Chandrakanta Jena
@chandrakan62845
ID: 1816016104222830592
24-07-2024 07:42:53
0 Tweet
2 Takipçi
110 Takip Edilen
ଦୀର୍ଘ ବର୍ଷ ବିତିଲାଣି ସରୁନି ୧୬ ନୋ ଜାତୀୟ ରାଜପଥ କାମ। ଧୂଳି ଡଷ୍ଟ ଗୁଣ୍ଡ ରେ ଯାତାୟାତ ବାଧା ପ୍ରାପ୍ତ। ଘଟୁଛି ଅନେକ ଦୁର୍ଘଟଣା। ସମସ୍ତଙ୍କର ନଜର ଅଢୁଆଳରେ ଲୋକଙ୍କର ସମସ୍ୟା। Collector & DM Balasore RTO Balasore CMO Odisha NHAI Nitin Gadkari Office Of Nitin Gadkari ministry of roads & highways National Highways: South-East
ଖନ୍ତାପଡା ପୋଲିସ୍ ର ଦାୟିତ୍ଵ ହୀନତା ପାଇଁ ଗଲା ଦୁଇ ଜୀବନ। Collector & DM Balasore Balasore Police DIG,ER, Balasore RTO Balasore CMO Odisha DGP, Odisha Odisha Police Home Department, Govt. of Odisha NHAI State Transport Authority, Odisha Nitin Gadkari ministryoftransport
ରାଜସ୍ୱ ବିଭାଗ ୪ ମାସ ତଳେ ବାତ୍ୟା ଆଶ୍ରୟ ସ୍ଥଳୀର ମରାମତି ପାଇଁ ଟଙ୍କା ମଞ୍ଜୁର କରିଥିଲେ। ବାସ୍ତବରେ ଏମିତି ମରାମତି ହୋଇଛି। ଏକ ଟଙ୍କା ବି ଖର୍ଚ୍ଚ ହୋଇନି। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ତାଳପଦା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ର ଫୋଟୋ। ଏବେ ବାତ୍ୟା ଆସିବା ସମୟ, ଦେଖିବା କଣ ହେଉଛି। Collector & DM Balasore Revenue & DM Department, Government of Odisha CMO Odisha
ବାଲେଶ୍ଵର ରେମୁଣା ବ୍ଲକ୍ ଦହପଡ଼ା ପଞ୍ଚାୟତ ବୁଢ଼ା ବଳଙ୍ଗ ନଦୀ ପଠା ରୁ ନିର୍ଧୋମ କଟା ହେଉଛି ଗଛ। ଅବଗତ ଅଛନ୍ତି ସବୁ ଅଧିକାରି, ତହସିଲ ଦାର୍, ଆର୍ ଆଇ, ପୋଲିସ୍। ସଦର ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ସ୍ଥାନୀୟ ସରପଞ୍ଚ।ହେଲେ କାର୍ଯ୍ୟାନୁଷ୍ଠାନ ସୁନ। Collector & DM Balasore DIG,ER, Balasore Balasore Police Odisha Forest, Env. and Climate Change Department Department of Environment, Forest & Climate Change
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କର ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ