Ashish Kumar Behera (@ashishk59983703) 's Twitter Profile
Ashish Kumar Behera

@ashishk59983703

I am Social worker at Odisha since 20 years. Now i am working at Gajapati District in Atmashakti Trust as a District Manager.

ID: 1245421091159343104

calendar_today01-04-2020 18:45:19

2,2K Tweet

1,1K Takipçi

512 Takip Edilen

JJM, MAYURBHANJ (@jjmmayurbhanj) 's Twitter Profile Photo

ସମ୍ମାନୀୟ, Rural Water Supply and Sanitation, Odisha ଦୟାକରି ପୋଡ଼ାଅସ୍ତିଆ ୧୪ ନଂ ୱାର୍ଡରେ ନଳକୂପ କୁ ଉଠାଇ ସୋଲାର କରାଯାଇଥିବାରୁ ୨ବର୍ଷ ହେବ ବର୍ଷା ଦିନ ହେଲେ ପାଣି ବାହାରୁ ନାହିଁ। ତେଣୁ ଉକ୍ତ ସମସ୍ୟା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ । @RWSS_shamakhunta Panchayati Raj and Drinking Water Department #SafeDrinkingWaterForAll #RuralDevelopment

Kanak News (@kanak_news) 's Twitter Profile Photo

#ଏସସିବି_ମେଡିକାଲରେ_ମୁଖ୍ୟମନ୍ତ୍ରୀଙ୍କ_ପତ୍ନୀ ଏସସିବି ମେଡିକାଲରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ସାଧାରଣ ଲୋକଙ୍କ ଭଳି ଧାଡ଼ିରେ ଗଲେ #KanakNews #SCBMediacl

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ବାଉରୀଗୁଡା ଗ୍ରା.ପ. ଅନ୍ତର୍ଗତ ଗନମୁଣ୍ଡା (କନ୍ଦ୍ରାପଡା) ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ବାରମ୍ବାର ପୋଡି ଯାଉଛି | ତୁରନ୍ତ ଦୃଷ୍ଟି ଦେବାକୁ TP Western Odisha Distribution Ltd. ଙ୍କୁ ଅନୁରୋଧ | #ବିଦ୍ୟୁତ_ବିଛିନ୍ନ #ଶିକ୍ଷା_ରେ_ଅସୁବିଧା Energy Odisha Kanak Vardhan Singh Deo (Modiji Ka Parivar) Pradeep Jena IAS CMO Odisha

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ବାଉରୀଗୁଡା ଗ୍ରା.ପ. ଅନ୍ତର୍ଗତ ଗନମୁଣ୍ଡା (କନ୍ଦ୍ରାପଡା) ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ବାରମ୍ବାର ପୋଡି ଯାଉଛି | ତୁରନ୍ତ ଦୃଷ୍ଟି ଦେବାକୁ TP Western Odisha Distribution Ltd. ଙ୍କୁ ଅନୁରୋଧ |
#ବିଦ୍ୟୁତ_ବିଛିନ୍ନ
#ଶିକ୍ଷା_ରେ_ଅସୁବିଧା
Energy Odisha
Kanak Vardhan Singh Deo (Modiji Ka Parivar)
Pradeep Jena IAS
CMO Odisha
Collector Gajapati (@dm_gajapati) 's Twitter Profile Photo

ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l (୧/୨) CMO Odisha SRC, Govt of Odisha OSDMA Odisha I & PR Department, Odisha

ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l (୧/୨)
CMO Odisha
SRC, Govt of Odisha OSDMA Odisha
I & PR Department, Odisha
Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ତିଳେଇମାଲ ଗାଁର ଏକାକିନି ମହିଳା ଜାନକୀ ବାଗ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ | ଯଥାଶୀଘ୍ର ଉକ୍ତ ଯୋଜନାରେ ଯୋଡିବାକୁ ଅନୁରୋଧ | #NoHunger #FoodForAll #FoodSecurity Panchayat Samiti, Jamankira DM Sambalpur FoodOdisha Er. Abanikanta Sahoo (Chairperson OSFC) Odisha State Food Commission CMO Odisha Right to Food Campaign, Odisha

JJM, MAYURBHANJ (@jjmmayurbhanj) 's Twitter Profile Photo

#BrownToGreen- ପଡ଼ିଆ ରୁ ବଢିଆ Hon'ble Kanak Vardhan Singh Deo (Modiji Ka Parivar), #SecondCropping is leading us towards #SustainableAgriculture, with timely support with free seeds under RFM scheme can strengthen our livelihoods and food security. କୃଷି ବିଭାଗ, ଓଡ଼ିଶା MSSRF OTV #Odisha #ViksitBharat #SDGs

12 Baje 12 minute (@12_baje) 's Twitter Profile Photo

Sir, Sukanti Madhei, a woman farmer from Athapada village (Mayurbhanj), turned free govt seeds into a successful harvest last year. She now urges the govt to ensure timely seed supply again by October 15. So she can farm and feed her family. #SupportFarmers #SeedSupport

Pravati Parida (@pravatipodisha) 's Twitter Profile Photo

ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷାରେ ପ୍ରଥମ ରାଙ୍କ୍ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା କଟକର ଡକ୍ଟର ପୁଷନ ମହାପାତ୍ରଙ୍କୁ ଶୁଭେଚ୍ଛା । ତାଙ୍କର ଏହି ସଫଳତା ହଜାର ହଜାର ମେଡିକାଲ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ। ମହାପ୍ରଭୁଙ୍କ ନିକଟରେ ପୁଷନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରାର୍ଥନା କରୁଛି ।

ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷାରେ ପ୍ରଥମ ରାଙ୍କ୍ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା କଟକର ଡକ୍ଟର ପୁଷନ ମହାପାତ୍ରଙ୍କୁ ଶୁଭେଚ୍ଛା । ତାଙ୍କର ଏହି ସଫଳତା ହଜାର ହଜାର ମେଡିକାଲ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ। ମହାପ୍ରଭୁଙ୍କ ନିକଟରେ ପୁଷନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରାର୍ଥନା କରୁଛି ।
Kanak News (@kanak_news) 's Twitter Profile Photo

"#ବିଜେପି_ଆମକୁ_ଧମକ_ଦେଉଛି' ବିଜେଡି ବିଧାୟକ ପ୍ରଦୀପ ଦଶାରୀଙ୍କ ସାଂଘାତିକ ଅଭିଯୋଗ, ବିଜେପିରେ ନମିଶିଲେ କାମ କରାଇ ନଦେବାକୁ ବିଜେପି ଧମକ ଦେଉଥିବା କଥା ଗଣମାଧ୍ୟମରେ କଲେ ପ୍ରକାଶ #KanakNews #PradipDishari #BJD

Kanak News (@kanak_news) 's Twitter Profile Photo

#ଦମନ_ଫିଲ୍ମ #କର_ଫେରାଇବେ_ରାଜ୍ୟ_ସରକାର ଓଡ଼ିଆ ଫିଲ୍ମ ଦମନ୍‌...ସରକାର ଯେତିକି ଜିଏସ୍‌ଟି ନେଇଥିଲେ ତାହାକୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଡ୍ୟୁସର କହିଲେ, ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ । କିଛି ସମୟ ଲାଗିବ, ହେଲେ ମିଳିବ #Daman #Odisha #OdiaFlim #KanakNews

JANA JAGARANA MANCHA. Rayagada (@jana_jagarana) 's Twitter Profile Photo

#JJMରାୟଗଡା ଜିଲ୍ଲା ଲୋକ ସଂଗଠନ ତରଫରୁ ବିଭିନ୍ନ ଗ୍ରାମରେ ଆମ ଅଧିକାର ଯାତ୍ରା ମାଧ୍ୟମରେ ଗ୍ରାମର ସମସ୍ୟା ଚିହ୍ନଟ ଏବଂ ଦ୍ୱିତୀୟ ଫସଲ କରିବା ନେଇ"ପଡିଆ ରୁ ବଡ଼ିଆ,,ଅଭିଯାନ ମାଧ୍ୟମରେ ଚାଷୀ ମାନଙ୍କ ସହ ଆଲୋଚନା କରାଯାଉଛି। Odisha Shramajeebee Mancha Mahila Shramajeebee Mancha, Odisha Atmashakti Trust #AgricultureLife #SecondCrop #Farmers #LSDG

#JJMରାୟଗଡା ଜିଲ୍ଲା ଲୋକ ସଂଗଠନ ତରଫରୁ ବିଭିନ୍ନ ଗ୍ରାମରେ ଆମ ଅଧିକାର ଯାତ୍ରା ମାଧ୍ୟମରେ ଗ୍ରାମର ସମସ୍ୟା  ଚିହ୍ନଟ ଏବଂ ଦ୍ୱିତୀୟ ଫସଲ କରିବା ନେଇ"ପଡିଆ ରୁ ବଡ଼ିଆ,,ଅଭିଯାନ ମାଧ୍ୟମରେ ଚାଷୀ ମାନଙ୍କ ସହ ଆଲୋଚନା  କରାଯାଉଛି। Odisha Shramajeebee Mancha Mahila Shramajeebee Mancha, Odisha Atmashakti Trust

#AgricultureLife #SecondCrop #Farmers #LSDG
JJM, MAYURBHANJ (@jjmmayurbhanj) 's Twitter Profile Photo

#BrownToGreen- ପଡ଼ିଆ ରୁ ବଢିଆ Hon'ble Kanak Vardhan Singh Deo (Modiji Ka Parivar), #SecondCropping is leading us towards #SustainableAgriculture, with timely support with free seeds under RFM scheme can strengthen our livelihoods and food security. କୃଷି ବିଭାଗ, ଓଡ଼ିଶା MSSRF OTV #Odisha #ViksitBharat #SDGs

12 Baje 12 minute (@12_baje) 's Twitter Profile Photo

Denied Identity, Denied Rights — A Call for Correction Rajini Nayak, a woman from the Kandha Gouda Adivasi community in Daspalla, brings to light a pressing concern — several families are wrongly recorded as Tanla Gouda (OBC) instead of Kandha Gouda (ST). This error has led to

Mahila Jana Sangharsha Samiti, Sambalpur (@mjsssambalpur) 's Twitter Profile Photo

#BrounToGreen"ପଡ଼ିଆ ରୁ ବଢିଆ"- ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ ଦ୍ୱିତୀୟ ଫସଲ ଚାଷ ନିମନ୍ତେ ଅକ୍ଟୋବର ୧୫ ପୂର୍ବରୁ ମାଗଣା ବିହନ ଯୋଗେଇ ଦେବା ନିମନ୍ତେKanak Vardhan Singh Deo (Modiji Ka Parivar)ଙ୍କୁ ଅନୁରୋଧ ।DM Sambalpur କୃଷି ବିଭାଗ, ଓଡ଼ିଶା MSSRF @sakalaNews #Agriculture #SecondCropping #Odisha #SDGs

Odisha Shramajeebee Mancha (@osm91165819) 's Twitter Profile Photo

ପଡ଼ିଆ ରୁ ବଢିଆ From the #PostcardDrive to CM #PublicGrievance advocacy, #BrownToGreen is committed to ensure support for farmers ahead of #SecondCropping. Hon'ble Kanak Vardhan Singh Deo (Modiji Ka Parivar), please extend timely support by providing free seeds under the #RFM scheme. #Agriculture #SDGs #Odisha

ପଡ଼ିଆ ରୁ ବଢିଆ
From the #PostcardDrive to CM #PublicGrievance advocacy, #BrownToGreen is committed to ensure support for farmers ahead of #SecondCropping. Hon'ble Kanak Vardhan Singh Deo (Modiji Ka Parivar), please extend timely support by providing free seeds under the #RFM scheme.

#Agriculture #SDGs #Odisha
JANA JAGARANA MANCHA. Rayagada (@jana_jagarana) 's Twitter Profile Photo

The primary school of Gaimundtunda,Kashipur are struggling the Children due to the lack of drinking water.We urge Rural Water Supply and Sanitation, Odisha to take immediate action and instal the new tube well to resolve this crisis. Executive Engineer RWSS Ryagada Collector & DM, Rayagada #SafeDrinkingWaterForAll #ChidrenLife #ActNow

12 Baje 12 minute (@12_baje) 's Twitter Profile Photo

🎉 We’ve reached 8K followers! 🎉 A heartfelt thank you to each and every one of you - our Warriors, dedicated team members, young eagles, and villagers for being an integral part of this journey. Your support, energy, and trust inspire us every day to keep moving forward and

🎉 We’ve reached 8K followers! 🎉

A heartfelt thank you to each and every one of you - our Warriors, dedicated team members, young eagles, and villagers for being an integral part of this journey.

Your support, energy, and trust inspire us every day to keep moving forward and