PWD Mayurbhanj
@pwd_mayurbhanj
Official handle of Works Department, Mayurbhanj District, Odisha
ID: 1371891179973877761
16-03-2021 18:28:48
40 Tweet
208 Followers
29 Following
ଚଳିତ ଜୁନ ମାସ ୧୧ ତାରିଖରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ OBCC Odisha ର ବରିଷ୍ଠ ପ୍ରକଳ୍ପ ପରିଚାଳକ ଇଂ ବିରଞ୍ଚି ପଣ୍ଡା ଏବଂ ସି.ଏମ.ଏମ.ଏ. ର ପ୍ରତିନିଧି ତଥା #OBCC ର ଅନ୍ୟାନ୍ୟ ଅଧିକାରୀଗଣ ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଶ୍ରୀ ହରି ବଳଦେଜୀଉ ମନ୍ଦିର ପ୍ରକଳ୍ପର ଯାଞ୍ଚ କରିଥିଲେ ।
Administrative approval of ₹8.56 Cr has been accorded for improvement of Nuagaon (Rairangpur College) to Dundu via Jamda Road in Mayurbhanj District under the State Plan of Works Department, Odisha. The road will be widened and strengthened as part of the project.
Works Department, Odisha ର ରାଜ୍ୟ ଯୋଜନା ଅଧୀନରେ ମୟୂରଭଞ୍ଜ ଜିଲ୍ଲାରେ ନୂଆଗାଁ (ରାଇରଙ୍ଗପୁର କଲେଜ) ରୁ ଦୁଣ୍ଡୁ ଭାୟା ଯାମଡ଼ା ରୋଡ ପର୍ଯ୍ୟନ୍ତ, ରାସ୍ତାର ଉନ୍ନତିକରଣ ପାଇଁ ୮.୫୬ କୋଟି ଟଙ୍କାର କାର୍ଯ୍ୟକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ପ୍ରକଳ୍ପର ଅଂଶ ଭାବରେ ଏହି ରାସ୍ତାର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣ କରାଯିବ।
Administrative approval of ₹84.09 Cr has been accorded for construction of a 300-bedded New Building of District Headquarter Hospital, Bhadrak under MoSarkar 5T for the year 2020-21. The addition of a new building will give a boost to the health infrastructure in the district.
Er Ashok Ku. Giri, Addl. Chief Engineer, Balasore Circle along with Works Department, Odisha official visiting to 100 Bedded M.C.H Building work & inspecting the LMO & PSA work at Bhadrak DHH site.
The longest bridge in Odisha over river Mahanadi connecting Gopinathpur-Baideshwar in Cuttack District is getting ready. Today @Krishan_Kumar09, Secretary, Works Department, Odisha, along with senior officers, visited the site and reviewed its progress. The length of the bridge is over 3 Km.
Engineering our way to innovation & development, #HappyEngineersDay from Works Department, Odisha... ଇଞ୍ଜିନିୟରିଂ ସହାୟତା ରେ ନବୋନ୍ମେଷ ଓ ବିକାଶ ଦିଗରେ ଆମେ ମାର୍ଗ ପ୍ରସ୍ତୁତ କରୁଛୁ। Works Department, Odisha ପକ୍ଷରୁ #EngineersDay ର ଶୁଭ କାମନା।
ଚଳିତ ମାସ ୨୫ ତାରିଖରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ମହାପ୍ରବନ୍ଧକ ଇଂ ପ୍ରଦୀପ କୁମାର ରଥ, ବରିଷ୍ଠ ପ୍ରକଳ୍ପ ପରିଚାଳକ ଇଂ ନୃସିଂହ ମହନ୍ତ, ସହାୟକ ସଂସ୍ଥାର ପ୍ରତିନିଧୀଗଣ ତଥା OBCC Odisha ର ଅଧିକାରୀମାନଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ସ୍ଥିତ ଜୋଡା ଫ୍ଲାଏଓଭର୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।
Er. Tushar Kanta Panda, Chief Construction Engineer, Central Circle & other PWD Bhubaneswar officials inspected the ongoing widening of the road to four lane from Chandaka to Pitapalli of Old Cuttack Ganjam Road. The project is at finishing stage & will complete by Nov 2021.
Er Durga Charan Behera, Chief Construction Engineer with other PWD Ganjam officials inspected Old age home at Palur Hills, Berhampur. Main building (structural work) & Yoga Hall have been completed. The finishing work of project is underway & will be completed by December 2021.