BBM
@bbm703062624810
ID: 1899341725132357632
11-03-2025 06:09:03
3,3K Tweet
1 Followers
90 Following
The Legacy Tug of War Dharitri Special 👇🏽 Dharitri Live Tathagata🌶️Satpathy Sunit Mishra
Bhrugu Baxipatra sir 🔥🔥🔥 ମିଛୁଆ BJP Odisha ଓ BJP ମହିଳା bill ଆଳରେ Delimitation Bill pass କରିବାର ଚକ୍ରାନ୍ତ କରୁଥିଲା। ଯଦି ମହିଳାଙ୍କୁ reservation ଦେବାର ଅଛି ୫୪୭ seat ଉପରେ reservation ଦିଅ, ଆମେ ଜାଣିବୁ ଯେ ତୁମେ ମହିଳାଙ୍କ ସପକ୍ଷରେ। Naveen Patnaik Vkpandianfanclub
A major step toward justice for Sijimali. Upholding the Constitutional Rights of our Tribal Communities. Under the guidance of my leader & Hon’ble Party President Shri Naveen Patnaik Ji (Naveen Patnaik), I formally moved the National Commission for Scheduled Tribes (NCST) today.
ଫରକ ସଫା ଦେଖା ଯାଉଛି ଦୁଇ ବର୍ଷ ଅନ୍ତରାଳରେ BJP Odishaର ଥାପି ଦେଇଥିବା ମୁଖ୍ୟମନ୍ତ୍ରୀ Mohan Charan Majhi ଏବଂ Biju Janata Dal ଦଳର କେବଳ ନୁହେଁ ରାଇଜର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ମଧ୍ୟରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ।