Ashis Kumar(fight for rights)
@ashismalua
Ashis Kumar
ID: 1286996508995272705
25-07-2020 12:08:07
22 Tweet
15 Followers
297 Following
ଜନ୍ମଦିନ ର ହାର୍ଦ୍ଧିକ ଅଭିନନ୍ଦନ ରାହୁଲ ଗାନ୍ଧୀ ଜୀ 💐💐🌳🌳 Rahul Gandhi
ଯାହା ହେଉ ଓଡିଶା ସରକାରଙ୍କ ର ପ୍ରତ୍ୟେକ ବିଭାଗ X ରେ କୌଣସି ଅଭିଯୋଗ ହେଲେ ତୁରନ୍ତ ପଦକ୍ଷେପ ନେଉଛନ୍ତି l ହୃଦୟରୁ ସାଧୁବାଦ ଜଣାଉଛି 🙏 CMO Odisha Naveen Patnaik Pravati Parida Collector and District Magistrate, Angul Mohan Majhi - People's CM
ମୁକୁଳା ପଡିଛି ଗ୍ରାମୀଣ କେନାଲ (ଡ୍ରେନ ) ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ଗ୍ରାମ ପଞ୍ଚାୟତ l ଦୟାକରି ଏହାର ଘୋଡଣି ବ୍ୟବସ୍ଥା କରାଯାଉ 🙏 Pravati Parida Collector and District Magistrate, Angul CMO Odisha Ministry of Rural Development, Government of India Dr. Mukesh Mahaling