BIJAYA KUMAR NAYAK
@bijayak75547362
ମାନବ ସେବାହିଁ ମାଧବ ସେବା ⭕❗⭕ 🙏🙏🙏 , 8908462420
ID: 1226511943269146629
09-02-2020 14:23:44
1,1K Tweet
821 Followers
600 Following
ମନ୍ତ୍ରୀଙ୍କ ତାଗିତ୍ ଙ୍କୁ ମାନୁନି ଠିକା ସଂସ୍ଥା, ଟମକା - ମଙ୍ଗଳପୁର ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନ ମାନର CMO Odisha Works Department, Odisha Prithiviraj Harichandan ChiefSecyOdisha Collector & DM, Jajpur Pradeep Balsamant
ବିଲ୍ ପରେ ବିଲ୍ ହେଉଛି ହେଲେ ଗାଁ ସାହିରେ ଲାଇଟ୍ ମରାମତି ହୋଇପାରୁନି, ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ମାର୍ଥାପୁର ଗ୍ରାମର 10 ନମ୍ବର ୱାର୍ଡ CMO Odisha Panchayati Raj and Drinking Water Department District Dhenkanal Jana Sunani ChiefSecyOdisha BDO BHUBAN
ଢେଙ୍କନାଳ ଜିଲ୍ଲା କାମାକ୍ଷନଗର ଅ଼ଞ୍ଚଳରେ ହାତୀ ଆତଙ୍କ,, ବନ ବିଭାଗ ପଦକ୍ଷେପ ନେଉ ନଥିବା ଅଭିଯୋଗ CMO Odisha Panchayati Raj and Drinking Water Department District Dhenkanal Odisha Forest, Env. and Climate Change Department DFO DHENKANAL ଉପ-ଜିଲ୍ଲାପାଳ ,କାମାକ୍ଷାନଗର
ବର୍ଷ ବର୍ଷ ଧରି କେନାଲ ମରାମତି ହେଉନି, ଢେଙ୍କନାଳ ଜିଲ୍ଲା କାମାକ୍ଷନଗର ଡିଭିଜନର ଜିରାଳ - ମାର୍ଥାପୁର ମୁଖ୍ୟ କେନାଲ CMO Odisha District Dhenkanal ଉପ-ଜିଲ୍ଲାପାଳ ,କାମାକ୍ଷାନଗର ChiefSecyOdisha Odisha Lift Irrigation Corporation Ltd.
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଗରାମିଆଁ ଗୁଜୁରାଟ ମୁଣ୍ଡା ସାହି ପାଖରେ ଥିବା ସୋଲାର ପାନୀୟଜଳ ପ୍ରକଲ୍ପ ଅଚଳ, CMO Odisha Panchayati Raj and Drinking Water Department Collector & DM, Jajpur RWSS_Jajpur bdo_sukinda
ଢେଙ୍କନାଳ ଜିଲ୍ଲା କାମାକ୍ଷନଗର ବ୍ଲକ୍ ଗୁଣ୍ଡିଚାନାଳୀ ଗ୍ରାମର ଦିବ୍ୟାଙ୍ଗ ଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ CMO Odisha Panchayati Raj and Drinking Water Department District Dhenkanal SSEPD DSSO Dhenkanal ଉପ-ଜିଲ୍ଲାପାଳ ,କାମାକ୍ଷାନଗର Jana Sunani BDO Kamakhyanagar
ଢେଙ୍କନାଳ ଜିଲ୍ଲା ଗଁଦିଆ ବୁକ୍ ବାଇଁସିଆ- କଙ୍କା ଅସମ୍ପୁର୍ଣ୍ଣ, ବଢୁଛି ଦୁର୍ଘଟଣା CMO Odisha Panchayati Raj and Drinking Water Department District Dhenkanal Jana Sunani ChiefSecyOdisha
ପକ୍କା ରାସ୍ତାରେ ଉପରେ ମୋରମ ପ୍ୟାଚ,, ଖୁବ୍ ଶୀଘ୍ର ରାସ୍ତାକୁ ମରାମତି କରିବା ପାଇଁ ନିବେଦନ.,, ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ମୁଗୁପଦା ଗାଁ ରାସ୍ତା CMO Odisha Panchayati Raj and Drinking Water Department District Dhenkanal ଉପ-ଜିଲ୍ଲାପାଳ ,କାମାକ୍ଷାନଗର Jana Sunani Bhuban Block
କାର୍ଯ୍ୟରେ ଆସୁନି ମିସନ୍ ଶକ୍ତି ଗୃହ,, ମଦ୍ୟପ ମାନଙ୍କର ଆଡ଼ାସ୍ଥଳୀ ପାଲିଟିଛି,, ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ମାର୍ଥାପୁର ପଞ୍ଚାୟତ CMO Odisha Panchayati Raj and Drinking Water Department District Dhenkanal @misansakti Pravati Parida ChiefSecyOdisha Bhuban Block
ଢ଼େଙ୍କାନାଳ: ଭୂବନ NAC ୱାର୍ଡନଂ 9ରେ ଥିବା ଡ୍ରେନ ଭଲରେ ସଫାହେଉନାହିଁ, ଯାହାଫଳରେ ଘର ଦ୍ବାର ପାଣିପଶି ଜମାହେଉଛି ମଶା ଡ଼ାଉଁଶ, ଡେ଼ଙ୍ଗୁରେ ବାସିନ୍ଦା ଅସୁବିଧାରେ ସମ୍ମୁଖୀନ l Respected CMO Odisha ChiefSecyOdisha Anu Garg Usha Padhee Dr. Krushna Chandra Mahapatra H & UD Dept District Dhenkanal Bhuban NAC pic.x.com/sF9mS1sWpw
My humble request to Hon'ble CMO Odisha Sir please resolve the issue by investigating the facts based on the information published in the newspaper. ChiefSecyOdisha Panchayati Raj and Drinking Water Department Rural Water Supply and Sanitation, Odisha RWSS_Jajpur Collector & DM, Jajpur CDO, ZP JAJPUR Rabi Narayan Naik