Nirakar Pradhan (@nirakarpradhan0) 's Twitter Profile
Nirakar Pradhan

@nirakarpradhan0

We can not help everyone, But everyone can help someone. The essence of life is to serve other & do good.

ID: 994101066181500928

calendar_today09-05-2018 06:25:38

1,1K Tweet

139 Followers

612 Following

Nirakar Pradhan (@nirakarpradhan0) 's Twitter Profile Photo

ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ହେବ l ଲକ୍ଷ ଲକ୍ଷ ପରିବାର ଉଜୁଡିଯିବା ରୁ ବଞ୍ଚିଯିବେ l ନିଶାମୁକ୍ତ ଓଡିଶା ହେଲେ ଓଡିଶା ର ନିଶ୍ଚୟ ପ୍ରଗତି ହେବ l ଓଡିଶା ସରକାର ଙ୍କ ଜୟଗାନ ହେବ l CMO Odisha Mohan Charan Majhi Nityananda Gond Kanak Vardhan Singh Deo (Modiji Ka Parivar) Pravati Parida BJP Odisha

ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ହେବ l ଲକ୍ଷ ଲକ୍ଷ ପରିବାର ଉଜୁଡିଯିବା ରୁ ବଞ୍ଚିଯିବେ l ନିଶାମୁକ୍ତ ଓଡିଶା ହେଲେ ଓଡିଶା ର ନିଶ୍ଚୟ ପ୍ରଗତି ହେବ l ଓଡିଶା ସରକାର ଙ୍କ ଜୟଗାନ ହେବ l
CMO Odisha
Mohan Charan Majhi
Nityananda Gond
Kanak Vardhan Singh Deo (Modiji Ka Parivar)
Pravati Parida
BJP Odisha
Nirakar Pradhan (@nirakarpradhan0) 's Twitter Profile Photo

ସତ୍ୟାସତ୍ୟ ଅନୁଧ୍ୟାନ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଅସଲି ଓ ନକଲି ସାର ଚିହ୍ନଟ ପାଇଁ ଚାଷୀ ଙ୍କୁ ସଚେତନ କରିବାକୁ ନିବେଦନ l CMO Odisha Mohan Charan Majhi କୃଷି ବିଭାଗ, ଓଡ଼ିଶା Kanak Vardhan Singh Deo (Modiji Ka Parivar) Arabinda K Padhee Collector & DM, Bargarh ADM Padampur Sub-Collector & SDM, Padampur

ସତ୍ୟାସତ୍ୟ ଅନୁଧ୍ୟାନ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଅସଲି ଓ ନକଲି ସାର ଚିହ୍ନଟ ପାଇଁ ଚାଷୀ ଙ୍କୁ ସଚେତନ କରିବାକୁ ନିବେଦନ l
CMO Odisha
Mohan Charan Majhi
କୃଷି ବିଭାଗ, ଓଡ଼ିଶା
Kanak Vardhan Singh Deo (Modiji Ka Parivar)
Arabinda K Padhee
Collector & DM, Bargarh
ADM Padampur
Sub-Collector & SDM, Padampur
Nirakar Pradhan (@nirakarpradhan0) 's Twitter Profile Photo

ବାରମ୍ବାର ଅନୁରୋଧ କରିବା ସତ୍ୱେ ଉଭୟ ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟା ଓ ସରେଇକେଲା ସରପଞ୍ଚ ରାସ୍ତା ମରାମତି କରୁନାହାନ୍ତି l CMO Odisha ବିନମ୍ର ନିବେଦନ ନୂତନ ରାସ୍ତା ନ ହେଲେ ନାହିଁ ମରାମତି କଲେ ଲୋକେ ଉପକୃତ ହୋଇପାରିବେ l Panchayati Raj and Drinking Water Department Rabi Narayan Naik Collector & DM, Bargarh Sub-Collector & SDM, Padampur ADM Padampur

ବାରମ୍ବାର ଅନୁରୋଧ କରିବା ସତ୍ୱେ ଉଭୟ ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟା ଓ ସରେଇକେଲା ସରପଞ୍ଚ ରାସ୍ତା ମରାମତି କରୁନାହାନ୍ତି l CMO Odisha ବିନମ୍ର ନିବେଦନ ନୂତନ ରାସ୍ତା ନ ହେଲେ ନାହିଁ ମରାମତି କଲେ ଲୋକେ ଉପକୃତ ହୋଇପାରିବେ l Panchayati Raj and Drinking Water Department
Rabi Narayan Naik
Collector & DM, Bargarh
Sub-Collector & SDM, Padampur
ADM Padampur
Nirakar Pradhan (@nirakarpradhan0) 's Twitter Profile Photo

ପାଠ ପଢିବାକୁ ଇଚ୍ଛା ଥିବା ବରଗଡ ଜିଲ୍ଲା ପାଇକମାଳ ବ୍ଲକ ସରେଇକେଲା ର ଆଦିବାସୀ ଛାତ୍ର ରାଜେଶ ଙ୍କ ଅର୍ଥ ବାଧକ ସାଜିଛି l ଏହି ଛାତ୍ର କୁ ଆର୍ଥିକ ସହାୟତା ପାଇଁ CMO Odisha, Mohan Charan Majhi ଙ୍କୁ ବିନମ୍ର ନିବେଦନ l Nityananda Gond Collector & DM, Bargarh ChiefSecyOdisha Sub-Collector & SDM, Padampur ADM Padampur bdopaikmal

ପାଠ ପଢିବାକୁ ଇଚ୍ଛା ଥିବା ବରଗଡ ଜିଲ୍ଲା ପାଇକମାଳ ବ୍ଲକ ସରେଇକେଲା ର ଆଦିବାସୀ ଛାତ୍ର ରାଜେଶ ଙ୍କ ଅର୍ଥ ବାଧକ ସାଜିଛି l ଏହି ଛାତ୍ର କୁ ଆର୍ଥିକ ସହାୟତା ପାଇଁ CMO Odisha, Mohan Charan Majhi ଙ୍କୁ ବିନମ୍ର ନିବେଦନ l Nityananda Gond
Collector & DM, Bargarh
ChiefSecyOdisha
Sub-Collector & SDM, Padampur
ADM Padampur
bdopaikmal
Nirakar Pradhan (@nirakarpradhan0) 's Twitter Profile Photo

ସନ୍ଧ୍ୟା ସମୟରେ ଶହ ଶହ ସଂଖ୍ୟକ ଗାଈଗୋରୁ ସାତପଡା - ବ୍ରହ୍ମଗିରି ରାସ୍ତା ଉପରେ ରହୁଛନ୍ତି l ଫଳରେ ଏହି ରାସ୍ତା ଉପରେ ଯାନବାହାନ ଯିବା ଆସିବା ପାଇଁ ବହୁତ କଷ୍ଟକର ହେଉଛି l Upasna Mohapatra ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ l CMO Odisha Fisheries & ARD Department Sambit Patra

ସନ୍ଧ୍ୟା ସମୟରେ ଶହ ଶହ ସଂଖ୍ୟକ ଗାଈଗୋରୁ ସାତପଡା - ବ୍ରହ୍ମଗିରି ରାସ୍ତା ଉପରେ ରହୁଛନ୍ତି l ଫଳରେ ଏହି ରାସ୍ତା ଉପରେ ଯାନବାହାନ ଯିବା ଆସିବା ପାଇଁ ବହୁତ କଷ୍ଟକର ହେଉଛି l Upasna Mohapatra ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ l
CMO Odisha
Fisheries & ARD Department
Sambit Patra
Nirakar Pradhan (@nirakarpradhan0) 's Twitter Profile Photo

ବରଗଡ ଜିଲ୍ଲା ପଦ୍ମପୁର ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ମେଲଛାମୁଣ୍ଡା ସେକ୍ସନ ଅନ୍ତର୍ଗତ ଝାଞ୍ଜ ପାହାଡ଼ ପାଦଦେଶ ରେ ଥିବା ଶାନ୍ତିପୁର(ବଇଦ ପାଲି )ପଡାବାସୀ ତିନିଦିନ ହେବ ରାତି ରାତି ରେ ବିଦ୍ୟୁତ ବିଛିନ୍ନ ହୋଇ ଅନ୍ଧାର ରେ ରହୁଛନ୍ତି l ତୁରନ୍ତ ସମାଧାନ କରିବାକୁ ନିବେଦନ l CMO Odisha TP Western Odisha Distribution Ltd.

ବରଗଡ ଜିଲ୍ଲା ପଦ୍ମପୁର ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ମେଲଛାମୁଣ୍ଡା ସେକ୍ସନ ଅନ୍ତର୍ଗତ ଝାଞ୍ଜ ପାହାଡ଼ ପାଦଦେଶ ରେ ଥିବା ଶାନ୍ତିପୁର(ବଇଦ ପାଲି )ପଡାବାସୀ ତିନିଦିନ ହେବ ରାତି ରାତି ରେ ବିଦ୍ୟୁତ ବିଛିନ୍ନ ହୋଇ ଅନ୍ଧାର ରେ ରହୁଛନ୍ତି l ତୁରନ୍ତ ସମାଧାନ କରିବାକୁ ନିବେଦନ l CMO Odisha
TP Western Odisha Distribution Ltd.
Nirakar Pradhan (@nirakarpradhan0) 's Twitter Profile Photo

ବରଗଡ ଜିଲ୍ଲା ପଦ୍ମପୁର ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ମେଲଛାମୁଣ୍ଡା ସେକ୍ସନ ଅନ୍ତର୍ଗତ କନସିଂହା ପଞ୍ଚାୟତ ର ବଇଦପାଲି ଗାଁ ର ଝାଞ୍ଜପାହାଡ଼ ତଳେ ଥିବା ଶାନ୍ତିପୁର ପଡା ରେ ସପ୍ତାହେ ହେବ ରାତିରେ ବିଦ୍ୟୁତ ରହୁନାହିଁ l ତୁରନ୍ତ ସମାଧାନ ପାଇଁ ନିବେଦନ l CMO Odisha TP Western Odisha Distribution Ltd.

Welcome Sneha Arugula, IAS madam as our new subcollecter of Padampur. You have lost your father since childhood and worked hard to fulfill your mother's dream and become an IAS.really you are a source of inspiration .The people of Padampur will surely benefit from your good service.🙏🙏

ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଗ୍ରାମ /ଗ୍ରା.ପ. ସରେଇକେଲା ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ କୈଳାଶ ବାରିକ ନିର୍ଦ୍ଧାରିତ ସମୟ ଭିତରେ ଘର ନିର୍ମାଣ କରିଛନ୍ତି l ତୁରନ୍ତ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ CMO Odisha ଙ୍କୁ ନିବେଦନ l Rabi Narayan Naik Panchayati Raj and Drinking Water Department Collector & DM, Bargarh Sub-Collector & SDM, Padampur

ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଗ୍ରାମ /ଗ୍ରା.ପ. ସରେଇକେଲା ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ କୈଳାଶ ବାରିକ ନିର୍ଦ୍ଧାରିତ ସମୟ ଭିତରେ ଘର ନିର୍ମାଣ କରିଛନ୍ତି l ତୁରନ୍ତ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ CMO Odisha ଙ୍କୁ ନିବେଦନ l Rabi Narayan Naik Panchayati Raj and Drinking Water Department
Collector & DM, Bargarh
Sub-Collector & SDM, Padampur
Nirakar Pradhan (@nirakarpradhan0) 's Twitter Profile Photo

ପଦ୍ମପୁର ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ମେଲଛାମୁଣ୍ଡା ସେକ୍ସନ ଅଧିନସ୍ଥ ବଇଦପାଲି ଗାଁ ରେ ଦୀର୍ଘ 3 ଘଣ୍ଟା ରୁ ଉର୍ଦ୍ଧ ହେବ ବିଦ୍ୟୁତ ନାହିଁ l ତୁରନ୍ତ ସମାଧାନ ପୂର୍ବକ ବିଦ୍ୟୁତ ଯୋଗାଇଦେବା ପାଇଁ CMO Odisha ଙ୍କୁ ନିବେଦନ l TP Western Odisha Distribution Ltd.

Nirakar Pradhan (@nirakarpradhan0) 's Twitter Profile Photo

ଗତକାଲି ରାତ୍ରୀ ରେ ଦୁର୍ଘଟଣା ଗ୍ରସ୍ତ ଙ୍କୁ ତୁରନ୍ତ ଡାକ୍ତରଖାନା କୁ ପହଞ୍ଚାଇ ଜୀବନ ରକ୍ଷା କରି ଥିବାରୁ ପଦ୍ମପୁର ର ଦୁଇ ଭାଇ ଦେବାଶିଷ ଓ ଶିବାଶିଷ ପଟ୍ଟନାୟକ ଙ୍କୁ ବହୁତ ଧନ୍ୟବାଦ l ଉଭୟ ଙ୍କୁ ଗୁଡ଼ ସାମରି୍ଟିଆନ ପ୍ରଦାନ କରିବାକୁ State Transport Authority, Odisha ଙ୍କୁ ଅନୁରୋଧ l Bibhuti Bhusan Jena 🇮🇳 AMITABH THAKUR 🇮🇳 @rto_bargarh ADM Padampur

ଗତକାଲି ରାତ୍ରୀ ରେ ଦୁର୍ଘଟଣା ଗ୍ରସ୍ତ ଙ୍କୁ ତୁରନ୍ତ ଡାକ୍ତରଖାନା କୁ ପହଞ୍ଚାଇ ଜୀବନ ରକ୍ଷା କରି ଥିବାରୁ ପଦ୍ମପୁର ର ଦୁଇ ଭାଇ ଦେବାଶିଷ ଓ ଶିବାଶିଷ ପଟ୍ଟନାୟକ ଙ୍କୁ ବହୁତ ଧନ୍ୟବାଦ l ଉଭୟ ଙ୍କୁ ଗୁଡ଼ ସାମରି୍ଟିଆନ ପ୍ରଦାନ କରିବାକୁ State Transport Authority, Odisha ଙ୍କୁ ଅନୁରୋଧ l
Bibhuti Bhusan Jena 🇮🇳 AMITABH THAKUR 🇮🇳
@rto_bargarh
ADM Padampur