R T I (s m) 🙏✊😆 (@santosh15691218) 's Twitter Profile
R T I (s m) 🙏✊😆

@santosh15691218

ମାନବ ସେବା
ହିଁ
ମାଧବ ସେବା

ID: 1455123221959913475

calendar_today01-11-2021 10:43:43

951 Tweet

2,2K Takipçi

4,4K Takip Edilen

Ratnakar Nayak (@ratnakar_n18206) 's Twitter Profile Photo

CMO Odisha PMO India Revenue & DM Department, Government of Odisha Collector and District Magistrate Puri @tahasilofficepuri ଙ୍କୁ ଅନୁରୋଧ କେଶ ନମ୍ବର 8830/2025ଟିକୁ ଯଥା ଶୀଘ୍ର ବିଚାର କୁ ନେଇ ଆବେଦନ କାରୀଙ୍କୁ ଯଥା ଶୀଘ୍ର ପଟା ପ୍ରଦାନକରିବା ଦିଗରେ ଦୃଷ୍ଟି ଆକର୍ଷଣ କରନ୍ତୁ 🙏🙏🙏

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ଜିଲ୍ଲା ଗୋପ ତହସିଲର ଛଇତନା ରାଜସ୍ବ ନିରୀକ୍ଷକଙ୍କ ଅଧିନସ୍ଥ ସିରିହଣା ମୌଜାରେ ମୃତ ବ୍ୟକ୍ତି ଗୁଣମଣୀ ସେଠୀଙ୍କ ନାମରେ ଜମି ପଟ୍ଟା ଥିବା ବେଳେ ସରକାରଙ୍କ ନୂତନ ଆଇନ ଅନୁଯାୟୀ ତୁରନ୍ତ ଉତ୍ତରାଧିକାରୀ ପ୍ରମାଣପତ୍ର ଅନୁଯାୟୀ ପଟ୍ଟା ପ୍ରସ୍ତୁତ ପାଇଁ CMO Odisha ChiefSecyOdisha Revenue & DM Department, Government of Odisha Collector and District Magistrate Puri ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

ପୁରୀ ସଦର ତହସିଲ ତାଳବଣିଆ ମୌଜାର ସିଦ୍ଧ ମହାବୀର ଅଞ୍ଚଳରେ ଥିବା ସରକାରୀ ଜମିରେ ତୁରନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ CMO Odisha Governor Odisha Revenue & DM Department, Government of Odisha H & UD Dept Collector and District Magistrate Puri TAHASIL OFFICE PURI Team ATA Official ଙ୍କୁ ପୁରୀ ମୁନିସିପାଲିଟିକୁ ନିର୍ଦେଶ ଦେଵାକୁ ଅନୁରୋଧ 🙏

ସରକାରୀ ଓ ଅନାବାଦୀ ଜମି ଜବର ଦଖଲ ବୃଦ୍ଧି ପାଉଥିବା ବେଳେ ଅଭିଯୋଗ କରିବାର ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ CMO Odisha Governor Odisha Revenue & DM Department, Government of Odisha Collector and District Magistrate Puri TAHASIL OFFICE PURI ଙ୍କୁ ତୁରନ୍ତ ଜବର ଦଖଲ ଉଛେଦ ସହ ବେଆଇନ ରାସ୍ତା ନିର୍ମାଣ ଉପରେ ରୋକ ଲଗେଇବାକୁ ପଦକ୍ଷେପ ନେବାକୁ ଅନୁରୋଧ

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ସଦର ପଞ୍ଚାୟତ ସମିତି ଅଧୀନ ବାଲିପୁଟ ଗ୍ରାମ ପଂଚାୟତର ମାର୍କଣ୍ଡପୁର ଗ୍ରାମର ବେଲମଣି ପ୍ରଧାନ ସ୍ୱାମୀ ସ୍ବର୍ଗତ ହୃଷିକେଶ ପ୍ରଧାନ ଏହି ଭଙ୍ଗା ଚାଳିରେ ବସବାସ କରୁଥିବା ବେଳେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଵାକୁ CMO Odisha ChiefSecyOdisha Governor Odisha Panchayati Raj and Drinking Water Department Collector and District Magistrate Puri ଙ୍କୁ ଅନୁରୋଧ 🙏

ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ଇତିଭୁଆଁ ମୌଜାର ବୁଦ୍ଧେଶ୍ୱରଦେବଙ୍କ ନାମରେ ରେକର୍ଡ ଥିବା ଜମିରେ ଛଇତନା ଗ୍ରାମପଞ୍ଚାୟତ ପକ୍ଷରୁ ଅର୍ଥ ଖର୍ଚ୍ଚ ହୋଇ କୀର୍ତନ ମଣ୍ଡପ ବେଆଇନ ଭାବେ ନିର୍ମାଣ ହେଉଥିବା ବେଳେ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ପୁରୀ ଜିଲ୍ଲା ସଦରବ୍ଲକ ଅଧିନସ୍ଥ ବାଲିପୁଟ ଗ୍ରାମ ପଞ୍ଚାୟତରେ ସିଆର କଟ ବ୍ରିଜ ଉପରେ ପାନୀୟ ଜଳ ଦୀର୍ଘଦିନ ଧରି ଭାସୁଥିବା ବେଳେ ପଂଚାୟତ ବାସୀଙ୍କୁ ପାଣି ମୁନ୍ଦେ ପିଇବା ପାଇଁ ମିଳୁନାହିଁ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Bdo PuriSadar Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ଜିଲ୍ଲା ତାଳବଣିଆ ଥାନା ଅଞ୍ଚଳରେ ମାଟିଆପଡା ROB ରେ କାର୍ଯ୍ୟରତ ARSS କମ୍ପାନୀ ବୋରୱେଲ ମେକାନିନ ଡ୍ରାଇଭରର ମୋବାଇଲ ଚୋରୀ ଘଟଣାରେ ପୁରୀ ପୋଲିସ ତୁରନ୍ତ ପଦକ୍ଷେପ ନେବାକୁ CMO Odisha DGP, Odisha Governor Odisha ChiefSecyOdisha Puri Police Team ATA Official ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ପୁରୀ ପୋଲିସ ପକ୍ଷରୁ ତୁରନ୍ତ ଏହି ଘଟଣା ଉପରେ ଦୃଷ୍ଟି ଦେଇ ବାହାର ରାଜ୍ୟର ଶ୍ରମିକ ତଥା ARSS ଠିକାସଂସ୍ତାର କର୍ମଚାରୀଙ୍କ ମୋବାଇଲ ଫୋନ ଉଦ୍ଧାର ପାଇଁ CMO Odisha Governor Odisha DGP, Odisha Home Department, Govt. of Odisha Collector and District Magistrate Puri Puri Police ଙ୍କୁ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ବିନମ୍ର ଅନୁରୋଧ 🙏🙏

R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ସମୁଦ୍ରକୂଳ ଅଞ୍ଚଳ CT ରୋଡ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ବେଆଇନ ନିର୍ମାଣ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ, PKDA, ମୁନିସିପାଲିଟି puri ନୀରବ ରହି ନିୟମ ଉଲଘଂନ କାରିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି CMO Odisha Governor Odisha Odisha Forest, Env. and Climate Change Department H & UD Dept ଙ୍କୁ ଏହି ବେଆଇନ ଉପରେ ଦୃଷ୍ଟିଦେଵାକୁ ଅନୁରୋଧ

ପୁରୀ ସଦର ତହସିଲ ଅଧୀନ ହରେକୃଷ୍ଣପୁର ରାଜସ୍ବ ମୌଜାର ପ୍ଲଟ ନଂ 1 ନୟନଯୋର ଜବର ଦଖଲ ଉପରେ CMO Odisha Governor Odisha ChiefSecyOdisha Collector and District Magistrate Puri TAHASIL OFFICE PURI Team ATA Official Sambad (ସମ୍ବାଦ) Sanjeeb Mohanty Bulu Das Batakrushnapradhan ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ..

ପୁରୀ ଜିଲ୍ଲାର ଗୋପ ଓ ଚନ୍ଦନପୁର ଅଞ୍ଚଳରେ ମାଳ ମାଳ କରତକଳ ଖୁଲମଖୁଲା ଚାଲୁଥିବା ବେଳେ ରାଜସ୍ବ, ବନବିଭାଗ ଓ ପୋଲିସ ବିଭାଗ ନୀରବ ରହି ଜଙ୍ଗଲ ବିଲୋପ ପାଇଁ ପରୋକ୍ଷ ସହଯୋଗ ଯୋଗାଇ ଦେବା ଉପରେ Governor Odisha CMO Odisha ChiefSecyOdisha Odisha Forest, Env. and Climate Change Department PCCF & HoFF Odisha PCCF WL & CWLW, Odisha DFO, Puri Circle ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ🙏

Bulu Das (@das_bulu80891) 's Twitter Profile Photo

Puri ଜିଲ୍ଲାରେ 2000/3000 ଟଙ୍କା ସାଧାରଣ ଗରୀବ ଲୋକଙ୍କ ଉପରେ ବିଲ ବାକି ରହୁଥିବା ବେଳେ ବିଦୂତ୍ କାଟି ଦେଉଥିବା ବେଳେ ତୁରନ୍ତ ନିମ୍ନ ହିତାଧିକାରୀଙ୍କ ବକେୟା ବିଲ ଆଦାୟ ପାଇଁ CMO Odisha ChiefSecyOdisha TP Central Odisha Distribution Ltd anil jena ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ..

Puri ଜିଲ୍ଲାରେ 2000/3000 ଟଙ୍କା ସାଧାରଣ ଗରୀବ ଲୋକଙ୍କ ଉପରେ ବିଲ ବାକି ରହୁଥିବା ବେଳେ ବିଦୂତ୍ କାଟି ଦେଉଥିବା ବେଳେ ତୁରନ୍ତ ନିମ୍ନ ହିତାଧିକାରୀଙ୍କ ବକେୟା ବିଲ ଆଦାୟ ପାଇଁ CMO Odisha ChiefSecyOdisha TP Central Odisha Distribution Ltd anil jena ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ..
R T I (s m) 🙏✊😆 (@santosh15691218) 's Twitter Profile Photo

ପୁରୀ ଜିଲ୍ଲା ଗୋପ ବ୍ଲକରେ ପ୍ରକୁତ ହିତାଧିକାରୀ ଆବାସ ଗୃହ ପାଇବାରୁ ବଞ୍ଚିତ ହେଉଥିବା ବେଳେ ତୁରନ୍ତ ଖବର କାଗଜରେ ପ୍ରକାଶିତ ଏହି ଅନିୟମିତତା ଉପରେ CMO Odisha Governor Odisha ChiefSecyOdisha Panchayati Raj and Drinking Water Department Collector and District Magistrate Puri Team ATA Official GOP BLOCK Sanjeeb Mohanty Saptagiri Ulaka ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ଥିବାବେଳେ ସରକାରୀ ଅର୍ଥ ଖର୍ଚ୍ଚରେ କୋଠା ନିର୍ମାଣ ଓ ବେଆଇନ ନୟାନଜୋର ପୋତି ରାସ୍ତା ନିର୍ମାଣ ଉପରେ ପୁରୀ ତହସିଲଦାର ନୀରବ ରହିବା ଉପରେ CMO Odisha Governor Odisha ChiefSecyOdisha Revenue & DM Department, Government of Odisha Collector and District Magistrate Puri Team ATA Official TAHASIL OFFICE PURI Saptagiri Ulaka ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏

Sanjeeb Mohanty (@sanjeeb72666307) 's Twitter Profile Photo

ଆମେ ମରିବୁ ନା ବଞ୍ଚିବୁ ନିଆଁ ଲାଗିଲେ... ଆମ ପୁରୀ ହସ୍ପିଟାଲ ରେ maintance ଦାୟିତ୍ୱ କୋଉ agency କୁ ଦିଆଯାଇଛି. ସେ କଣ କାମ କରୁଛନ୍ତି ଜିଲ୍ଲାପାଳ ଦେଖନ୍ତୁ. ସ୍ୱାସ୍ଥ୍ୟ ମନ୍ତ୍ରୀ Dr. Mukesh Mahaling ଯଦି ଟିକେ ଅସିଥାନ୍ତେ ପୁରୀ ହସ୍ପିଟାଲ ଏମିତି ଦୃଶ୍ୟ କଣ ଦେଖିପାରିଥାନ୍ତେ କି... Collector and District Magistrate Puri ଟିକେ CDMO ଙ୍କୁ ତାଗିଦ କରନ୍ତୁ.

R T I (s m) 🙏✊😆 (@santosh15691218) 's Twitter Profile Photo

ଆଜିର ଖବର କାଗଜରେ ପ୍ରକାଶିତ ଏହି ଖବର ଉପରେ ଦୃଷ୍ଟି ଦେଇ ତୁରନ୍ତ ସ୍ୱତନ୍ତ୍ର audit ପାଇଁ ପଦକ୍ଷେପ ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କୁ ବରଖାସ୍ତ ପାଇଁ CMO Odisha ChiefSecyOdisha Energy Odisha Law Department TP Central Odisha Distribution Ltd Collector and District Magistrate Puri Team ATA Official DEEPA BARIK ଙ୍କୁ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ 🙏