BDO CHIKITI
@bdo_chikiti
BDO CHIKITI WELCOMES YOU
ID: 1399347663250755588
31-05-2021 12:51:15
955 Tweet
382 Followers
26 Following
ଗଞ୍ଜାମ ଜିଲ୍ଲାର ଚିକିଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଚିକିଟି ବ୍ଲକ୍ ଅଧ୍ୟକ୍ଷ, ତହସିଲଦାରଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ। CMO Odisha
ଆଜି, ନିର୍ବାଚନ ସଦନରେ, #CEC ଶ୍ରୀ ଜ୍ଞାନେଶ କୁମାର ମାନବାଧିକାର, ଗଣତନ୍ତ୍ର ଏବଂ ଆଇନର ଶାସନ ପାଇଁ ରାଷ୍ଟ୍ରଦୂତ-ଆଟ୍-ଲାର୍ଜ, ଇରିନା ସ୍କୁଲଗିନ୍ ନ୍ୟୋନି Irina Schoulgin Nyoni ଙ୍କୁ ଭେଟିଛନ୍ତି ।