$ambít (@skdagriman) 's Twitter Profile
$ambít

@skdagriman

ଚାଷ ଆଉ ଚାଷୀକୁ ଭଲ ପାଉଥିବା ସାଧାରଣ ମଣିଷ ଟିଏ #ଜୟଶ୍ରୀଜଗନ୍ନାଥ #ସମ୍ବିତାଂଶ ✍ #ଓଡ଼ିଆ #ଭାରତୀୟ #RojanaEkGhanta 🇮🇳

ID: 1253386653349097472

calendar_today23-04-2020 18:14:19

89,89K Tweet

4,4K Followers

358 Following

Pragyan Amit Mohapatra 🇮🇳 (@pragu04) 's Twitter Profile Photo

ମାର୍ଗଶିର ଗୁରୁବାର ଶୁଭେଚ୍ଛା ❤️ 👣🪷🌸🌻🌻🌼🌺🌸🌹🌸🌻👣 ମାତାଙ୍କ ଆଶୀର୍ବାଦ ସଭିଙ୍କ ଉପରେ ଥାଉ 🙏

ମାର୍ଗଶିର ଗୁରୁବାର ଶୁଭେଚ୍ଛା ❤️
👣🪷🌸🌻🌻🌼🌺🌸🌹🌸🌻👣
ମାତାଙ୍କ ଆଶୀର୍ବାଦ ସଭିଙ୍କ ଉପରେ ଥାଉ 🙏
$ambít (@skdagriman) 's Twitter Profile Photo

ପାର୍କ ରେ ଚାଲୁ ଥିଲା ବେଳେ ଜଣେ ବୟସ୍କ ବ୍ୟକ୍ତି ପଚାରିଲେ "କେତେ ସମୟ ହେଲା ଆଜ୍ଞା" ମୁଁ କହିଲି ସାଢେ଼ ସାତଟା ମୋତେ ପୁଣି ପଚାରିଲେ କେତେ? ମୁଁ କହିଲି ସାତଟା ଅଧେ 😁 #ବ୍ରହ୍ମପୁର

$ambít (@skdagriman) 's Twitter Profile Photo

ଓଡ଼ିଶାର ଲମ୍ବଲ୍ ୱାନ ଚେନାଲ୍ ଢୋ ଟିଭି ଦୟାକରି ବନ୍ଦ କର ଏଇ ଯାତ୍ରା 😭🙏

ଓଡ଼ିଶାର ଲମ୍ବଲ୍ ୱାନ ଚେନାଲ୍ ଢୋ ଟିଭି ଦୟାକରି ବନ୍ଦ କର ଏଇ ଯାତ୍ରା 😭🙏
calculator rath (@calculator3) 's Twitter Profile Photo

CMO Odisha I given a letter to Collector & DM, Balangir on dt 04/09/2025 regarding help to a poor widow lady But till date the application is pending at emgency senction.its take 85 days.if a emgency funds approval is need 85 days??.please look after the issue.🙏🏻

Dr. Soumyajit 🦴🛠️ panigrahi (@timpakk) 's Twitter Profile Photo

If anyone from soro,Balasore or around places Please retweet 🙏🏽🙏🏽 (Mo badamaa nka shardhabasika upalakhye) Free orthopaedics and eye consultation 🙏🏽

If anyone from soro,Balasore or around places
Please retweet 🙏🏽🙏🏽

(Mo badamaa nka shardhabasika upalakhye)
Free orthopaedics and eye consultation 🙏🏽
$ambít (@skdagriman) 's Twitter Profile Photo

ଟାଇଡ ସହ ମିଶେଇ ସର୍ଫ ଏକ୍ସେଲ ସଫା ହେଇ ବାହାରିଲେ ପୁଅ ସାମଲ।। #ରାଜନୀତି

Pragyan Amit Mohapatra 🇮🇳 (@pragu04) 's Twitter Profile Photo

ଶେଷ ପାଳି ଗୁରୁବାର ଶୁଭେଚ୍ଛା ✨ ମାତା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ସଭିଙ୍କ ଉପରେ ଥାଉ.. ପୁଣି ଆରବର୍ଷ କୁ ପ୍ରତୀକ୍ଷା.. 🌻🌻🌻 #OdiaFestival #proudOdia #ମାଣବସାଗୁରୁବାର

ଶେଷ ପାଳି ଗୁରୁବାର ଶୁଭେଚ୍ଛା ✨
ମାତା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ସଭିଙ୍କ ଉପରେ ଥାଉ..
ପୁଣି ଆରବର୍ଷ କୁ ପ୍ରତୀକ୍ଷା.. 🌻🌻🌻
#OdiaFestival #proudOdia
#ମାଣବସାଗୁରୁବାର