Ajaya Kumar Rout (@ajayakrout) 's Twitter Profile
Ajaya Kumar Rout

@ajayakrout

ID: 722013205678071808

calendar_today18-04-2016 10:45:37

615 Tweet

989 Followers

261 Following

Ajaya Kumar Rout (@ajayakrout) 's Twitter Profile Photo

ବିଶିଷ୍ଟ ସିନେ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗରେ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି ହେଉ, ମହାପ୍ରଭୁ ତାଙ୍କୁ ଚରଣରେ ସ୍ଥାନ ଦିଅନ୍ତୁ । ଓଁ ଶାନ୍ତି ।

ଭୁବନେଶ୍ବର ଭରତପୁର ସ୍ଥିତ ବୀଣା ଭାରତୀ ବିଦ୍ଯା ମନ୍ଦିରରେ ସ୍ବାଧୀନତା ଦିବସ ପାଳନ ଅବସରରେ… 💐 🇮🇳💐 🇮🇳💐 🇮🇳💐 ସ୍ବାଧୀନତା ଦିବସ ଆମ ପାଇଁ ସ୍ମରଣ, ସଂକଳ୍ପ ଓ ସ୍ବାଭିମାନର ଦିବସ ହେଉ । ॥ ଭାରତ ମାତାକୀ ଜୟ ॥

ଭୁବନେଶ୍ବର ଭରତପୁର ସ୍ଥିତ ବୀଣା ଭାରତୀ ବିଦ୍ଯା ମନ୍ଦିରରେ ସ୍ବାଧୀନତା ଦିବସ ପାଳନ ଅବସରରେ…

ସ୍ବାଧୀନତା ଦିବସ ଆମ ପାଇଁ ସ୍ମରଣ, ସଂକଳ୍ପ ଓ ସ୍ବାଭିମାନର ଦିବସ ହେଉ ।
॥ ଭାରତ ମାତାକୀ ଜୟ ॥
Ajaya Kumar Rout (@ajayakrout) 's Twitter Profile Photo

‘ଏକ୍ ପେଡ଼୍ ମା’ କେ ନାମ୍’ (एक पेड़ माँ के नाम) ଅଭିଯାନରେ ସାମିଲ ମୋ ଝିଅ ଦେବୀ… ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 💐🙏

‘ଏକ୍ ପେଡ଼୍ ମା’ କେ ନାମ୍’ (एक पेड़ माँ के नाम) ଅଭିଯାନରେ ସାମିଲ ମୋ ଝିଅ ଦେବୀ…

ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 💐🙏
Ajaya Kumar Rout (@ajayakrout) 's Twitter Profile Photo

ଦଶହରା ସଂସ୍କୃତି, ସଂସ୍କାର ଓ ସମର୍ପଣର ପର୍ବ… ‘କର୍ମ ମନ୍ଦିର’ ଦ୍ବାରା ଆୟୋଜିତ ‘ଆମ ଜଟଣୀ ଶାରଦୀୟ ମହୋତ୍ସବ’ ଏହି ଉକ୍ତିକୁ ପ୍ରତିପାଦିତ କରୁଛି । Litisha Mangat Panda

ଦଶହରା ସଂସ୍କୃତି, ସଂସ୍କାର ଓ ସମର୍ପଣର ପର୍ବ…
‘କର୍ମ ମନ୍ଦିର’ ଦ୍ବାରା ଆୟୋଜିତ ‘ଆମ ଜଟଣୀ ଶାରଦୀୟ ମହୋତ୍ସବ’ ଏହି ଉକ୍ତିକୁ ପ୍ରତିପାଦିତ କରୁଛି । Litisha Mangat Panda
Ajaya Kumar Rout (@ajayakrout) 's Twitter Profile Photo

ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର… କାର୍ତ୍ତିକ (ଡଙ୍ଗାଭସା) ପୂର୍ଣ୍ଣିମା, -ଆମ ଧର୍ମ ସଂସ୍କୃତିର କଥା କହେ -ସାଧବ ପୁଅର ସମୃଦ୍ଧ ନୌବାଣିଜ୍ଯର କଥା କହେ -ଓଡ଼ିଆ ପୁଅର ଦିଗ୍‌ବିଜୟର ବାର୍ତ୍ତା ଦିଏ #ମୋଓଡ଼ିଶା_ମୋପରମ୍ପରା #ମୋସଂସ୍କୃତି_ମୋରଗର୍ବ

ଆ-କା-ମା-ବୈ, ପାନ ଗୁଆ ଥୋଇ,
ପାନ ଗୁଆ ତୋର, ମାସକ ଧରମ ମୋର…

କାର୍ତ୍ତିକ (ଡଙ୍ଗାଭସା) ପୂର୍ଣ୍ଣିମା,
-ଆମ ଧର୍ମ ସଂସ୍କୃତିର କଥା କହେ
-ସାଧବ ପୁଅର ସମୃଦ୍ଧ ନୌବାଣିଜ୍ଯର କଥା କହେ
-ଓଡ଼ିଆ ପୁଅର ଦିଗ୍‌ବିଜୟର ବାର୍ତ୍ତା ଦିଏ

#ମୋଓଡ଼ିଶା_ମୋପରମ୍ପରା
#ମୋସଂସ୍କୃତି_ମୋରଗର୍ବ
Ajaya Kumar Rout (@ajayakrout) 's Twitter Profile Photo

बिहार में बहार है, एक पहेली हमार है… जो उसे सुलझाएगा, महाचतुर वो कहलाएगा… UP में पंडित, Bihar में मछुआरे, South में करके पर्यटन, Relax के लिए, Thailand जाते हैं प्यारे… वो कौन है !!! Nitish Kumar Samrat Choudhary Keshav Prasad Maurya C R Paatil Dharmendra Pradhan Narendra Modi

बिहार में बहार है, एक पहेली हमार है…
जो उसे सुलझाएगा, महाचतुर वो कहलाएगा…

UP में पंडित, Bihar में मछुआरे,
South में करके पर्यटन,
Relax के लिए, Thailand जाते हैं प्यारे…

वो कौन है !!!

Nitish Kumar Samrat Choudhary Keshav Prasad Maurya C R Paatil Dharmendra Pradhan Narendra Modi
Ajaya Kumar Rout (@ajayakrout) 's Twitter Profile Photo

ଜଗଦାନନ୍ଦକନ୍ଦାୟ ପ୍ରଣତାର୍ତ୍ତିହରାୟ ଚ । ନୀଳାଚଳନିବାସାୟ ଜଗନ୍ନାଥାୟ ତେ ନମଃ ॥ ‘ହରି ଅନନ୍ତ - ହରି କଥା ଅନନ୍ତ’ ଆଜି ପୌଷ ଶୁକ୍ଳ ୬ଷ୍ଠୀ, ଧନୁ ଦି୧୧ନ, ଇଂରାଜୀ ତା ୨୬-୧୨-୨୦୨୫ ରିଖ, ଶୁକ୍ରବାର ମୋ ଭୁବନେଶ୍ବର ବାସଭବନରେ ‘ହରିବଂଶ’ ପୋଥି ବସିଲା । ଜଗତର କଲ୍ଯାଣ ହେଉ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହାହିଁ ପ୍ରାର୍ଥନା ।

ଜଗଦାନନ୍ଦକନ୍ଦାୟ ପ୍ରଣତାର୍ତ୍ତିହରାୟ ଚ ।
ନୀଳାଚଳନିବାସାୟ ଜଗନ୍ନାଥାୟ ତେ ନମଃ ॥

‘ହରି ଅନନ୍ତ - ହରି କଥା ଅନନ୍ତ’
ଆଜି ପୌଷ ଶୁକ୍ଳ ୬ଷ୍ଠୀ, ଧନୁ ଦି୧୧ନ, ଇଂରାଜୀ ତା ୨୬-୧୨-୨୦୨୫ ରିଖ, ଶୁକ୍ରବାର ମୋ ଭୁବନେଶ୍ବର ବାସଭବନରେ ‘ହରିବଂଶ’ ପୋଥି ବସିଲା ।

ଜଗତର କଲ୍ଯାଣ ହେଉ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହାହିଁ ପ୍ରାର୍ଥନା ।
Ajaya Kumar Rout (@ajayakrout) 's Twitter Profile Photo

ଗଙ୍ଗାଧର ମେହେର ବିଶ୍ବବିଦ୍ଯାଳୟ, ସମ୍ବଲପୁରର ଇତିହାସ ବିଭାଗରେ ଆୟୋଜିତ ବାଗ୍‌ଦେବୀ ମା ସରସ୍ବତୀଙ୍କ ପୂଜାରେ ଯୋଗଦାନ ଅବସରରେ…

ଗଙ୍ଗାଧର ମେହେର ବିଶ୍ବବିଦ୍ଯାଳୟ, ସମ୍ବଲପୁରର ଇତିହାସ ବିଭାଗରେ ଆୟୋଜିତ ବାଗ୍‌ଦେବୀ ମା ସରସ୍ବତୀଙ୍କ ପୂଜାରେ ଯୋଗଦାନ ଅବସରରେ…
Ajaya Kumar Rout (@ajayakrout) 's Twitter Profile Photo

୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ଅନେକ ଅନେକ ଶୁଭେଚ୍ଛା 💐💐💐 ७७वाँ गणतंत्र दिवस २०२६ की बहुत-बहुत बधाई 💐💐💐 Best wishes on 77th Republic Day 2026 💐💐💐 ଭାରତ ମାତା ତୀ ଜୟ 🙏 भारत माता की जय 🙏 Bharat Mata Ki Jay 🙏

୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ଅନେକ ଅନେକ ଶୁଭେଚ୍ଛା 💐💐💐

७७वाँ गणतंत्र दिवस २०२६ की बहुत-बहुत बधाई 💐💐💐

Best wishes on 77th Republic Day 2026 💐💐💐

ଭାରତ ମାତା ତୀ ଜୟ 🙏
भारत माता की जय 🙏
Bharat Mata Ki Jay 🙏
Artmas Screens Pvt. Ltd. (@artmascreatives) 's Twitter Profile Photo

ଆର୍ଟମସ୍ ସ୍କ୍ରିନ୍‌ସର ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର 'ତୁଳା'ର ଶୁଭ ମୁହୂର୍ତ୍ତରେ ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଫୁଲବାଣୀର ତୁଳା ବେହେରା ଏବଂ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ପ୍ରମୁଖ କଳାକାରମାନେ... SuramaPadhy Ajaya Kumar Rout Jitendrra Jena Sidhant Mohapatra Samaresh Routray ସମରେଶ ରାଉତରାୟ

ଆର୍ଟମସ୍ ସ୍କ୍ରିନ୍‌ସର ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର 'ତୁଳା'ର ଶୁଭ ମୁହୂର୍ତ୍ତରେ ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଫୁଲବାଣୀର ତୁଳା ବେହେରା ଏବଂ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ପ୍ରମୁଖ କଳାକାରମାନେ...
SuramaPadhy Ajaya Kumar Rout Jitendrra Jena  Sidhant Mohapatra  Samaresh Routray ସମରେଶ ରାଉତରାୟ
Ajaya Kumar Rout (@ajayakrout) 's Twitter Profile Photo

While shooting my upcoming odia movie #TULA_Odia_Cinema at Chandaka (nearby Bhubaneswar), my DOP clicked randomly... Thanks Mr. Narayan Dixit.

While shooting my upcoming odia movie #TULA_Odia_Cinema at Chandaka (nearby Bhubaneswar), my DOP clicked randomly... Thanks Mr. Narayan Dixit.
Narendra Modi (@narendramodi) 's Twitter Profile Photo

मां महागौरी के चरणों में कोटि-कोटि प्रणाम! उनकी दिव्य आभा हर किसी के जीवन में सुख-समृद्धि और आरोग्य लेकर आए। श्वेते वृषे समारूढा श्वेताम्बरधरा शुचिः। महागौरी शुभं दद्यान्महादेवप्रमोददा॥