Satyajit Biswal
@bsatyajit_02
#Association Of Twitter Activities @OfficialTeamATA
Block Co-ordinator #Parjang #Social_Worker
Students Of BSC ( Botany ) A Proud Of Odia
ID: 1448334700653658115
13-10-2021 17:09:07
2,2K Tweet
846 Followers
861 Following
ପ୍ରକାଶିତ ଖବରକାଗଜ ଉପରେ ମାନନୀୟା Collector Kandhamal ମହୋଦୟା ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। Panchayati Raj and Drinking Water Department @Dssokandhamal CMO Odisha Home Department, Govt. of Odisha ssped
ଢ଼େଙ୍କାନାଳ ସିଡିଏମଓ ଙ୍କ #X ଆକାଉଣ୍ଟ ଟି ୨୦୨୧ ରୁ ନିଷ୍କ୍ରିୟ ଅଛି। #X ଆକାଉଣ୍ଟ କୁ ସକ୍ରିୟ ରଖିବାକୁ ଅନୁରୋଧ। CMO Odisha Mohan Charan Majhi District Dhenkanal H & FW Dept Odisha ChiefSecyOdisha Pravati Parida Home Department, Govt. of Odisha CDM&PHO Dhenkanal
ସାଦରେ ପ୍ରଣାମ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିଛି ଏକ ସଚେତନ ନାଗରିକ ଭାବେ କିନ୍ତୁ ଆପଣଙ୍କ ନୟାଗଡ଼ RTO Nayagarh ଦୁଇ ଦୁଇ ଥର ସମନ ପଠାଇ ଏକ ସୁସ୍ଥ ସମାଜର କଣ୍ଠରୋଧ କରିବାର ଅପଚେଷ୍ଟା କରୁଛନ୍ତି ଏହାର ତ୍ୱରିତ ତଦନ୍ତ କରିବାକୁ State Transport Authority, Odisha ଙ୍କୁ ଅନୁରୋଧ | Bibhuti Bhusan Jena 🇮🇳 AMITABH THAKUR 🇮🇳 Dipti Ranjan patra Usha Padhee
ଢେ଼ଙ୍କାନାଳ: ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ କଲାଙ୍ଗ ଗ୍ରାମ ପାଲଟାସିଂ 13 ନଂ ୱାର୍ଡର ମଧୁପୁର ଚକରେ ଥିବା ସଂରକ୍ଷିତ ସ୍ମଶାନ ଜମି ପ୍ଲଟ ନଂ 2377/4687 ର ଖାତା ନଂ 556 ଜମିକୁ ବଳପୂର୍ବକ ମେସିନ ଲଗାଇ ଗାତଖୋଳି ଜବର ଦଖଲ କରାଯାଉଅଛି l Respected CMO Odisha Revenue & DM Department, Government of Odisha Suresh Pujari Office District Dhenkanal Thasil Office Odapada
Requesting the concerned authority to look into the matter and resolve the issue at the earliest.CMO Odisha H & UD Dept Collector and District Magistrate, Angul State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC Usha Padhee Bibhuti Bhusan Jena
Sir, kindly look into this matter and taken necessary steps. 🙏🙏 Respected CMO Odisha Mohan Charan Majhi Pravati Parida Panchayati Raj and Drinking Water Department Home Department, Govt. of Odisha District Dhenkanal BDO Parjang Dr. Mukesh Mahaling Odisha Rural
ଢ଼େଙ୍କାନାଳ: କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ଗାଁର ଶରତ ବିଶ୍ୱାଳ (୫୦)ଙ୍କ ଦିବ୍ୟାଙ୍ଗ ୮ ମାସ ହେବ ଭତ୍ତା ମିଳୁ ନାହିଁ। ।ତୁରନ୍ତ ଘଟଣାର ତଦନ୍ତ କରି ଭତ୍ତା ପ୍ରଦାନ କରିବାକୁ ଅନୁରୋଧ। District Dhenkanal CMO Odisha SSEPD ChiefSecyOdisha spdhenkanal Panchayati Raj and Drinking Water Department BDO KANKADAHAD
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିର ସୁନିଆଁ ନାଏକ ଜଣେ 75% ଦିବ୍ୟାଙ୍ଗ ଅଟନ୍ତି, ତାଙ୍କ ଘର ଉପରକୁ ଏକ ବିରାଟ ବଡ଼ ଗଛ ବିପଦ ସଙ୍କୁଳ ଅବସ୍ଥାରେ ଢାଙ୍କି କି ରହିଛି। ଏହି ଗଛ ଟି ରାଜସ୍ବ ଜମିରେ ଥିବାରୁ Revenue & DM Department, Government of Odisha ଙ୍କୁ ଅନୁରୋଧ କରୁଛି କି ଗଛ ଟି କାଟିବାକୁ ଅନୁମତି ଦିଅନ୍ତୁ।
ଶ୍ରୀମନ୍ଦିର ପୁରରେ ବ୍ୟବହାର ପାଇଁ ଆସୁଥିବା Omfed Official ର ଘିଅ ଟିଣରେ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରିଣ୍ଟ କରାଯାଇଛି। ଘିଅ ବ୍ୟବହାର ପରେ ଉକ୍ତ ଟିଣକୁ ଅଳିଆ ସଫେଇ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭକ୍ତଙ୍କ ମହଲରେ ଅନେକ ଦୁଃଖ ପ୍ରକାଶ ପାଇବା ସହିତ ମହାପ୍ରଭୁଙ୍କ ଫୋଟ ପ୍ରିଣ୍ଟ ନକରିବା ପାଇଁ ଅନୁରୋଧ କରାଯାଉଛି।
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହି, ରାତ୍ରୀ ସମୟରେ ବନ୍ୟ ହାତୀମାନଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ସୋଲାର ଲାଇଟ୍ ବ୍ୟବସ୍ଥା ସ୍ଥାପନ କରିବାକୁ ବିନମ୍ର ଅନୁରୋଧ। CMO Odisha Ganesh Ram Singkhuntia PCCF WL & CWLW, Odisha BJP Odisha DFO DHENKANAL Satyabrata Sahu
ଢେଙ୍କାନାଳ ଜିଲ୍ଲା: ପରଜଙ୍ଗ ବ୍ଲକ ଲଦା ପଞ୍ଚାୟତର ଢିଗୀଢିଗା ଅନୁସୂଚିତ ଜାତି ବସ୍ତିର ବିଷ୍ଣୁ ନାଏକ (୪୦) ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି, ଚିକିତ୍ସାରେ ଅର୍ଥ ସାଜିଛି ବାଧକ। CMO Odisha Mohan Charan Majhi Dr. Mukesh Mahaling H & FW Dept Odisha Ministry of Health CDM&PHO Dhenkanal District Dhenkanal BJP Odisha
Sanjit Das 𝕏 District Dhenkanal CMO Odisha DHH DHENKANAL ChiefSecyOdisha TP Central Odisha Distribution Ltd H & FW Dept Odisha Jana Sunani Dr. Mukesh Mahaling Team ATA Official Manish Jena (ମନୀଷ ଜେନା) Environmental & Climate Activist (🇮🇳 India🇮🇳) Jena Satyajit Biswal Binaya Kumar Naik(Socialist)✍️ Respected Sir, Municipality doesn't provide street light service & maintenance inside District Head quarter Hospital Campus. It may be communicate to Hospital authority. Sanjit Das 𝕏
Dhenkanal:On the College Bypass Overbridge on NH- 55 high- voltage 33 KV electricity wires are hanging at a very low height above the road, posing a danger to vehicles plying on the overbridge. NHAI NHAI RO Odisha District Dhenkanal CMO Odisha ChiefSecyOdisha Ga&Pg_Dept Jana Sunani