ODISHA CARES (@odishacares) 's Twitter Profile
ODISHA CARES

@odishacares

Incredible Odisha

ID: 1408498065556656129

calendar_today25-06-2021 18:51:40

24 Tweet

281 Takipçi

5 Takip Edilen

Naveen Patnaik (@naveen_odisha) 's Twitter Profile Photo

ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

I & PR Department, Odisha (@ipr_odisha) 's Twitter Profile Photo

ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀ ଯଦି ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅଫ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ନିଃଶୁଳ୍କ ପୁନଃ ଫର୍ମ ପୂରଣ କରି ପାରିବେ। ପୂର୍ବ ପରୀକ୍ଷାର ଫଳାଫଳ ବିଚାରକୁ ନିଆଯିବ ନାହିଁ। bseodisha.ac.in

ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀ ଯଦି ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅଫ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ନିଃଶୁଳ୍କ ପୁନଃ ଫର୍ମ ପୂରଣ କରି ପାରିବେ। ପୂର୍ବ ପରୀକ୍ଷାର ଫଳାଫଳ ବିଚାରକୁ ନିଆଯିବ ନାହିଁ। bseodisha.ac.in
CMO Odisha (@cmo_odisha) 's Twitter Profile Photo

ବିକାଶ ଓ ଅଭିବୃଦ୍ଧିରେ ଲୋକମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। ସମତୁଲ ବିକାଶ ହାସଲ ଦିଗରେ ସରକାର ସର୍ବଦା ଗୋଷ୍ଠୀ ସହଭାଗିତାକୁ ଅଗ୍ରାଧିକାର ଦେଇଛନ୍ତି। ଏହାକୁ ଗୁରୁତ୍ୱ ଦେଇ ଦକ୍ଷତା ଓ ନିଷ୍ଠାର ସହ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ନବନିଯୁକ୍ତ ବିତ୍ତ ଅନ୍ୱେଷକମାନଙ୍କୁ ପରାମର୍ଶ ଦେଇଛନ୍ତି। #Odisha

ବିକାଶ ଓ ଅଭିବୃଦ୍ଧିରେ ଲୋକମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। ସମତୁଲ ବିକାଶ ହାସଲ ଦିଗରେ ସରକାର ସର୍ବଦା ଗୋଷ୍ଠୀ ସହଭାଗିତାକୁ ଅଗ୍ରାଧିକାର ଦେଇଛନ୍ତି। ଏହାକୁ ଗୁରୁତ୍ୱ ଦେଇ ଦକ୍ଷତା ଓ ନିଷ୍ଠାର ସହ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> ନବନିଯୁକ୍ତ ବିତ୍ତ ଅନ୍ୱେଷକମାନଙ୍କୁ ପରାମର୍ଶ ଦେଇଛନ୍ତି। #Odisha
CMO Odisha (@cmo_odisha) 's Twitter Profile Photo

In a major boost to wildlife conservation in #Odisha, the mugger (marsh crocodile) population has been recorded in a pond inside Similipal Tiger Reserve. With sustained conservation, it became country’s highest altitude habitat for the vulnerable species. thehindu.com/news/national/…

S.U.B.H.U....✍︎  𝕏 (@quotesbysubha) 's Twitter Profile Photo

सच्चा प्यार और ईश्वर एक तरह होते हैं मिल जाने पर और कोई ख्वाहिश नही रहती हैं. ⭕❗⭕ 〰️ #ଜୟ_ଜଗନ୍ନାଥ #JagannathaPuri 🙏🙏🙏

सच्चा प्यार और ईश्वर एक तरह होते हैं मिल जाने पर और कोई ख्वाहिश नही रहती हैं.

⭕❗⭕
     〰️
#ଜୟ_ଜଗନ୍ନାଥ 
#JagannathaPuri 
🙏🙏🙏
EducationOdisha (@smeodisha) 's Twitter Profile Photo

Shri Satyabrata Sahu, Principal Secy, S& ME Dept has announced that state class X offline exam will be held from 30 July to 5 August 2021 in district and block headquarters. Classroom education for class X and XII to resume from 26 July 2021 from 10 AM to 1.30 PM. CMO Odisha