anil jena (@aniljena345877) 's Twitter Profile
anil jena

@aniljena345877

ID: 2000379131658436608

calendar_today15-12-2025 01:35:50

52 Tweet

5 Takipçi

23 Takip Edilen

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଦଶତୁଠ ନିକଟରେ ଅଳିଆ ଗଦା ହୋଇଥିବା ବେଳେ ତୁରନ୍ତ ଅଳିଆ ସଫା କରିବା ପାଇଁ CMO Odisha ChiefSecyOdisha H & UD Dept Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

ପୁରୀ ଜିଲ୍ଲା ଗୋପ ବ୍ଲକର ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଭାଗୀୟ ଅଧିକାରୀ ତୁରନ୍ତ ଦୈନିକ ଖବର କାଗଜରେ ପ୍ରକାଶିତ ନିମ୍ନ ଖବର ଉପରେ CMO Odisha ChiefSecyOdisha Governor Odisha FoodOdisha CSO PURI Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ବିଶେଷ ଅନୁରୋଧ 🙏

ପୁରୀ ଜିଲ୍ଲା ଗୋପ ତହସିଲର ଛଇତନା ରାଜସ୍ବ ନିରୀକ୍ଷକଙ୍କ ଅଧିନସ୍ଥ ସିରିହଣା ମୌଜାରେ ମୃତ ବ୍ୟକ୍ତି ଗୁଣମଣୀ ସେଠୀଙ୍କ ନାମରେ ଜମି ପଟ୍ଟା ଥିବା ବେଳେ ସରକାରଙ୍କ ନୂତନ ଆଇନ ଅନୁଯାୟୀ ତୁରନ୍ତ ଉତ୍ତରାଧିକାରୀ ପ୍ରମାଣପତ୍ର ଅନୁଯାୟୀ ପଟ୍ଟା ପ୍ରସ୍ତୁତ ପାଇଁ CMO Odisha ChiefSecyOdisha Revenue & DM Department, Government of Odisha Collector and District Magistrate Puri ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ଆଦର୍ଶ ନଗର ରେ ଥିବା ସରକାରୀ ଅନାବାଦୀ ଜମିରେ ତୁରନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୁରୀ ମୁନିସିପାଲିଟି କତୃପକ୍ଷ ପଦକ୍ଷେପ ନେବାକୁ CMO Odisha Governor Odisha ChiefSecyOdisha H & UD Dept Collector and District Magistrate Puri TAHASIL OFFICE PURI Team ATA Official ଙ୍କୁ ଦୃଷ୍ଟି ଦେଵାକୁ ବିଶେଷ ଅନୁରୋଧ

ସରକାରୀ ଓ ଅନାବାଦୀ ଜମି ଜବର ଦଖଲ ବୃଦ୍ଧି ପାଉଥିବା ବେଳେ ଅଭିଯୋଗ କରିବାର ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ CMO Odisha Governor Odisha Revenue & DM Department, Government of Odisha Collector and District Magistrate Puri TAHASIL OFFICE PURI ଙ୍କୁ ତୁରନ୍ତ ଜବର ଦଖଲ ଉଛେଦ ସହ ବେଆଇନ ରାସ୍ତା ନିର୍ମାଣ ଉପରେ ରୋକ ଲଗେଇବାକୁ ପଦକ୍ଷେପ ନେବାକୁ ଅନୁରୋଧ

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ସଦର ପଞ୍ଚାୟତ ସମିତି ଅଧୀନ ବାଲିପୁଟ ଗ୍ରାମ ପଂଚାୟତର ମାର୍କଣ୍ଡପୁର ଗ୍ରାମର ବେଲମଣି ପ୍ରଧାନ ସ୍ୱାମୀ ସ୍ବର୍ଗତ ହୃଷିକେଶ ପ୍ରଧାନ ଏହି ଭଙ୍ଗା ଚାଳିରେ ବସବାସ କରୁଥିବା ବେଳେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଵାକୁ CMO Odisha ChiefSecyOdisha Governor Odisha Panchayati Raj and Drinking Water Department Collector and District Magistrate Puri ଙ୍କୁ ଅନୁରୋଧ 🙏

ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ଇତିଭୁଆଁ ମୌଜାର ବୁଦ୍ଧେଶ୍ୱରଦେବଙ୍କ ନାମରେ ରେକର୍ଡ ଥିବା ଜମିରେ ଛଇତନା ଗ୍ରାମପଞ୍ଚାୟତ ପକ୍ଷରୁ ଅର୍ଥ ଖର୍ଚ୍ଚ ହୋଇ କୀର୍ତନ ମଣ୍ଡପ ବେଆଇନ ଭାବେ ନିର୍ମାଣ ହେଉଥିବା ବେଳେ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ପୁରୀ ଜିଲ୍ଲା ସଦରବ୍ଲକ ଅଧିନସ୍ଥ ବାଲିପୁଟ ଗ୍ରାମ ପଞ୍ଚାୟତରେ ସିଆର କଟ ବ୍ରିଜ ଉପରେ ପାନୀୟ ଜଳ ଦୀର୍ଘଦିନ ଧରି ଭାସୁଥିବା ବେଳେ ପଂଚାୟତ ବାସୀଙ୍କୁ ପାଣି ମୁନ୍ଦେ ପିଇବା ପାଇଁ ମିଳୁନାହିଁ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Bdo PuriSadar Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ସମୁଦ୍ରକୂଳ ଅଞ୍ଚଳ CT ରୋଡ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ବେଆଇନ ନିର୍ମାଣ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ, PKDA, ମୁନିସିପାଲିଟି puri ନୀରବ ରହି ନିୟମ ଉଲଘଂନ କାରିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି CMO Odisha Governor Odisha Odisha Forest, Env. and Climate Change Department H & UD Dept ଙ୍କୁ ଏହି ବେଆଇନ ଉପରେ ଦୃଷ୍ଟିଦେଵାକୁ ଅନୁରୋଧ

ପୁରୀ ସଦର ତହସିଲ ଅଧୀନ ହରେକୃଷ୍ଣପୁର ରାଜସ୍ବ ମୌଜାର ପ୍ଲଟ ନଂ 1 ନୟନଯୋର ଜବର ଦଖଲ ଉପରେ CMO Odisha Governor Odisha ChiefSecyOdisha Collector and District Magistrate Puri TAHASIL OFFICE PURI Team ATA Official Sambad (ସମ୍ବାଦ) Sanjeeb Mohanty Bulu Das Batakrushnapradhan ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ..

Bulu Das (@das_bulu80891) 's Twitter Profile Photo

Puri ଜିଲ୍ଲାରେ 2000/3000 ଟଙ୍କା ସାଧାରଣ ଗରୀବ ଲୋକଙ୍କ ଉପରେ ବିଲ ବାକି ରହୁଥିବା ବେଳେ ବିଦୂତ୍ କାଟି ଦେଉଥିବା ବେଳେ ତୁରନ୍ତ ନିମ୍ନ ହିତାଧିକାରୀଙ୍କ ବକେୟା ବିଲ ଆଦାୟ ପାଇଁ CMO Odisha ChiefSecyOdisha TP Central Odisha Distribution Ltd anil jena ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ..

Ratnakar Nayak (@ratnakar_n18206) 's Twitter Profile Photo

ମାନନୀୟ Puri Sadar Block||ପୁରୀ ସଦର ବ୍ଲକ|| TAHASIL OFFICE PURI Collector and District Magistrate Puri CMO Odisha PMO India Suresh Pujari Office ଙ୍କୁ ଅନୁରୋଧ ପୁରୀ ସଦର ତହସିଲ ଓ ରାଜସ୍ୱ ନିରୀକ୍ଷକ ହରେକୃଷ୍ଣ ପୁର ଅଧୀନରେ ଥିବା ମୌଜା ଭାରତୀ ପୁର ଖାତା 355ରେ ଥିବା ସମସ୍ତ ପ୍ଲଟ ର ଜବର ଦଖଲ ହଟାଗଲେ ଜନସାଧାରଣ ବିଶେଷ ଉପକୃତ ହେବେ

R T I (s m) 🙏✊😆 (@santosh15691218) 's Twitter Profile Photo

ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ଥିବାବେଳେ ସରକାରୀ ଅର୍ଥ ଖର୍ଚ୍ଚରେ କୋଠା ନିର୍ମାଣ ଓ ବେଆଇନ ନୟାନଜୋର ପୋତି ରାସ୍ତା ନିର୍ମାଣ ଉପରେ ପୁରୀ ତହସିଲଦାର ନୀରବ ରହିବା ଉପରେ CMO Odisha Governor Odisha ChiefSecyOdisha Revenue & DM Department, Government of Odisha Collector and District Magistrate Puri Team ATA Official TAHASIL OFFICE PURI Saptagiri Ulaka ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ଆଜିର ଖବର କାଗଜରେ ପ୍ରକାଶିତ ଏହି ଖବର ଉପରେ ଦୃଷ୍ଟି ଦେଇ ତୁରନ୍ତ ସ୍ୱତନ୍ତ୍ର audit ପାଇଁ ପଦକ୍ଷେପ ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କୁ ବରଖାସ୍ତ ପାଇଁ CMO Odisha ChiefSecyOdisha Energy Odisha Law Department TP Central Odisha Distribution Ltd Collector and District Magistrate Puri Team ATA Official DEEPA BARIK ଙ୍କୁ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ 🙏

ଭୁତ ନାମରେ ପଟ୍ଟା # ପୁରୀ ଜିଲ୍ଲା ସଦର ତହସିଲ ଅଧୀନ ମାଟିଆପଡା ମୌଜାରେ ମୃତକ ନାମରେ ପଟ୍ଟା ରହିଥିବା ସମ୍ପର୍କରେ ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଆଦେଶ ଅବମାନନା ଉପରେ CMO Odisha Governor Odisha ChiefSecyOdisha Revenue & DM Department, Government of Odisha Collector and District Magistrate Puri TAHASIL OFFICE PURI ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ..

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ବେଲେଶ୍ୱର ରାସ୍ତାରେ ବେଆଇନ ଭାବେ ଅନେକ ନିର୍ମାଣ କାମ ହେଉଥିବା ବେଳେ ବାଲିଘାଇ ଫରେଷ୍ଟ ବିଟ ହାଉସ କର୍ମଚାରୀଙ୍କ ଅବହେଳା ପାଇଁ ନିର୍ମାଣ ବୃଦ୍ଧି ଉପରେ CMO Odisha Governor Odisha Odisha Forest, Env. and Climate Change Department PCCF WL & CWLW, Odisha Central Pollution Control Board ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଅରଖକୁଦା ପ୍ରାଥମିକ ଉପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ DUTY ରେ ବିଳମ୍ବରେ ପହଂଚିଵା ସମ୍ପର୍କରେ ଅଭିଯୋଗ କରିବାରୁ ଅଭିଯୋଗକାରୀଙ୍କୁ ଧମକ ଦେବା ଉପରେ CMO Odisha Governor Odisha ChiefSecyOdisha EducationOdisha Collector and District Magistrate Puri Puri education ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ପୁରୀ କୋଣାର୍କ ରାସ୍ତାର ବାଲିଘାଇ ଛକ ପୂର୍ବରୁ ECO sensitive zone ମଧ୍ୟରେ ବେଆଇନ ନିର୍ମାଣ ଉପରେ CMO Odisha Odisha Forest, Env. and Climate Change Department PCCF WL & CWLW, Odisha Central Pollution Control Board Collector and District Magistrate Puri DFO, Puri Circle Team ATA Official Sanjeeb Mohanty ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

କର୍ତଵ୍ୟରତ ପୋଲିସ ଅଧିକାରୀଙ୍କୁ ଧମକ ଦେଇ DUTY ରେ ବାଧା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ CMO Odisha Governor Odisha Home Department, Govt. of Odisha DGP, Odisha Puri Police ଙ୍କୁ ଅନୁରୋଧ 🙏

ପୁରୀଜିଲ୍ଲା ଗୋପବ୍ଲକ ଅଧିନସ୍ଥ ଛଇତନା ପଂଚାୟତରେ CC ROAD କାର୍ଯ୍ୟହୋଇଛି ବୋଲି ବ୍ଲକପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ପଂଚାୟତ ନିର୍ବାହୀ ଅଧିକାରୀ RTI ରେ ତଥ୍ୟପ୍ରଦାନ କଲେ କାମ ହୋଇନାହିଁ #PEO ଙ୍କ ମିଥ୍ୟା ତଥ୍ୟ ପ୍ରଦାନ ଉପରେ CMO Odisha Panchayati Raj and Drinking Water Department ChiefSecyOdisha Collector and District Magistrate Puri ଙ୍କୁ ଦୃଷ୍ଟିଦେଵାକୁ ଅନୁରୋଧ