
Laxmi Bagh
@bagh_laxmi
Social worker. RTs not always endorsement
ID: 1245977028274212865
03-04-2020 07:31:12
2,2K Tweet
1,1K Takipçi
595 Takip Edilen

Dear Sir, Please look at this media coverage and do a probe. The family is facing a lot of problems due to the lack of a home. Please provide a home for this family. #home #pmay CMO Odisha Collector Kandhamal Home Department, Govt. of Odisha Housing For All I & PR Department, Odisha Tusharkanti Behera


Enable Farmers Progress! Second cropping is a lifeline for farmers, boosting income and food security. Urgently appeal for the provision of seeds for second cropping before October 15, 2023. #seedsforsecondcrop #krushikranti CMO Odisha କୃଷି ବିଭାଗ, ଓଡ଼ିଶା @mosarkar5T Ranendra Pratap Swain

Dear Sir, please listen her&look at this media coverage. She is Parbati Kisan from Ghantamal village of Sambalpur dist. She is facing a lot of problems due to lack of a home.please provide a home for her. Pradeep Jena IAS Vkpandianfanclub Panchayati Raj and Drinking Water Department Rural Housing Odisha #12baje12minute

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତୁରେଇକେଲା ବ୍ଲକ, ବଲାଙ୍ଗୀର ବ୍ଲକ ର ଲୋକ ଉନ୍ନତି ସଂଗଠନ ତରଫରୁ ବ୍ଲକ ପୁନଃ ଗଠନ କରାଗଲା ଏବଂ ବ୍ଲକ କମିଟିକୁ ତାଙ୍କ ଦାଇତ୍ଵ କର୍ତ୍ତବ୍ୟ ଏବଂ ବ୍ଲକ ସମସ୍ୟା ଉପରେ ତାଲିମ ଦିଆଗଲା | |CMO Odisha @DMBalangir 12 Baje 12 minute


Sir, Pl,ensure free & fair land settlement amongst the inhabitants,with statusqou in DC patta in 19 unsurvey village of lakhanpur tahasil . CMO Odisha Collector and DM, Jharsuguda MoSarkar 5T Revenue & DM Department, Government of Odisha #lakhanpurtahasildar #RDCsambalpur #12baje12minute


Sir, pls look into the media coverage and take nacesssry action CMO Odisha Collector and DM, Jharsuguda MoSarkar 5T Directorate of Fisheries, Odisha #12baje12minute #jharsugudafisheresdept


ପ୍ରକାଶିତ ଖବର କାଗଜରେ ଉପସ୍ଥାପନ ହୋଇଥିବା ଭଗବତୀ ପାତ୍ରଙ୍କ ପରିବାର ଆଜକୁ ୫ ବର୍ଷ ଧରି ପଲିଥିନ ତଳେ ବାସ କରୁଛନ୍ତି, ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଛୁ ଭଗବତୀଙ୍କୁ ଜମି ଦିଆଯାଇ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ। ITDA, KAPTIPADA, UDALA Sub-Collector & SDM, Udala Collector & District Magistrate Mayurbhanj CMO Odisha #12baje12minute #AwasYojana


Dear Sir, Please look at this survey findings and take the necessary action so that more and more farmers will register in the Krushak Portal. Collector & District Magistrate Mayurbhanj Manoj Mishra ମନୋଜ ମିଶ୍ର E&IT Department Odisha CMO Odisha


Pradeep Jena IAS ସାର #ସମ୍ୱଲପୁର ଜିଲ୍ଲା #କୁଚିଣ୍ତା ବ୍ଲକ #ହାଡ଼ିପାଲି ଗ୍ରା.ପ. #କିଣ୍ଡିରା ଗ୍ରାମର ଶୁକଦେବ ଛତ୍ରିଆ ଗତକାଲି ମୃତ୍ୟବରଣ କରିଛନ୍ତି ତାଙ୍କ ସ୍ତ୍ରୀ ଙ୍କୁ ସମସ୍ତ ସରକାରୀ ସୁବିଧା ଦିଆଯାଉ SSEPD BDO KUCHINDA DM Sambalpur RCDR @SSEPD SAMBALPUR Govt of Odisha CMO Odisha MoSarkar 5T Pension Parishad 12 Baje 12 minute #12baje

Our 3 talented students Swetaparna Majhi, Byomojyoti Sahoo & P. Sandeep Sourav from Class-X of OAV BUDHAPAL,REAMAL, DEOGARH have qualified for the quarter final round of G20 ThinkQ Indian Navy Quiz. Wishing them a goodluck for the next Round! CMO Odisha,SpokespersonNavy,EducationOdisha


Make registration free on the Krushak Odisha Portal for all farmers. An appeal to the Odisha Government to support the farmers. #krushikranti #supportfarmers #collectiveaction #mosevakendra CMO Odisha କୃଷି ବିଭାଗ, ଓଡ଼ିଶା Panchayati Raj and Drinking Water Department OCAC Odisha E&IT Department Odisha. 12 Baje 12 minute


ମାନ୍ୟବର ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ନୂତନ BDO ଶ୍ରୀଯୁକ୍ତ ସାଗର ଚନ୍ଦ୍ର ମୁର୍ମୁ ଙ୍କୁ ମହିଳା ସଂଗ୍ରାମ ସମିତି ସବଡେଗା ତରଫରୁ ସ୍ୱାଗତ ଜଣାଇ ସଂଗଠନ କାର୍ଯ୍ୟକଳାପ, ଲକ୍ଷ୍ୟ, ଉଦେଶ୍ୟ ଉପରେ ଆଲୋଚନା ହୋଇଥିଲା |CMO Odisha Collector and DM, Sundargarh Subdega Panchayat Samiti , Sundargarh #12baje12minute


International Girls child day celibreted at Goilo UP school of Jaisar Gp, Subdega Block, Sundargarh Dist. CMO Odisha EducationOdisha Collector and DM, Sundargarh Subdega Panchayat Samiti , Sundargarh #12baje12minute Education 2030 Odisha RTE Forum


ମହାଶୟ/ମହାଶୟା, ଆଗ୍ରହ କରୁକି,ସମଗ୍ର ଓଡିଶାବାସୀଙ୍କ ସାମଗ୍ରିକ ବିକାଶ ନିମନ୍ତେ ପ୍ରସ୍ତୁତ ହୋଇଥିବା ଜନ-ଇସ୍ତାହାରକୁ ସ୍ୱୀକୃତି ଦେବାସହ ନିଜ ଦଳୀୟ ଇସ୍ତାହାରରେ ସ୍ଥାନ ଦେବାକୁ ଅନୁରୋଧ | #VoterAwareness #MyVotemyrights #EveryVoteMatters #VoterAwareness Bhabani Shankar Bhoi Kusum Tete Binaya Kumar Toppo


ମହାଶୟ/ମହାଶୟା, ଆଗ୍ରହ କରୁକି,ସମଗ୍ର ଓଡିଶାବାସୀଙ୍କ ସାମଗ୍ରିକ ବିକାଶ ନିମନ୍ତେ ପ୍ରସ୍ତୁତ ହୋଇଥିବା ଜନ-ଇସ୍ତାହାରକୁ ସ୍ୱୀକୃତି ଦେବାସହ ନିଜ ଦଳୀୟ ଇସ୍ତାହାରରେ ସ୍ଥାନ ଦେବାକୁ ଅନୁରୋଧ | #VoterAwareness #MyVotemyrights #EveryVoteMatters #VoterAwareness Bhabani Shankar Bhoi Kusum Tete Binaya Kumar Toppo


Call on Odisha's political parties to adopt the #PeoplesManifesto. It embodies community aspirations—for the people, by the people! #Democracy #CommunityPower #CollectiveAction Biju Janata Dal Odisha Congress BJP Odisha Bahujan Samaj Party - Odisha AAP Odisha 🇮🇳 12 Baje 12 minute


ପ୍ରଶାସନ ଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ , ତଦନ୍ତ କରି ଏମାନଂକୁ କଡା ସାସ୍ତି ଦିଆଯାଉ, ଏମାନଂକୁ ଉଚିତ ଦଣ୍ଡ ମିଳିଲେ ବାକି ମାନେ ମଧ୍ୟ ସଚେତନ ହେବେ.🙏facebook.com/share/r/15hwdQ… ☝️ଏହି vedio ଟି ଅତ୍ୟନ୍ତ ଦରଦନିୟ. DM Sambalpur CMO Odisha #humanrights #Maintalillnes #oldwoman


ରଣପୁର (ମଝାପଡା ) ଗ୍ରାମ ର 40 ଟି ଆଦିବାସୀ ପରିବାର ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତଦନ୍ତ କରି ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମହିଳା ମାନେ ନିବେଦନ କରିଛନ୍ତି ପଞ୍ଚାୟତ ଦମକୁଡା, ବ୍ଲକ ସବଡେଗା, ଜିଲ୍ଲା ସୁନ୍ଦରଗଡ଼ |#Safewater #CleanWater Panchayati Raj and Drinking Water Department @Odishawate #womenhealth

#କଟକ ଜିଲ୍ଲା #କଣ୍ଟାପଡା ବ୍ଲକ #ଗୋବିନ୍ଦପୁର ଗ୍ରା.ପ. #କଜଳପୁର ଗ୍ରାମର ୧୦୦% ଥିବା ଦିବ୍ୟାଙ୍ଗ କିଶୋର କୁମାର ଭୋଇ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ | ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଅନୁରୋଧ 🙏 SSEPD DM Cuttack District Social Security Office, Cuttack Nityananda Gond CMO Odisha Finance Department Pension Parishad #12baje12minute
