sidh (@sidh4u80) 's Twitter Profile
sidh

@sidh4u80

ID: 789900205273575425

calendar_today22-10-2016 18:44:19

1,1K Tweet

58 Takipçi

80 Takip Edilen

drdakjr (@drdakjr) 's Twitter Profile Photo

ଓଡିଶା ସରକାରଙ୍କର ‘ନୂଆ ଓ ‘ ଉତ୍ସବ କାର୍ଯ୍ୟକର୍ମ ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଯୁବଗୋଷ୍ଠୀଙ୍କ ପ୍ରତିଭାର ବିକାଶ ପାଇଁ ଅନୁଷ୍ଠିତ ହେଉଛି ବିଭିନ୍ନ ଖେଳ ପ୍ରତିଯୋଗିତା। ଏହି କାର୍ଯ୍ୟକର୍ମର ଶୁଭାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । #YubaOdishaNabinOdisha ନୂଆ-ଓ

ଜାନୁଆରୀ 4 ତାରିଖରୁ ଆରମ୍ଭ ହୋଇଥିବା "ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ୨୩-୨୪" ଶନିବାର ଶେଷ ହୋଇଛି। ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା ପ୍ରାଙ୍ଗଣ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାସହ ବିଭିନ୍ନ ପ୍ରତିଯୋଗିତାର ବିଜେତା ଏବଂ ରନର୍ସଅପ୍ ଦଳମାନଙ୍କୁ ପୁରସ୍କୃତ କରାଯାଇଛି #YubaOdishaNabinOdisha ନୂଆ-ଓ Panchayati Raj and Drinking Water Department

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ନିମନ୍ତେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ଉତ୍ସବ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଚମ୍ପୁଆ ବ୍ଲକରେ ଉପସ୍ଥିତ ହୋଇ ନିଜକୁ ସାମିଲ କରିଥିଲେ । District Administration,Keonjhar Panchayati Raj and Drinking Water Department #SriJagannathaParikrama

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ବିପୁଳ ଜନ ସମାଗମରେ ଉତ୍ସବ ପାଳିତ ହୋଇଛି । District Administration,Keonjhar Panchayati Raj and Drinking Water Department #SriJagannathaParikrama

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ବିପୁଳ ଜନ ସମାଗମରେ ଉତ୍ସବ ପାଳିତ ହୋଇଛି । District Administration,Keonjhar
Panchayati Raj and Drinking Water Department
#SriJagannathaParikrama
District Administration,Keonjhar (@distadmkeonjhar) 's Twitter Profile Photo

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ୨୦୨୪ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନ ୧୧ଟାରେ ଦରବାର ହଲଠାରେ ଜିଲ୍ଲାପାଳ ବିଶାଲ ସିଂହ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଏକତ୍ରିତ ହୋଇ ସିଧାପ୍ରସାରଣ ଦେଖିବା ସହ ସାମୂହିକ ଭାବେ ରାଜ୍ୟ ସଙ୍ଗୀତ #ବନ୍ଦେ_ଉତ୍କଳ_ଜନନୀ ଗାନ କରିଥିଲେ।

sidh (@sidh4u80) 's Twitter Profile Photo

Culturally Sweets are associated with Joy & Happiness. #Jagannath Sweets definitely enhance your occasion a memorable one. Visit Once.

CEO Odisha (@odishaceo) 's Twitter Profile Photo

ପ୍ରଥମ ଥର ଭୋଟରଙ୍କ ପାଇଁ ଏକ ବଢିଆ ସୁଯୋଗ🎊 l ରୀଲ କମ୍ପିଟିସନ ରେ ଭାଗ ନିଅନ୍ତୁ 🕺🏻💃🏻ଓ ପ୍ରି-ପେଡ ଭାଉଚର ଜିତନ୍ତୁ l ଯଦି ଆପଣଙ୍କ ଜନ୍ମ ତାରିଖ 01-01-2006 ରୁ 01-01-2007 ମଧ୍ୟରେ ତେବେ ଆଜି ହିଁ ଦିଆ ଯାଇଥିବା ଡାଇଲଗରେ ଏକ ରୀଲ 🤳🏻 କରି ନିଜ ଜିଲ୍ଲା ଅଧିକାରୀ ଓ CEO ଓଡିଶାଙ୍କୁ tag କରି ସୋସିଆଲ ମିଡ଼ିଆରେ ଅପଲୋଡ କରନ୍ତୁ l✅

District Administration,Keonjhar (@distadmkeonjhar) 's Twitter Profile Photo

କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ଜରୁରୀ ସୂଚନା👇

କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ଜରୁରୀ ସୂଚନା👇
drdakjr (@drdakjr) 's Twitter Profile Photo

District Level Launching of World Toilet Day 2024 and DWSM Meeting of Kendujhar by CDO-EO, Zilla Parishad cum Member Secretary DWSM, in presence of members of DWSM Committee . #ToiletsForDignity. #SwachhBharat #MyToiletMyPride #WorldToiletDay #WorldToiletDay2024

District Level Launching of World Toilet Day 2024 and DWSM Meeting of Kendujhar by CDO-EO, Zilla Parishad cum Member Secretary DWSM, in presence of members of DWSM Committee . #ToiletsForDignity.   #SwachhBharat #MyToiletMyPride #WorldToiletDay #WorldToiletDay2024
sidh (@sidh4u80) 's Twitter Profile Photo

My Voltas Purchased AC on 31.05.25. Unfortunately service provided is very poor. Charging higher than approved amount. Here I am attaching the manipulated bill supplied by service manager.

My Voltas (@myvoltas) 's Twitter Profile Photo

sidh Sincere apologies for the inconvenience caused to you. We have escalated your issue to the concerned team and are committed to providing you with the best possible resolution. Thank you for bringing this matter to our attention.

Panchayati Raj and Drinking Water Department (@prdeptodisha) 's Twitter Profile Photo

ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ନଳକୂପ ଜଳର ନମୂନା ସଂଗ୍ରହ ସହ H2S ଟେଷ୍ଟ ଭାୟାଲ୍ ମାଧ୍ୟମରେ କିପରି ଜୀବାଣୁ ପରୀକ୍ଷା କରିହେବ, କ'ଣ ରହିଛି ଏହାର ପ୍ରଣାଳୀ!! Collector & DM, Jajpur, Rural Water Supply and Sanitation, OdishaRWSS_Jajpur ର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ସଚେତନତାମୂଳକ ଭିଡ଼ିଓ ଦେଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ I #OdishaCares

Debasis Pradhan (@debasispradh82) 's Twitter Profile Photo

God of Binary Sri Jagattannath OIO,Being said that Rath Yatra is under the cover of AI. 😊Simply illusion.INDIA is having compromised EGOVERNMENT Rules with ignorant IT employees #ZERO_EGOV_MONITORINGSYSTEM Ministry of Electronics & IT Science & Tech Dept, Odisha Panchayati Raj and Drinking Water Department CMO Odisha PMO India

District Administration,Keonjhar (@distadmkeonjhar) 's Twitter Profile Photo

କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସଚେତନତା ଓ ସାମୁହିକ ସଫେଇ ଆଦି କରାଯାଉଛି। ‘ସ୍ୱଚ୍ଛ ଉତ୍ସବ’ରେ ଜନତାଙ୍କ ସ୍ବତଃ ଯୋଗଦାନ କାର୍ଯ୍ୟକ୍ରମକୁ ସଫଳତା ଆଣି ଦେଉଛି। CMO Odisha I & PR Department, Odisha #SwachhaSundarAmaKendujhar