ମୃତ୍ୟୁଞ୍ଜୟ କର (@mkar_odia) 's Twitter Profile
ମୃତ୍ୟୁଞ୍ଜୟ କର

@mkar_odia

ଓଡ଼ିଆ ଉଇକିଆଳି

ID: 94750193

calendar_today05-12-2009 07:46:13

43 Tweet

62 Followers

155 Following

O Foundation (OFDN) (@ofdnorg) 's Twitter Profile Photo

ଓଡ଼ିଶାର ଲୁପ୍ତପ୍ରାୟ ଭାଷା-ସଂସ୍କୃତିକୁ ଆମେ ମରଣମୁଖୀ ହେବାକୁ ଛାଡ଼ିଦେବା ନା ସେସବୁକୁ ଡିଜିଟାଲ ମାଧ୍ୟମରେ ସାଇତିବା? @Prameyanews7 ସହ ସାକ୍ଷାତକାରରୁ ଆସନ୍ତୁ ଜାଣିବା ଏ ବାବଦରେ କଣ କରୁଛି ଓ ଫାଉଣ୍ଡେସନ । youtube.com/watch?v=lmdZ8s… cc: Kanak News OTV @newsworldodisha

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଆ କେବେ ଇଣ୍ଟରନେଟର ଭାଷା ହେବ? ନା ଖାଲି ସାହିତ୍ୟ ଭିତରେ ବାନ୍ଧି ହୋଇରହିବ? ଓଡ଼ିଆର ଡିଜିଟାଲ ଭବିଷ୍ୟତ କଥା ଆମେ ଏଇ ରବିବାର ସନ୍ଧ୍ୟା ୫:୩୦ରେ Facebook Live ଜରିଆରେ ଆଲୋଚନା କରୁଛୁ । ଆମ ସହ ଯୋଡ଼ିହୋଇ ଆପଣଙ୍କ ମତବାଢ଼ନ୍ତୁ 👉 bit.ly/odiawiki16live #OdiaWiki16

.Creative Commons ଲାଇସେନ୍ସ ବିନା ଉଇକିପିଡ଼ିଆ ଆଜି ଭଳି ବ୍ୟାପକ ହୋଇନଥାନ୍ତା । କ୍ରିଏଟିଭ କମନ୍ସର ସିଇଓ ରିଆନ ମର୍କଲେ (@ryanmerkley) ଓଡ଼ିଆ ଉଇକିପିଡ଼ିଆର ୧୬ ତମ ଜନ୍ମତିଥି ଅବସରରେ କହନ୍ତି — "୧୬ ବର୍ଷର ଏହି ସୁନ୍ଦର ପ୍ରକଳ୍ପ ଓଡ଼ିଆ ଉଇକିପିଡ଼ିଆ ସହ ଜଡ଼ିତ ସଭିଙ୍କୁ ଶୁଭେଚ୍ଛା ।" or.wikipedia.org/s/1b5e #OdiaWiki16

Subhashish Panigrahi (@subhapa) 's Twitter Profile Photo

📸 ଗପ, କବିତା ହେଉ କି ଫଟୋ କିମ୍ବା ଚିତ୍ର । ଏସବୁକୁ ଇଣ୍ଟରନେଟରେ ସେଆର କଲାବେଳେ କେଉଁ © ଲାଇସେନ୍ସରେ ସେଆର କରିବେ? ଏ ବିଷୟରେ ଏକ ଫେସବୁକ ଲାଇଭ ପ୍ରଶ୍ନୋତ୍ତର କଲେ ସୁବିଧା ହେବ କି⁉️ ☞ ଅଧିକ ଲୋକ ଇଚ୍ଛୁକ ହେଲେ ଶନିବାର ରାତିରେ କରିବାର ସମ୍ଭାବନା ଅଛି । ଇଚ୍ଛୁକ ଥିଲେ ତଳେ ଜଣାନ୍ତୁ 👇

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଗତ ୫୦୦ ଦିନ ଧରି ଓଡ଼ିଆ ଉଇକିଆଳି Sangram Keshari Senapati (ଗପୁ) ଦିନକୁ ଗୋଟିଏ ଲେଖା ପ୍ରସଙ୍ଗ ଲେଖି ୫୦୦ ଦିନରେ ୫୦୦ଟି ପ୍ରସଙ୍ଗ ଲେଖିସାରିଛନ୍ତି । ତାଙ୍କ ସମ୍ପାଦିତ ପ୍ରସଙ୍ଗଗୁଡ଼ିକ ସାଧାରଣତଃ ଚଳଚ୍ଚିତ୍ର ଉପରେ । ଅନେକ ଶୁଭେଚ୍ଛା ସଂଗ୍ରାମ! 🙏

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗସବୁ ଲେଖେ କିଏ? ଏଥିରେ ନିୟମିତ ଲେଖୁଥିବା ସ୍ୱେଚ୍ଛାସେବୀ ସମ୍ପାଦକଙ୍କ ଭିତରୁ ସୌମେନ୍ଦ୍ର (Soumendra) ଅନ୍ୟତମ । "କୁଶଭଦ୍ରା ନଦୀ"ରୁ ଆରମ୍ଭ କରି ବ୍ଲାକ ହୋଲର ଛବି ଉପରେ କାମ କରିଥିବା ବୈଜ୍ଞାନିକ "କେଟି ବଉମ୍ୟାନ" ଭଳି ଅନେକ ପ୍ରସଙ୍ଗରେ ତାଙ୍କ ସମ୍ପାଦନା ବାରି ହୋଇପଡ଼େ । ତାଙ୍କ ମୁହଁରେ ତାଙ୍କ ନିଜ କାହାଣୀ

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ସିନେମା ଉପରେ ଥିବା ଉଇକିପ୍ରକଳ୍ପ ଜରିଆରେ କିପରି ଅଧିକରୁ ଅଧିକ ସିନେମା ସମ୍ବନ୍ଧିତ ପ୍ରସଙ୍ଗ ଲେଖିବେ ସେ ଯୋଜନା କଥା କଥା ବଖାଣୁଛନ୍ତି ଉଇକିଆଳି Sangram Keshari Senapati (ଗପୁ) । ଉଇକିପିଡ଼ିଆରେ ଆପଣ ମଧ୍ୟ ଭାଗନେଇ ସମ୍ପାଦନା କରିପାରିବେ । କେମିତି ଭାଗନେବେ ଦେଖନ୍ତୁ: or.wikipedia.org/wiki/WP:CS #ଓଡ଼ିଆ

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ (E&IT Department Odisha) କ୍ରିଏଟିଭ କମନ୍ସ ୪.୦ ଅ୍ଯାଟ୍ରିବ୍ୟୁସନ ଲାଇସେନ୍ସ ଅଧୀନରେ ରାଜ୍ୟର ୨୧ଟି ଜନଜାତି ଭାଷାରେ ପ୍ରକାଶିତ ୨୧ଟି ଅଭିଧାନର ପୁନଃଲାଇସେନ୍ସ କରିଛି । ଫଳରେ ଉଇକିପାଠାଗାର ଏବଂ ଉଇକିଅଭିଧାନ ଭଳି ପ୍ରକଳ୍ପପଗୁଡ଼ିକର ବିକାଶ ହୋଇପାରିବ । cc: @manojmishratwit @Saileshpat

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

📸 ଅନେକ ରାଜନେତାଙ୍କ ଫଟୋ କପିରାଇଟ କାରଣରୁ ଆଗରୁ ଉଇକିପିଡ଼ିଆରେ ନଥିଲା । ଗତ କିଛି ବର୍ଷ ଧରି ଆମେ ଓଡ଼ିଶା ସରକାରଙ୍କ ବିଭିନ୍ନ ୱେବସାଇଟ ଓ ସୋସିଆଲ ମିଡ଼ିଆର ଫଟୋ ଉଇକିପିଡ଼ିଆରେ ଉପଲବ୍ଧ କରିବା ପାଇଁ ଅନୁମତି ପାଇଛୁ । ୧୬ଶ ଓଡ଼ିଶା ବିଧାନ ସଭାର ସବୁ ସଭ୍ୟଙ୍କ ଫଟୋ ଅଧୁନା ଉଇକିମିଡ଼ିଆ କମନ୍ସରେ ଉପଲବ୍ଧ । w.wiki/cNn

📸 ଅନେକ ରାଜନେତାଙ୍କ ଫଟୋ କପିରାଇଟ କାରଣରୁ ଆଗରୁ ଉଇକିପିଡ଼ିଆରେ ନଥିଲା । ଗତ କିଛି ବର୍ଷ ଧରି ଆମେ ଓଡ଼ିଶା ସରକାରଙ୍କ ବିଭିନ୍ନ ୱେବସାଇଟ ଓ ସୋସିଆଲ ମିଡ଼ିଆର ଫଟୋ ଉଇକିପିଡ଼ିଆରେ ଉପଲବ୍ଧ କରିବା ପାଇଁ ଅନୁମତି ପାଇଛୁ । ୧୬ଶ ଓଡ଼ିଶା ବିଧାନ ସଭାର ସବୁ ସଭ୍ୟଙ୍କ ଫଟୋ ଅଧୁନା ଉଇକିମିଡ଼ିଆ କମନ୍ସରେ ଉପଲବ୍ଧ ।
w.wiki/cNn
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଆଜି ଓଡ଼ିଆ ଉଇକିପିଡ଼ିଆର ୧୯ତମ ଜନ୍ମତିଥି । ଏ ସମୟ ଖୁସି ପାଳନ ପାଇଁ ହୋଇନପାରେ ତେଣୁ ଆମେସବୁ ସ୍ବେଚ୍ଛାସେବୀ କରୋନାଭୂତାଣୁ ସମ୍ବନ୍ଧୀୟ ପ୍ରସଙ୍ଗ ଅଧିକରୁ ଅଧିକ ସମ୍ପାଦନା କରୁଛୁ । ଫଳରେ ପାଠକମାନେ ଓଡ଼ିଆରେ ଅଧିକ ତଥ୍ୟ ପାଇପାରିବେ । or.wikipedia.org/s/1gsv (📸 mask, Perlisima Shoeder, CC-BY 3.0)

ଆଜି ଓଡ଼ିଆ ଉଇକିପିଡ଼ିଆର ୧୯ତମ ଜନ୍ମତିଥି । ଏ ସମୟ ଖୁସି ପାଳନ ପାଇଁ ହୋଇନପାରେ ତେଣୁ ଆମେସବୁ ସ୍ବେଚ୍ଛାସେବୀ କରୋନାଭୂତାଣୁ ସମ୍ବନ୍ଧୀୟ ପ୍ରସଙ୍ଗ ଅଧିକରୁ ଅଧିକ ସମ୍ପାଦନା କରୁଛୁ । ଫଳରେ ପାଠକମାନେ ଓଡ଼ିଆରେ ଅଧିକ ତଥ୍ୟ ପାଇପାରିବେ ।
or.wikipedia.org/s/1gsv
(📸 mask, Perlisima Shoeder, CC-BY 3.0)
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା । କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org

ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା ।
କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org
Odia Culture (@odiaculture) 's Twitter Profile Photo

ଦୁର୍ଗାପୂଜା, ଦଶହରା କୁଆଡେ ଗଲା, ଓଡ଼ିଆ ହ୍ୱାଟ୍ସଆପ୍, ଟୁଇଟରରେ ଖାଲି ନବରାତ୍ର ଶୁଭେଚ୍ଛା। ସାଂସ୍କୃତିକ ଉପନିବେଶବାଦ କେବଳ ପାଶ୍ଚାତ୍ୟ ପ୍ରଭାବରୁ ଆସେନି। କଡୱା ଚୌଥ, ଓନାମ୍, ଇଦ୍, ଗୁଡ ଫ୍ରାଇଡେ ସବୁ ଉତ୍ସାହ ସହକାରେ ପାଳନ କରନ୍ତୁ, ଅନ୍ୟକୁ ଶୁଭେଚ୍ଛା ଜଣାନ୍ତୁ କିନ୍ତୁ ରଜ, ଦୁର୍ଗାପୂଜା, ଗହ୍ମାପୁନେଇ, ନୂଆଖାଇକୁ ଭୁଲନ୍ତୁନି।

Odia Movie Database (@odiamoviedb) 's Twitter Profile Photo

ଉଇକିପେଡ଼ିଆରେ ଗୁରୁତର ତ୍ରୁଟି. ସିଦ୍ଧାନ୍ତଙ୍କ ବିବାହ ଓ ସନ୍ତାନ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ (ସମ୍ବାଦ ୫ ନଭେମ୍ବର)

ଉଇକିପେଡ଼ିଆରେ ଗୁରୁତର ତ୍ରୁଟି. ସିଦ୍ଧାନ୍ତଙ୍କ ବିବାହ ଓ ସନ୍ତାନ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ (ସମ୍ବାଦ ୫ ନଭେମ୍ବର)
Wikimedia Foundation (@wikimedia) 's Twitter Profile Photo

His commitment is evident from his completion of the #100WikiDays challenge 25 times. Sangram details his journey on creating and translating one article a day for 100 days, as well as the learning process in becoming a seasoned Wikimedian ➡️ w.wiki/9iNd (2/2)