
Nilesh Anirudha Nayak
@anirudhanilesh
ଦିର୍ଘ ବର୍ଷ ଧରି ଆପଣ ମାନଙ୍କ ସହିତ ଥିଲି ବର୍ତ୍ତମାନ ମଧ୍ୟ ଅଛି ପୁରୁଣା ଆଇଡି ଟିକୁ ଖୋଲି ନ ପାରିବାରୁ ଏକ ନୂତନ ଆଇଡି ରେ ଆପଣ ମାନଙ୍କ ସହିତ ପୁଣି ସମ୍ପର୍କ ଯୋଡି ହେବ ବୋଲି ଆଶା କରୁଛି ।।
ID: 1715934204158963713
22-10-2023 03:33:18
104 Tweet
91 Takipçi
336 Takip Edilen

ଗାଁ ମଝି ରାସ୍ତା ଉପରେ ବିଦ୍ୟୁତ୍ ଖୁଣ୍ଟ ଥିବାରୁ ବାରମ୍ବାର ଦୂର୍ଘଟଣା ଘଟୁଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ଛଲକ୍ ଗାଁ ର ଘଟଣା। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ 🙏 । Collector Deogarh CMO Odisha Panchayati Raj and Drinking Water Department TP Western Odisha Distribution Ltd. TataPower Zilla Parishad, Deogarh I & PR Department, Odisha
