ABVP Technical Students' Forum, Odisha (@abvpodtech) 's Twitter Profile
ABVP Technical Students' Forum, Odisha

@abvpodtech

Official Twitter Handel of ABVP Technical Students' Forum, Odisha II State Handle @abvpodisha II National Handle @ABVPVoice

ID: 1264912253226188801

linkhttp://abvp.org calendar_today25-05-2020 13:33:22

108 Tweet

134 Followers

44 Following

ABVP Technical Students' Forum, Odisha (@abvpodtech) 's Twitter Profile Photo

Engineer's Day was celebrated at the Guru Institute on behalf of ABVP KEONJHAR in presence of Ananth charana khatai and State Co-Coordinator of ABVP Techinical Students' Forum Dibya Jyoti Nanda .

Engineer's day was Celebrated at Attabira nagar of ABVP Bargarh in Virtual mode in presence of Sambalpur bibhag Organizing secretary Nikunja bihari Panda ,State vice president Siba Pr. Tripathy ,Former State Techinical Students' Forum Social Media Coordinator Er. Tarunkant Nayak

ଏବିଭିପି ଟେକନିକାଲ ଫୋରମ ନଗର ଶାଖା ଢେ଼ଙ୍କାନାଳ ଦ୍ୱାରା ଅନଲାଇନ ମଧ୍ୟମ ରେ ଇଂଜିନିୟର ଦିବସପାଳନ କରାଯାଇଛି ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭୁବନ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲିପ କୁମାର ଦାସ ଉପସ୍ଥିତ ଥିଲେ । ଏବିଭିପି ଓଡ଼ିଶାର ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ।

ABVP (@abvpvoice) 's Twitter Profile Photo

On 17 September 1996, three ABVP karyakartas Anu, Sujit and Kim were killed by communist goons in Parumala, Kerala. Our heartfelt tributes to them. Their supreme sacrifice for the ideology inspires us all to work for Bharat.

On 17 September 1996, three ABVP karyakartas Anu, Sujit and Kim were killed by communist goons in Parumala, Kerala.

Our heartfelt tributes to them. Their supreme sacrifice for the ideology inspires us all to work for Bharat.
Soubhagya Mohanty (@soubhagyabharat) 's Twitter Profile Photo

ଆଜି ଭୁବନେଶ୍ଵର ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ସହ ଏବିଭିପି ଓଡ଼ିଶାର ପ୍ରତିନିଧି ଦଳ ଭେଟି ରାଜ୍ୟର ଶିକ୍ଷାସ୍ଥିତିକୁ ନେଇ ଆଲୋଚନା କରାଗଲା l #ABVPOdisha

ଆଜି ଭୁବନେଶ୍ଵର ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ସହ ଏବିଭିପି ଓଡ଼ିଶାର ପ୍ରତିନିଧି ଦଳ ଭେଟି ରାଜ୍ୟର ଶିକ୍ଷାସ୍ଥିତିକୁ ନେଇ ଆଲୋଚନା କରାଗଲା l
#ABVPOdisha
ABVP Technical Students' Forum, Odisha (@abvpodtech) 's Twitter Profile Photo

National general secretary Nidhi Tripathi along with other karyakartas arrested by TN police in Chennai for demanding #JusticeForLavanya #FightForLavanya

ABVP Technical Students' Forum, Odisha (@abvpodtech) 's Twitter Profile Photo

ତାମିଲନାଡୁ ସରକାର ଆଜି ଭାରତର ଝିଅ #Lavanya ଙ୍କ ହତ୍ୟାକାରୀଙ୍କ ପାଇଁ ଦଣ୍ଡ ଦାବି କରୁଥିବା ଲୋକଙ୍କୁ ଦମନ କରି ନିଜର ହୀନ ମାନବିକତାର ସମସ୍ତ ସୀମା ଲଂଘନ କରିସାରିଛି। #FightForLavanya

ତାମିଲନାଡୁ ସରକାର ଆଜି ଭାରତର ଝିଅ #Lavanya ଙ୍କ ହତ୍ୟାକାରୀଙ୍କ ପାଇଁ ଦଣ୍ଡ ଦାବି କରୁଥିବା ଲୋକଙ୍କୁ ଦମନ କରି ନିଜର ହୀନ ମାନବିକତାର ସମସ୍ତ ସୀମା ଲଂଘନ କରିସାରିଛି।
#FightForLavanya
ABVP Technical Students' Forum, Odisha (@abvpodtech) 's Twitter Profile Photo

ଶ୍ରଦ୍ଧେୟ M.K.Stalin - தமிழ்நாட்டை தலைகுனிய விடமாட்டேன், ଆପଣ ଆମକୁ ହାଜତରେ ଭର୍ତ୍ତି କରି ରଖିପାରିବେ, କିନ୍ତୁ ଆମର ସ୍ୱରକୁ ଦମନ କରିପାରିବେ ନାହିଁ। #Lavanya କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏ ସଂଘର୍ଷ ଜାରି ରହିବ! #FightForLavanya

ଶ୍ରଦ୍ଧେୟ M.K.Stalin - தமிழ்நாட்டை தலைகுனிய விடமாட்டேன், ଆପଣ ଆମକୁ ହାଜତରେ ଭର୍ତ୍ତି କରି ରଖିପାରିବେ, କିନ୍ତୁ ଆମର ସ୍ୱରକୁ ଦମନ କରିପାରିବେ ନାହିଁ।
#Lavanya କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏ ସଂଘର୍ଷ ଜାରି ରହିବ!
#FightForLavanya
ABVP Technical Students' Forum, Odisha (@abvpodtech) 's Twitter Profile Photo

ABVP thanks the Hon'ble Court in Chennai for upholding the freedom of speech of students who protested in front of TN CM residence. By granting bail to the National Gen. Secy. डॉ. निधि त्रिपाठी நிதி திரிபாதி & 31 others, the judiciary has upheld the right of an individual to peaceful protest.

ABVP Technical Students' Forum, Odisha (@abvpodtech) 's Twitter Profile Photo

ଆଜି ABVP Technical Students' Forum ତରଫରୁ ସରକାରୀ ଆଇଟିଆଇ, ବରଗଡ଼ରେ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ଏଥିରେ ସଭାପତି ରୂପେ ରୋହନ ସାହୁ ଏବଂ ସମ୍ପାଦକ ରୂପେ ପପୁ ସାହୁ ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି। ABVP Odisha ABVP

ଆଜି ABVP Technical Students' Forum ତରଫରୁ ସରକାରୀ ଆଇଟିଆଇ, ବରଗଡ଼ରେ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ଏଥିରେ ସଭାପତି ରୂପେ ରୋହନ ସାହୁ ଏବଂ ସମ୍ପାଦକ ରୂପେ ପପୁ ସାହୁ ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି।
ABVP Odisha
ABVP
ABVP (@abvpvoice) 's Twitter Profile Photo

अभाविप के सात दशकों की यात्रा पर प्रकाशित हो रही पुस्तक "ध्येय-यात्रा : अभाविप की ऐतिहासिक जीवनगाथा" का विमोचन राष्ट्रीय स्वयंसेवक संघ के सरकार्यवाह मा. श्री Dattatreya Hosabale जी के करकमलों द्वारा 15 अप्रैल, 2022 को दिल्ली में होगा। #RashtraShakti75

अभाविप के सात दशकों की यात्रा पर प्रकाशित हो रही पुस्तक "ध्येय-यात्रा : अभाविप की ऐतिहासिक जीवनगाथा" का विमोचन राष्ट्रीय स्वयंसेवक संघ के सरकार्यवाह मा. श्री Dattatreya Hosabale जी के करकमलों द्वारा 15 अप्रैल, 2022 को दिल्ली में होगा।

#RashtraShakti75
ABVP (@abvpvoice) 's Twitter Profile Photo

अभाविप दिल्ली के कार्यकर्ताओं ने माननीय उपराष्ट्रपति श्री M Venkaiah Naidu जी से शिष्टाचार भेंट कर उन्हें अभाविप के सात दशकों की यात्रा पर प्रकाशित पुस्तक #DhyeyaYatra की‌ प्रति भेंट की।

अभाविप दिल्ली के कार्यकर्ताओं ने माननीय उपराष्ट्रपति श्री M Venkaiah Naidu जी से शिष्टाचार भेंट कर उन्हें अभाविप के सात दशकों की यात्रा पर प्रकाशित पुस्तक #DhyeyaYatra की‌ प्रति भेंट की।
ABVP Technical Students' Forum, Odisha (@abvpodtech) 's Twitter Profile Photo

A humble tribute to the Pioneer of Indian Engineering Bharat Ratna Mokshagundam Visvesvaraya on his birth anniversary as we celebrate #EngineersDay. #ABVPOdisha #ABVPTechnicalstudentsForum

A humble tribute to the Pioneer of Indian Engineering Bharat Ratna Mokshagundam Visvesvaraya on his birth anniversary as we celebrate #EngineersDay.
#ABVPOdisha
#ABVPTechnicalstudentsForum
ABVP Technical Students' Forum, Odisha (@abvpodtech) 's Twitter Profile Photo

ବିବାହଦିଷୁ ୟଜ୍ଞଷୁ, ଗୃହ ଆରାମ ବିଧାୟକେ । ସର୍ବ କର୍ମଷୁ ସମ୍ପୁଜ୍ୟୋ, ବିଶ୍ୱକର୍ମା ଇତି ଶୃତମ । ।

ବିବାହଦିଷୁ ୟଜ୍ଞଷୁ, ଗୃହ ଆରାମ ବିଧାୟକେ ।

ସର୍ବ କର୍ମଷୁ ସମ୍ପୁଜ୍ୟୋ, ବିଶ୍ୱକର୍ମା ଇତି ଶୃତମ । ।
ABVP Odisha (@abvpodisha) 's Twitter Profile Photo

ବିବିଧତା ମଧ୍ୟରେ ଏକତା- ଭାରତର ବିଶେଷତା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆନ୍ତଃ-ରାଜ୍ୟ ଛାତ୍ର ଜୀବନ ଦର୍ଶନ ତରଫରୁ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରା କାର୍ଯ୍ୟକ୍ରମ ଦୁଇଟି ଭାଗରେ ହେବାକୁ ଯାଉଅଛି। ପୂର୍ବୋତ୍ତରରୁ ଆସୁଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାକୁ ହାର୍ଦ୍ଦିକ ସ୍ବାଗତ। #SEIL2023 #SEIL #Odisha

ବିବିଧତା ମଧ୍ୟରେ ଏକତା- ଭାରତର ବିଶେଷତା

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆନ୍ତଃ-ରାଜ୍ୟ ଛାତ୍ର ଜୀବନ ଦର୍ଶନ ତରଫରୁ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରା କାର୍ଯ୍ୟକ୍ରମ ଦୁଇଟି ଭାଗରେ ହେବାକୁ ଯାଉଅଛି। ପୂର୍ବୋତ୍ତରରୁ ଆସୁଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାକୁ ହାର୍ଦ୍ଦିକ ସ୍ବାଗତ।

#SEIL2023
#SEIL #Odisha