
Team ATA Official
@officialteamata
This is the official Twitter handle of Association of Twitter Activists - ATA.
A bridge between ruled and ruler...
ID: 1561752753516720128
22-08-2022 16:31:15
13,13K Tweet
2,2K Takipçi
696 Takip Edilen

ଏ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକ ଯସୁଆପୁର ପଞ୍ଚାୟତ ଦୃଶ୍ୟ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲି ଥିବା ବେଳେ ଦୀର୍ଘ ୩ ବର୍ଷ ଧରି ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଅଧା ନିର୍ମାଣ ଧିନ ପାଣି ଟାଙ୍କି ଅଚଳ।ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି ହଜାର ହଜାର ଜନସାଧାରଣ। Rural Water Supply and Sanitation, Odisha RWSS PURI Rabi Narayan Naik


Respected ChiefSecyOdisha SSEPD Collector Boudh sir please look into the matter and take necessary action


Hon'ble sir, I kindly request you to look into this matter and take necessary action CMO Odisha Mohan Charan Majhi ChiefSecyOdisha Panchayati Raj and Drinking Water Department Works Department, Odisha Odisha Rural Office of Development Commissioner, Odisha Collector & DM, Malkangiri Ministry of Panchayati Raj, Government of India Ministry of Rural Development, Government of India I & PR Department, Odisha


#ଭୁତଖାନା ପାଲଟିଛି #ପଶୁଚିକିତ୍ସା ସହାୟକ କେନ୍ଦ୍ର #ଜଗତସିଂହପୁର ଜିଲ୍ଲା #ବାଲିକୁଦା ବ୍ଲକ #ରାହାଣ ପଂଚାୟତ ର ରାହାଣ ଗ୍ରାମ ରେ ଥିବା #ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ 1000 ରୁ ଉର୍ଦ୍ଧ ଚାଷୀ CMO Odisha ChiefSecyOdisha DM_Jagatsinghpur Sub-Collector &SDM ,Jagatsinghpur Pravati Parida Panchayati Raj and Drinking Water Department Prithiviraj Harichandan


Kindly look into this matter and take necessary action sir CMO Odisha Panchayati Raj and Drinking Water Department Energy Odisha TP Western Odisha Distribution Ltd. DM KALAHANDI Superintending Engineer,


Collector & DM Balasore Mayur Suryawanshi IAS. CMO Odisha ChiefSecyOdisha Pratap Chandra Sarangi CDMO Baleshwar H & FW Dept Odisha Dr. Mukesh Mahaling ସାର୍ ଆପଣଙ୍କୁ ବିନମ୍ରର ଅନୁରୋଧ କରୁଛି ଦୟାକରି ଏହି ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ ସାର୍ 🙏🙏


Mohan Charan Majhi ChiefSecyOdisha Adv MONALISHA📚LLM👩🏻🎓 (political Analyst) Team ATA Official NHAI Panchayati Raj and Drinking Water Department Collector and District Magistrate Puri Works Department, Odisha PWD Puri 🙏 ଏହି ଦୃଶ୍ୟ ପୁରୀ - ନିରାକାର ପୁର ନୂଆ ଜଗନ୍ନାଥ ସଡ଼କ ପଥରେ ଗଲାବେଳେ ବାଟରେ ପଡିବ ବୀର ରାମଚନ୍ଦ୍ରପୁର ମୋଡ଼ ପାଖରେ ଏଭଳି ଏକ ଖାଲ ରହିଛି, ଗାଡ଼ି ଚାଳକ ଙ୍କ ପାଇଁ ବଡ଼ ବିପଦ ସାଜିଛି। ଦୃଷ୍ଟି

କିଛି ଦିନ ତଳେ କାମାକ୍ଷାନଗର ଠାରେ ବୁଦ୍ଧଦେବ ସୂତାରଙ୍କ କାର ନଂ (OD16E6563) ବାଟରେ କିଛି ଲୋକ ଅଟକେଇ ଥିଲେ।ତୁମ ଗାଡ଼ିରେ ଲୋନ୍ ଅଛି କହି ଗାଡ଼ି ଛଦେଇଲେ।ଖର୍ଚ୍ଚ ପାଣି ଦିଅ ଆମେ ଛାଡ଼ିଦବୁ କହିଲେ, ମୁଁ କାହିଁକି ଦେବି କହିବାରୁ ଜୋର୍ ଜବରଦସ୍ତି ମୋ ଗାଡ଼ି ନେଇଗଲେ। CMO Odisha Chola Finance Odisha Police homeodisha


Sir please kindly look into this matter and take necessary action CMO Odisha Mohan Charan Majhi ChiefSecyOdisha Panchayati Raj and Drinking Water Department Rural Water Supply and Sanitation, Odisha DM Sambalpur


ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ପାଇଁ । FoodOdisha Odisha State Food Commission FOOD SAFETY ODISHA Right to Food Campaign, Odisha Mohan Charan Majhi Krushna Chandra Patra Krushna Chandra Patra ChiefSecyOdisha FoodSafety.gov Department of WCD, Government of Odisha Odisha Rural Ministry of Panchayati Raj, Government of India homeodisha Team ATA Official PIB India_Consumer_Food


ସଂମାନନୀୟ Energy Odisha ମହୋଦୟ Collector & DM, Jajpur ଜିଲ୍ଲା bdo_dharamasala ବ୍ଲକ #ବଡ଼କାଏମା ଗ୍ରାପର #ଗୋଗଳ ଶବର ସାହି ଶେଷ ଭାଗରେ ଥିବା ଏହି ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗିଯାଇ ନଇଁ ପଡ଼ିଛି।@tpnodl_balasore ମହୋଦୟଙ୍କୁ ଅନୁରୋଧ ତୁରନ୍ତ ଏହି ଖୁଣ୍ଟଟିକୁ ବଦଳାଇ ନୂତନ ଖୁଣ୍ଟ ସ୍ଥାପନା କରାଇବା ପାଇଁ। Kanak Vardhan Singh Deo (Modiji Ka Parivar) Pradeep Jena IAS


କୋରାପୁଟ ଜିଲାର ୨ଟି ବ୍ଲକ ଲମତାପୁଟ ଓ ସେମିଳିଗୁଡା ସଂଯୋଗ କରୁଥିବା ତେନ୍ତୁଳିପଡ଼ା କୋଲାବ ଜଳଭଣ୍ଡାର ଉପରେ କାଠପୋଲ ବରସା CMO Odisha ରାଜ୍ୟସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସେତୁ ନିର୍ମାଣ କରିବାକୁ ବିନମ୍ର ଅନୁରୋଧ Works Department, Odisha Odisha Rural Mohan Charan Majhi I & PR Department, Odisha Rabi Narayan Naik Panchayati Raj and Drinking Water Department Collector & DM, Koraput


Kindly look into the matter and take necessary action. Narendra Modi Mohan Charan Majhi Kanak Vardhan Singh Deo (Modiji Ka Parivar) Pravati Parida Collector & DM, Nuapada SUPERINTENDING ENGINEER RWS&S DIVISION, NUAPADA Team ATA Official


ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳରେ ଶିଶୁ ଅପପୁଷ୍ଟି ହାର ଦେଖାଦେଇଛି। ୧୫ ଦିନରେ ୧୮ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ Collector & DM Nayagarh ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। CMO Odisha Mohan Charan Majhi Shubha Sarma Anu Garg Pravati Parida NCPCR I & PR Department, Odisha


ଆଜି ସନ୍ଧ୍ୟା ସମୟରେ ଅତିରିକ୍ତ ଜିଲ୍ଲାପାଳ କଟକ DM Cuttack ନିଜ ସରକାରୀ ଗାଡ଼ିରେ ଯାଜପୁର ବିରଜା ମନ୍ଦିରକୁ ପରିବାର ସହ ବୁଲି ଆସିବା କେତେ ଯୁକ୍ତି ଯୁକ୍ତ। ସାଧାରଣ ଲୋକଙ୍କ ଟିକସ ପଇସାରେ ଏଇସ କରିବା ପାଇଁ ସରକାର ଅନୁମତି ପ୍ରଦାନ କେବେ କରିଛନ୍ତି Mohan Charan Majhi ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ

ଲଘୁଚାପ ଜନିତ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଣି ଜମି ରହୁଛି।ଯାହା ଦୂରରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଅସୁବିଧା ହେବା ସହ କୋଣାର୍କର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଅନୁରୋଧ। Collector and District Magistrate Puri CMO Odisha Odisha Tourism Pravati Parida ChiefSecyOdisha Mohan Charan Majhi


#କେବେ_ହେବ_ରାସ୍ତାମରାମତି ରଥ ଯାତ୍ରା ଆଉ ରହିଲା ଏକ ମାସ ବିଭାଗୀୟ ଅଧିକାରୀ ମାନେ ଧାନ ଦିଅନ୍ତୁ Puri Municipality Collector and District Magistrate Puri I & PR Department, Odisha H & UD Dept Team ATA Official Dr. Krushna Chandra Mahapatra Works Department, Odisha CMO Odisha Prithiviraj Harichandan Subhasish Khuntia Aparajita Sarangi, 2nd time MP- LS,Bhubaneswar Puri Municipality

ଶତ ପ୍ରତିଶତ ଭିନ୍ନକ୍ଷମ #ସୂର୍ଯ୍ୟକ୍ରାନ୍ତି_ବେଜ ହେଲେ ବିଭାଗର ଅବହେଳା ଯୋଗୁଁ ବିକଳାଙ୍ଗଭର୍ତ୍ତା ୩୫୦୦ରୁ୧୦୦୦ ଟଙ୍କା ମିଳୁଛି l ବିଭାଗୀୟ ଅଧିକାରୀଙ୍କୁ ବିନମ୍ର ଅନୁରୋଧ ପୁନର୍ବିଚାର ଆବଶ୍ୟକ l CMO Odisha Collector and District Magistrate Puri DEOC _ PURI Puri Municipality H & FW Dept Odisha SSEPD Mohan Charan Majhi Dharmendra Pradhan DSSO,PURI Team ATA Official


