
Rita Sahu
@rita_bjd
Minister,
Handlooms, Textiles & Handicrafts,
Government of Odisha
ID: 1193174108353093633
09-11-2019 14:31:06
927 Tweet
7,7K Takipçi
232 Takip Edilen

.Dharmendra Pradhan ଭାଇ, - EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ? - EdCIL ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ? - ଯଦି EdCIL ଭୁଲ୍ କରିଥିଲା..







ଆଜି ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଭୁବନେଶ୍ବର ଗୋଠପାଟଣାରେ ବିଶାଳ ‘ଆଦିବାସୀ ଭବନ’ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଖଣ୍ଡଗିରି ଠାରେ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିବା ଅବସରରେ....





.Dharmendra Pradhan ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ'ଣ

ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ଯୋଡି ଶଙ୍ଖ ଭିଡିଓ କଲେ। ହେଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିବା ସହ ଲକ୍ଷ ଲକ୍ଷ ବୁଣାକାର ଏବଂ ଲକ୍ଷ ଲକ୍ଷ ଲୁଙ୍ଗି ପିନ୍ଧୁଥିବା ଓଡିଶାବାସୀଙ୍କୁ ଅପମାନିତ କଲେ। ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ୱାରା ଓଡ଼ିଆ ଅସ୍ମିତା,




ଭାରତବର୍ଷର ସ୍ଵାଧୀନତା ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରି ବୀରଗତି ପ୍ରାପ୍ତ କରିଥିବା ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ଚରଣରେ ଏହି ପବିତ୍ର ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । Naveen Patnaik Biju Janata Dal #IndependenceDay2024 highlight


