Ramesh Meher (@rameshmeher_) 's Twitter Profile
Ramesh Meher

@rameshmeher_

Views are personal.

ID: 1038617540937703429

calendar_today09-09-2018 02:38:13

19,19K Tweet

3,3K Takipçi

2,2K Takip Edilen

Governor Odisha (@governorodisha) 's Twitter Profile Photo

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମହାମହିମ ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସଙ୍ଗୀତ ଓ ସିନେମା ଜଗତକୁ ତାଙ୍କ ଅବଦାନ ସଦା ସ୍ମରଣୀୟ ରହିବ ବୋଲି ମହାମହିମ ରାଜ୍ୟପାଳ କହିଛନ୍ତି।

ଓଟିଭି (@otvkhabar) 's Twitter Profile Photo

#ହ୍ୟୁମାନ_ସାଗର_ମାଆଙ୍କ_ବିସ୍ଫୋରକ_ବୟାନ୍ ମୁଁ ହ୍ୟୁମାନ ସାଗରଙ୍କ ମା’। ମୋ ପୁଅକୁ ତାର ଦୁଇ ଜଣ ପିଏ ବ୍ୟବହାର କଲେ। ମୋ ପୁଅର ଦେହ ଖରାପ ଥିବା ସ୍ୱତ୍ତ୍ୱେ ତାକୁ ମେଡିକାଲ ନେବାକୁ ଛାଡ଼ିଲେନି। #HumanSagarDeath #OdiaSinger #OllywoodNews #Bhubaneswar #OTV

Ramesh Meher (@rameshmeher_) 's Twitter Profile Photo

•ମହାରାଜ କଂସ ଭାବେ ମନୋନୀତ ହୋଇଛନ୍ତି Panchayat Samiti Bheden ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର। •ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।•ଦୀର୍ଘ ୧୧ଦିନ ଧରି ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୁଭେଚ୍ଛା 💐 #World_largest_open_air_theatre_Bargarh_Dhanuyatra I & PR Department, Odisha

•ମହାରାଜ କଂସ ଭାବେ ମନୋନୀତ ହୋଇଛନ୍ତି Panchayat Samiti Bheden ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର।
•ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।•ଦୀର୍ଘ ୧୧ଦିନ ଧରି ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଶୁଭେଚ୍ଛା 💐
#World_largest_open_air_theatre_Bargarh_Dhanuyatra I & PR Department, Odisha
TP Western Odisha Distribution Ltd. (@tpwesternodisha) 's Twitter Profile Photo

Ramesh Meher Dear Consumer, We’re pleased to inform you that the boundary wall around the distribution transformer has been successfully constructed. Thank you for your continued support and trust.

Ramesh Meher Dear Consumer, We’re pleased to inform you that the boundary wall around the distribution transformer has been successfully constructed. Thank you for your continued support and trust.
DM_Jharsuguda (@dm_jharsuguda) 's Twitter Profile Photo

Ramesh Meher CMO Odisha Dharmendra Pradhan Tankadhar Tripathy Rabi Narayan Naik ChiefSecyOdisha Kalyan Mandap at Badmal GP with estimated cost of Rs. 85.00 lakh has been approved in Annual Action Plan 2025-26 under BGBO Scheme.The construction work will be started soon after Tender process is over. Besides, Solar Water Supply System in the said village is running on.

Ramesh Meher (@rameshmeher_) 's Twitter Profile Photo

ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଗୁର୍ଖାପାଲି ର ଜନସଂଖ୍ୟା ୧୭ ଶହ ରୁ ଉର୍ଦ୍ଧ୍ବ। ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟ କୁ ୩ କିମି। ହେଲେ ରାସ୍ତା ଠିକ୍ ନ ଥିବାରୁ ୧୦ ରୁ ୧୨ କିମି ବୁଲି ଯିବାକୁ ପଡ଼େ। ଖବର କୁ ଦୃଷ୍ଟି ଦେଇ ତୁରନ୍ତ ୩କିମି ରାସ୍ତାକୁ ମରାମତି କରିବାକୁ ଅନୁରୋଧ। CMO Odisha Collector & DM, Bargarh Panchayati Raj and Drinking Water Department PANCHAYAT SAMITI ATTABIRA

ବଲାଙ୍ଗୀର ଜିଲ୍ଲା ଓଡ଼ିଶା ପ୍ରସିଦ୍ଧ #ଗାଇଖାଇ_ଇକୋ_ଟୁରିଜିମ ର ମୁଖ୍ୟ ସମସ୍ୟା ହେଲା ଆବଶ୍ୟକ ପାନୀୟ ଜଳ ପାଇଁ ପର୍ଯ୍ୟଟକ ହଇରାଣ,ଏଣେତେଣେ ଆବର୍ଜନା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ,ବାହାର ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ। CMO Odisha ChiefSecyOdisha Dr. Mukesh Mahaling Odisha Tourism Collector & DM, Balangir Panchayati Raj and Drinking Water Department

ବଲାଙ୍ଗୀର ଜିଲ୍ଲା ଓଡ଼ିଶା ପ୍ରସିଦ୍ଧ #ଗାଇଖାଇ_ଇକୋ_ଟୁରିଜିମ ର ମୁଖ୍ୟ ସମସ୍ୟା ହେଲା ଆବଶ୍ୟକ ପାନୀୟ ଜଳ ପାଇଁ ପର୍ଯ୍ୟଟକ ହଇରାଣ,ଏଣେତେଣେ ଆବର୍ଜନା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ,ବାହାର ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ।
CMO Odisha ChiefSecyOdisha Dr. Mukesh Mahaling Odisha Tourism Collector & DM, Balangir Panchayati Raj and Drinking Water Department
Ramesh Meher (@rameshmeher_) 's Twitter Profile Photo

ଟୁଇଟ ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ କାହିଁକି ବିଭାଗ ଚୁପ୍? ବାରମ୍ଵାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। CMO Odisha Mohan Charan Majhi Ama Shasana Jana Sunani Collector & DM, Bargarh Works Department, Odisha

Ramesh Meher (@rameshmeher_) 's Twitter Profile Photo

#କଣ୍ଟାମାଳ ବ୍ଲକ #ଯୋଗିନ୍ଦ୍ରପୁର ପଞ୍ଚାୟତ #ଡିମିରିମୁଣ୍ଡା ଗାଁରେ ୫ ବର୍ଷ ହେଲା ଚାଷ ପାଇଁ ଗଭୀର ନଳକୂପରେ ଟ୍ରାନ୍ସଫର୍ମର, କେବୁଲ ଲାଗିଛି ହେଲେ ଚାଷ ଜମିରେ ମିଟର ବସିନାହିଁ।ଚାଷୀ ଅସୁବିଧାରେ । ବାରମ୍ଵାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହୋଇନି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ। CMO Odisha ChiefSecyOdisha Collector Boudh Odisha Lift Irrigation Corporation Ltd.