Sidhant Mohapatra (@sidhantbjp) 's Twitter Profile
Sidhant Mohapatra

@sidhantbjp

MLA Digapahandi Odisha,
Actor, Sports Man, Bike Rider, Ex-MP

ID: 1870901551801286656

calendar_today22-12-2024 18:38:31

234 Tweet

354 Followers

17 Following

Sidhant Mohapatra (@sidhantbjp) 's Twitter Profile Photo

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଯଶସ୍ବୀ ସାହିତ୍ୟିକ ପଦ୍ମ ଭୂଷଣ ରାଧାନାଥ ରଥଙ୍କ ପୁଣ୍ୟତିଥିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ସାହିତ୍ୟ ଜଗତରେ ସୃଜନସୃଷ୍ଟି ସହ ସମାଜସେବା, ସାମ୍ବାଦିକତା ତଥା ରାଜନୀତି କ୍ଷେତ୍ରରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ।

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଯଶସ୍ବୀ ସାହିତ୍ୟିକ ପଦ୍ମ ଭୂଷଣ ରାଧାନାଥ ରଥଙ୍କ ପୁଣ୍ୟତିଥିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । 

ଓଡ଼ିଆ ସାହିତ୍ୟ ଜଗତରେ ସୃଜନସୃଷ୍ଟି ସହ ସମାଜସେବା, ସାମ୍ବାଦିକତା ତଥା ରାଜନୀତି କ୍ଷେତ୍ରରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ।
Sidhant Mohapatra (@sidhantbjp) 's Twitter Profile Photo

ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ଯ ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମାଁ ସମଲେଇଙ୍କ ନିକଟରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ ଆପଣଙ୍କ ଚଲାପଥ କୁଶୁମିତ ହେଉ ବୋଲି ମୋର ପ୍ରାର୍ଥନା । Irasis Acharya (Modi ka Parivar)

ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ଯ ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ମାଁ ସମଲେଇଙ୍କ ନିକଟରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ ଆପଣଙ୍କ ଚଲାପଥ କୁଶୁମିତ ହେଉ ବୋଲି ମୋର ପ୍ରାର୍ଥନା ।
<a href="/irasisacharya/">Irasis Acharya (Modi ka Parivar)</a>
Sidhant Mohapatra (@sidhantbjp) 's Twitter Profile Photo

ଆର୍ଯ୍ୟ ସମାଜର ସଂସ୍ଥାପକ, ମହାନ୍ ସନ୍ଥ ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସମାଜ ସୁଧାର କାର୍ଯ୍ୟ ଓ ପ୍ରଗତିଶୀଳ ଚିନ୍ତାଧାରା ମାଧ୍ୟମରେ ସେ ପ୍ରସାରିତ କରିଥିବା ମାନବଜାତିର କଲ୍ୟାଣ ତଥା ବିଶ୍ୱକଳ୍ୟାଣର ଭାବନା ଆଜି ମଧ୍ୟ ଆମ ସମାଜକୁ ପ୍ରେରଣା ଦେଉଛି ।

ଆର୍ଯ୍ୟ ସମାଜର ସଂସ୍ଥାପକ, ମହାନ୍ ସନ୍ଥ ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । 

ସମାଜ ସୁଧାର କାର୍ଯ୍ୟ ଓ ପ୍ରଗତିଶୀଳ ଚିନ୍ତାଧାରା ମାଧ୍ୟମରେ ସେ ପ୍ରସାରିତ କରିଥିବା ମାନବଜାତିର କଲ୍ୟାଣ ତଥା ବିଶ୍ୱକଳ୍ୟାଣର ଭାବନା ଆଜି ମଧ୍ୟ ଆମ ସମାଜକୁ ପ୍ରେରଣା ଦେଉଛି ।
Sidhant Mohapatra (@sidhantbjp) 's Twitter Profile Photo

ସତ୍ୟବାଦୀ ଯୁଗର ବିଶିଷ୍ଟ ଓଡ଼ିଆ ସାହିତ୍ୟିକ, ସମାଜସେବୀ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ପୁଣ୍ୟତିଥିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

ସତ୍ୟବାଦୀ ଯୁଗର ବିଶିଷ୍ଟ ଓଡ଼ିଆ ସାହିତ୍ୟିକ, ସମାଜସେବୀ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ପୁଣ୍ୟତିଥିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
Narendra Modi (@narendramodi) 's Twitter Profile Photo

In her speech in the Lok Sabha, Finance Minister Smt. Nirmala Sitharaman Ji gave a comprehensive picture of how this year’s Budget will contribute to our nation’s economic transformation. She emphasised on Reform Express, the support to MSMEs, skilling, push to next-gen

Sidhant Mohapatra (@sidhantbjp) 's Twitter Profile Photo

ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ ବଳସାମନ୍ତ ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ ଆପଣଙ୍କ ଚଲାପଥ କୁଶୁମିତ ହେଉ ବୋଲି ମୋର ପ୍ରାର୍ଥନା ।

ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ ବଳସାମନ୍ତ ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ ଆପଣଙ୍କ ଚଲାପଥ କୁଶୁମିତ ହେଉ ବୋଲି ମୋର ପ୍ରାର୍ଥନା ।
Sidhant Mohapatra (@sidhantbjp) 's Twitter Profile Photo

ମହାନ ସ୍ୱାଧିନତା ସଂଗ୍ରାମୀ ତଥା ସ୍ଵାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡୁଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ସଂଗ୍ରାମରେ ମହିଳାମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ସହ ନେତୃତ୍ବ ନେବା କ୍ଷେତ୍ରରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ।

ମହାନ ସ୍ୱାଧିନତା ସଂଗ୍ରାମୀ ତଥା ସ୍ଵାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡୁଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
ସ୍ୱାଧୀନତା ସଂଗ୍ରାମରେ ମହିଳାମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ସହ ନେତୃତ୍ବ ନେବା କ୍ଷେତ୍ରରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ।
Narendra Modi (@narendramodi) 's Twitter Profile Photo

देशवासियों की सेवा के अटूट संकल्प और 'नागरिक देवो भव' की पावन भावना को साथ लेकर, आज ‘सेवा तीर्थ’ को राष्ट्र को समर्पित करने का सौभाग्य मिला। ‘सेवा तीर्थ’ कर्तव्य, करुणा और ‘राष्ट्र प्रथम’ के लिए हमारी प्रतिबद्धता का सशक्त प्रतीक है। मेरी कामना है कि यह आने वाली पीढ़ियों को

देशवासियों की सेवा के अटूट संकल्प और 'नागरिक देवो भव' की पावन भावना को साथ लेकर, आज ‘सेवा तीर्थ’ को राष्ट्र को समर्पित करने का सौभाग्य मिला।
 
‘सेवा तीर्थ’ कर्तव्य, करुणा और ‘राष्ट्र प्रथम’ के लिए हमारी प्रतिबद्धता का सशक्त प्रतीक है। 

मेरी कामना है कि यह आने वाली पीढ़ियों को
Mohan Charan Majhi (@mohanmodisha) 's Twitter Profile Photo

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramaodi ଜୀଙ୍କ ମନ୍ତ୍ର "ସବକା ସାଥ, ସବକା ବିକାଶ" କୁ ପାଥେୟ କରି ସାମଗ୍ରିକ ପ୍ରୟାସ ମାଧ୍ୟମରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମ ସମସ୍ତଙ୍କର ସଂକଳ୍ପ। ଆସନ୍ତୁ, ସାମଗ୍ରିକ ପ୍ରୟାସରେ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ଏବଂ ସମୃଦ୍ଧିର ଏହି ଯାତ୍ରାରେ ସାମିଲ

Sidhant Mohapatra (@sidhantbjp) 's Twitter Profile Photo

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ ସୂଚନା ପାଇ ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ମୋର ପ୍ରାର୍ଥନା ।

Sidhant Mohapatra (@sidhantbjp) 's Twitter Profile Photo

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତମାତାର ସମସ୍ତ ବୀର ଯବାନଙ୍କ ସୋର୍ଯ୍ୟ ଏବଂ ବଳିଦାନକୁ ସତ୍ ସତ୍ ନମନ୍ ଏବଂ ଗଭୀର ଶ୍ରଦ୍ଧାଞ୍ଜଳି । ମାତୃଭୁମିର ସେବାରେ ନିଜର ସର୍ବସ୍ୱ ବଳିଦାନ ଦେଇଥିବା ବୀରପୁତ୍ରମାନେ ସବୁବେଳେ ଆମ ହୃଦୟରେ ରହିବେ । 🙏 #PulwamaAttack

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତମାତାର ସମସ୍ତ ବୀର ଯବାନଙ୍କ ସୋର୍ଯ୍ୟ ଏବଂ ବଳିଦାନକୁ ସତ୍ ସତ୍ ନମନ୍ ଏବଂ ଗଭୀର ଶ୍ରଦ୍ଧାଞ୍ଜଳି ।

ମାତୃଭୁମିର ସେବାରେ ନିଜର ସର୍ବସ୍ୱ ବଳିଦାନ ଦେଇଥିବା ବୀରପୁତ୍ରମାନେ ସବୁବେଳେ ଆମ ହୃଦୟରେ ରହିବେ । 🙏
#PulwamaAttack
Sidhant Mohapatra (@sidhantbjp) 's Twitter Profile Photo

ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ, ପ୍ରଖର ବକ୍ତା, କୁଶଳ ରାଜନୀତିଜ୍ଞ ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜ ଜୀଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ତାଙ୍କର ଦେଶ ପ୍ରେମ, ଦେଶ ସେବାରେ କର୍ତ୍ତବ୍ୟ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।

ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ, ପ୍ରଖର ବକ୍ତା, କୁଶଳ ରାଜନୀତିଜ୍ଞ ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜ ଜୀଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । 
ତାଙ୍କର ଦେଶ ପ୍ରେମ, ଦେଶ ସେବାରେ କର୍ତ୍ତବ୍ୟ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।
Sidhant Mohapatra (@sidhantbjp) 's Twitter Profile Photo

ଓଁ ନମଃ ଶିବାୟ ! ପବିତ୍ର ମହାଶିବରାତ୍ରି ଓ ଜାଗରର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି ମୋର କାମନା । #Mahashivratri

ଓଁ ନମଃ ଶିବାୟ ! 
ପବିତ୍ର ମହାଶିବରାତ୍ରି ଓ ଜାଗରର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି ମୋର କାମନା । 
#Mahashivratri
Sidhant Mohapatra (@sidhantbjp) 's Twitter Profile Photo

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ମନ୍ତ୍ରିମଣ୍ଡଳର ସଦସ୍ୟଗଣ ମଧ୍ୟ ଉପସ୍ଥିତ ଥିଲେ।

ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ 'ପାଇକ ବିଦ୍ରୋହ'ର ଅନ୍ୟତମ ମହାନାୟକ ଶହୀଦ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ 'ପାଇକ ବିଦ୍ରୋହ'ର ଅନ୍ୟତମ ମହାନାୟକ ଶହୀଦ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ  ଶ୍ରଦ୍ଧାଞ୍ଜଳି ।
Sidhant Mohapatra (@sidhantbjp) 's Twitter Profile Photo

MahaShivratri_Mahabijaya 🏏🇮🇳 The historic victory of the Indian cricket team in the group match of the #T20WorldCup against Pakistan has made the nation proud. Calm attitude in a stressful situation, good strategy and right decisions, have proven the sportsmanship of the team.

MahaShivratri_Mahabijaya 🏏🇮🇳

The historic victory of the Indian cricket team in the group match of the #T20WorldCup against Pakistan has made the nation proud. Calm attitude in a stressful situation, good strategy and right decisions, have proven the sportsmanship of the team.
Sidhant Mohapatra (@sidhantbjp) 's Twitter Profile Photo

'ସାରା ବିଶ୍ୱର ନଜର ଭାରତ ଉପରେ ନିବନ୍ଧ' ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ।

'ସାରା ବିଶ୍ୱର ନଜର ଭାରତ ଉପରେ ନିବନ୍ଧ'   

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a>  ଜୀ ।
Sidhant Mohapatra (@sidhantbjp) 's Twitter Profile Photo

ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ସୂଚନା ପାଇ ମୁଁ ଦୁଃଖିତ । ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।

ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ସୂଚନା ପାଇ ମୁଁ ଦୁଃଖିତ । ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । 

ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।
Sidhant Mohapatra (@sidhantbjp) 's Twitter Profile Photo

୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହର ମୁଖ୍ୟ ପୁରୋଧା ତାନ୍ତିଆ ଟୋପେଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହର ମୁଖ୍ୟ ପୁରୋଧା ତାନ୍ତିଆ ଟୋପେଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।