ଛଇତନା ଗ୍ରାମପଞ୍ଚାୟତ ପକ୍ଷରୁ ଅର୍ଥ ଖର୍ଚ୍ଚ ହୋଇ କୀର୍ତନ ମଣ୍ଡପ ବେଆଇନ ଭାବେ ନିର୍ମାଣ ହେଉଥିବା ବେଳେ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏
ପୁରୀ ଜିଲ୍ଲା ସଦରବ୍ଲକ ଅଧିନସ୍ଥ ବାଲିପୁଟ ଗ୍ରାମ ପଞ୍ଚାୟତରେ ସିଆର କଟ ବ୍ରିଜ ଉପରେ ପାନୀୟ ଜଳ ଦୀର୍ଘଦିନ ଧରି ଭାସୁଥିବା ବେଳେ ପଂଚାୟତ ବାସୀଙ୍କୁ ପାଣି ମୁନ୍ଦେ ପିଇବା ପାଇଁ ମିଳୁନାହିଁ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Bdo PuriSadar Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ
ପୁରୀ ସଦର ତହସିଲ ଅଧୀନ ହରେକୃଷ୍ଣପୁର ରାଜସ୍ବ ମୌଜାର ପ୍ଲଟ ନଂ 1 ନୟନଯୋର ଜବର ଦଖଲ ଉପରେ CMO Odisha Governor Odisha ChiefSecyOdisha Collector and District Magistrate Puri TAHASIL OFFICE PURI Team ATA Official Sambad (ସମ୍ବାଦ) Sanjeeb Mohanty Bulu Das Batakrushnapradhan ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ..
Puri ଜିଲ୍ଲାରେ 2000/3000 ଟଙ୍କା ସାଧାରଣ ଗରୀବ ଲୋକଙ୍କ ଉପରେ ବିଲ ବାକି ରହୁଥିବା ବେଳେ ବିଦୂତ୍ କାଟି ଦେଉଥିବା ବେଳେ ତୁରନ୍ତ ନିମ୍ନ ହିତାଧିକାରୀଙ୍କ ବକେୟା ବିଲ ଆଦାୟ ପାଇଁ CMO Odisha ChiefSecyOdisha TP Central Odisha Distribution Ltd anil jena ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ..
ଆଜିର ଖବର କାଗଜରେ ପ୍ରକାଶିତ ଏହି ଖବର ଉପରେ ଦୃଷ୍ଟି ଦେଇ ତୁରନ୍ତ ସ୍ୱତନ୍ତ୍ର audit ପାଇଁ ପଦକ୍ଷେପ ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କୁ ବରଖାସ୍ତ ପାଇଁ CMO Odisha ChiefSecyOdisha Energy Odisha Law Department TP Central Odisha Distribution Ltd Collector and District Magistrate Puri Team ATA Official DEEPA BARIK ଙ୍କୁ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ 🙏
ପୁରୀ ଜିଲ୍ଲାରେ କାର୍ଯ୍ୟରତ ବିଦୂତ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ TATA POWER ର ଗୋଟିଏ ଉପୋଭୋକ୍ତା ଉପରେ 4 ଲକ୍ଷରୁ ଉର୍ଦ୍ଧ ଟଙ୍କା ବକେୟା ଥିବା ବେଳେ କିଭଳି ଉକ୍ତ ଉପଭୋକ୍ତାଙ୍କ ବିଦୂତ ସଂଯୋଗ ବିଚ୍ଛେଦ କରାଯାଉନାହିଁ ସେହି ଘଟଣା ଉପରେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ TP Central Odisha Distribution Ltd ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ.
ଭୁତ ନାମରେ ପଟ୍ଟା # ପୁରୀ ଜିଲ୍ଲା ସଦର ତହସିଲ ଅଧୀନ ମାଟିଆପଡା ମୌଜାରେ ମୃତକ ନାମରେ ପଟ୍ଟା ରହିଥିବା ସମ୍ପର୍କରେ ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଆଦେଶ ଅବମାନନା ଉପରେ CMO Odisha Governor Odisha ChiefSecyOdisha Revenue & DM Department, Government of Odisha Collector and District Magistrate Puri TAHASIL OFFICE PURI ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ..
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଅରଖକୁଦା ପ୍ରାଥମିକ ଉପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ DUTY ରେ ବିଳମ୍ବରେ ପହଂଚିଵା ସମ୍ପର୍କରେ ଅଭିଯୋଗ କରିବାରୁ ଅଭିଯୋଗକାରୀଙ୍କୁ ଧମକ ଦେବା ଉପରେ CMO Odisha Governor Odisha ChiefSecyOdisha EducationOdisha Collector and District Magistrate Puri Puri education ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏
ପୁରୀ କୋଣାର୍କ ରାସ୍ତାର ବାଲିଘାଇ ଛକ ପୂର୍ବରୁ ECO sensitive zone ମଧ୍ୟରେ ବେଆଇନ ନିର୍ମାଣ ଉପରେ CMO Odisha Odisha Forest, Env. and Climate Change Department PCCF WL & CWLW, Odisha Central Pollution Control Board Collector and District Magistrate Puri DFO, Puri Circle Team ATA Official Sanjeeb Mohanty ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ
କର୍ତଵ୍ୟରତ ପୋଲିସ ଅଧିକାରୀଙ୍କୁ ଧମକ ଦେଇ DUTY ରେ ବାଧା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ CMO Odisha Governor Odisha Home Department, Govt. of Odisha DGP, Odisha Puri Police ଙ୍କୁ ଅନୁରୋଧ 🙏
ପୁରୀଜିଲ୍ଲା ଗୋପବ୍ଲକ ଅଧିନସ୍ଥ ଛଇତନା ପଂଚାୟତରେ CC ROAD କାର୍ଯ୍ୟହୋଇଛି ବୋଲି ବ୍ଲକପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ପଂଚାୟତ ନିର୍ବାହୀ ଅଧିକାରୀ RTI ରେ ତଥ୍ୟପ୍ରଦାନ କଲେ କାମ ହୋଇନାହିଁ #PEO ଙ୍କ ମିଥ୍ୟା ତଥ୍ୟ ପ୍ରଦାନ ଉପରେ CMO Odisha Panchayati Raj and Drinking Water Department ChiefSecyOdisha Collector and District Magistrate Puri ଙ୍କୁ ଦୃଷ୍ଟିଦେଵାକୁ ଅନୁରୋଧ
ପୁରୀ ସ୍ୱର୍ଗଦ୍ୱାରର ଏହି ଅବ୍ୟବସ୍ଥା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ CMO Odisha Governor Odisha H & UD Dept Collector and District Magistrate Puri Puri Municipality Team ATA Official Sanjeeb Mohanty Voice of Odisha ଙ୍କୁ ଅନୁରୋଧ 🙏