CHAIRPERSON BELPADA BLOCK TINA KUMBHAR (@tinakumbhar) 's Twitter Profile
CHAIRPERSON BELPADA BLOCK TINA KUMBHAR

@tinakumbhar

BELPADA BLOCK CHAIRPERSON

ID: 1536238633652723713

calendar_today13-06-2022 06:47:06

39 Tweet

91 Followers

95 Following

Collector & DM, Balangir (@collectorbgr) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ ପ୍ରକଳ୍ପର ତଦାରଖ ନିମନ୍ତେ "Dashboard Monitoring System"ର ଶୁଭାରମ୍ଭ l CMO Odisha chairmanwodc Works Department, Odisha

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ ପ୍ରକଳ୍ପର ତଦାରଖ ନିମନ୍ତେ "Dashboard Monitoring System"ର ଶୁଭାରମ୍ଭ l

CMO Odisha chairmanwodc  Works Department, Odisha
Collector & DM, Balangir (@collectorbgr) 's Twitter Profile Photo

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବଲାଙ୍ଗିର ପୌରପରିଷଦ ଠାରେ 8 କୋଟି ଅଟକଳରେ 500 ସିଟ ବିଶିଷ୍ଟ ପ୍ରେକ୍ଷାଲୟ ପ୍ରକଳ୍ପର ଶିଳାନ୍ୟାସ ଓ 90 ଲକ୍ଷ ଅଟକଳର ଟିଟିଲାଗଡ଼ ବାଳକ ବିଦ୍ୟାଳୟର ଉନ୍ନତି କରଣ ପ୍ରକଳ୍ପ ଏବଂ 1.88 କୋଟି ଅଟକଳରେ ବଲାଙ୍ଗିରଠାରେ ନିର୍ମିତ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରକଳ୍ପର ଶୁଭ ଉଦଘାଟନ l

CMO Odisha (@cmo_odisha) 's Twitter Profile Photo

ମହିଳାମାନଙ୍କୁ ରୋଜଗାରର ନୂଆ ବାଟ ଦେଖାଇଛି Mission Shakti କାର୍ଯ୍ୟକ୍ରମ। ସୁନ୍ଦରଗଡ଼ ବଣାଇଠାରେ ଏସଏଚଜି ମା' ମାନେ ମିଶନ ଶକ୍ତି କାଫେର ଉତ୍ତମ ପରିଚାଳନା କରିବା ସହ ଏଠାରେ କାମ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ମିଶନ ଶକ୍ତି ମା' ମାନଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ। #MissionShakti #Odisha

MoSarkar 5T (@mosarkar5t) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ପରିକଳ୍ପିତ #5T ଏବେ ସାଧାରଣ ଲୋକଙ୍କ ପାଇଁ ବିଶ୍ୱାସର ପ୍ରତୀକ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭିକେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତ ସମୟରେ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟକ୍ଷ ପଦବୀ ବିଷୟରେ ଜାଣିବା ପରେ ସଚିବ ୨୪ ଘଣ୍ଟା ମଧ୍ୟରେ ଏହାର ସମାଧାନ କରିଛନ୍ତି।

#5T ର ସଫଳ କାର୍ଯ୍ୟକାରିତା ଯୋଗୁଁ ଲୋକଙ୍କ ପାଇଁ ଉନ୍ନତ ସେବା ହେଉଛି ସୁନିଶ୍ଚିତ। ସୁନ୍ଦରଗଡ଼ର ରାଜଗାଙ୍ଗପୁର, ହେମଗିର, ବାଲିଶଙ୍କର ଏବଂ ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ବିଭିନ୍ନ ବର୍ଗର ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ।

Narendra Modi (@narendramodi) 's Twitter Profile Photo

I commend each and every person belonging to the teams of railways, NDRF, ODRAF, local authorities, police, fire service, volunteers and others who are working tirelessly on the ground and strengthening the rescue ops. Proud of their dedication.

CHAIRPERSON BELPADA BLOCK TINA KUMBHAR (@tinakumbhar) 's Twitter Profile Photo

Very cheap quality of. Work doing in seasonal hostel Nunhad gp , belpada Necessary action as per the agreement may be taken against the agency for not maintaining quality of work at site. Collector & DM, Balangir EducationOdisha CMO Odisha MoSarkar 5T

Pranab Prakash Das (@pranabpdas) 's Twitter Profile Photo

ଓଡ଼ିଶା ବିଜେପି, ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା। ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି।

Sambad (ସମ୍ବାଦ) (@sambad_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ୱରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ୱରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।
Collector & DM, Balangir (@collectorbgr) 's Twitter Profile Photo

ବିଶେଷ ସୂଚନା: ଆସନ୍ତା ତା: ୨୫.୧୧.୨୦୨୪ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। CMO Odisha I & PR Department, Odisha

ବିଶେଷ ସୂଚନା:
ଆସନ୍ତା ତା: ୨୫.୧୧.୨୦୨୪ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।
CMO Odisha
I & PR Department, Odisha