Mohan Maharana(@MohanMaharana4) 's Twitter Profileg
Mohan Maharana

@MohanMaharana4

(social activist)
( international human rights media organisation.)
(UN volunteer , newyork,USA)
(member of MOOC's WHO)
(member of UNESCO )

ID:1162325589564379136

calendar_today16-08-2019 11:30:16

2,1K Tweets

1,0K Followers

5,0K Following

Mohan Maharana(@MohanMaharana4) 's Twitter Profile Photo

!
ଖୋଲା ଆକାଶ ତଳେ ଖରାରେ ସିଝୁଛନ୍ତି କଳା ସାଆନ୍ତ ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁଦୋଳ ଯାତ୍ରା ପଡିଆରେ ସଭା ସରିଗଲା ପରେ ମହାପ୍ରଭୁଙ୍କୁ ଛାଡି ପଳେଇଲା ଟେଣ୍ଟ ହାଉସ ମାଲିକ ଦୟାକରି ଏହି ସମସ୍ୟା ଉପରେ ସତ୍ୟା ସତ ପରଖୀ ଉଚିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରନ୍ତୁ 🙏
Puri Police Shree Jagannatha Temple, Puri

#ଶ୍ରୀଜଗନ୍ନାଥଙ୍କୁ_ଏ_କି_ସମ୍ମାନ ! ଖୋଲା ଆକାଶ ତଳେ ଖରାରେ ସିଝୁଛନ୍ତି କଳା ସାଆନ୍ତ ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁଦୋଳ ଯାତ୍ରା ପଡିଆରେ ସଭା ସରିଗଲା ପରେ ମହାପ୍ରଭୁଙ୍କୁ ଛାଡି ପଳେଇଲା ଟେଣ୍ଟ ହାଉସ ମାଲିକ ଦୟାକରି ଏହି ସମସ୍ୟା ଉପରେ ସତ୍ୟା ସତ ପରଖୀ ଉଚିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରନ୍ତୁ 🙏 @SPPuri1 @JagannathaDhaam
account_circle
Mohan Maharana(@MohanMaharana4) 's Twitter Profile Photo

ଜଳ ହିଁ ଜୀବନ'
ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ଯରଖି ପଥଚାରୀ ଙ୍କ ଉଦେଶ୍ୟରେ
କୋଲ୍ହା ଚନ୍ଦନ ଯାତ୍ରା କମିଟି ! ରାଧାକୃଷ୍ଣ ଙ୍କ ଚନ୍ଦନ ଚନ୍ଦନ ପୋଖରୀ ଠାରେ ପ୍ରତିଦିନ ନୂଆ ନୂଆ ଭେରାଇଟି ସର୍ବତ ସମସ୍ତଙ୍କୁ ଅନୁରୋଧ ଏହି ନିଆରା ଆୟୁର୍ବେଦିକ ସର୍ବତର ମଜା ନିଅନ୍ତୁ...
ANSUMAN MEMORIAL TRUST Hiamshu Sekhar Sahoo
Dr Abinash Rout ଛତିଆ ସମାଜସେବୀ ସଙ୍ଗଠନ

account_circle
Mohan Maharana(@MohanMaharana4) 's Twitter Profile Photo

ଖରାଦିନେ ରାସ୍ତା କଡ ବ୍ୟବସାୟୀ ଠାରୁ ଗୋଟେ ଗ୍ଲାସ୍ ଆଖୁ ରସ କି ଲସି କିଣିବାକୁ ଭୁଲିବିନି। ଏଇ କଷ୍ଟ ସମୟରେ ତାଙ୍କ ପରିଶ୍ରମ ର ଫଳ ଆପଣଙ୍କ ଟିକେ ଭଲ ବ୍ୟବହାର ଓ ଦୁଇ ପଦ ସ୍ନେହର କଥା!!
Dedicated to the brothers & sisters who take all the pain to make us drink some healthy drink during the hot summer.

account_circle
Mohan Maharana(@MohanMaharana4) 's Twitter Profile Photo

ଜନ୍ମଦିନର ମଙ୍ଗଳ କାମନା ମହାପ୍ରଭୁ ଜଗତର ନାଥ ଜଗନ୍ନାଥ 🙏
ସକଳ ମଙ୍ଗଳ ବିଧାନ କରନ୍ତୁ ମୋର ଏତିକି ପ୍ରାଥନା
ଆମ ଗର୍ଵ ଗୌରବ ❤
May lord jagganth brighten Your smile Keep smiling and brightening our world forever! Happy birthday Himanshu Sekhar Sahoo ❤ Liku Bhai
ANSUMAN MEMORIAL TRUST Hiamshu Sekhar Sahoo pintu sahoo🐦

ଜନ୍ମଦିନର ମଙ୍ଗଳ କାମନା ମହାପ୍ରଭୁ ଜଗତର ନାଥ ଜଗନ୍ନାଥ 🙏 ସକଳ ମଙ୍ଗଳ ବିଧାନ କରନ୍ତୁ ମୋର ଏତିକି ପ୍ରାଥନା ଆମ ଗର୍ଵ ଗୌରବ ❤ May lord jagganth brighten Your smile Keep smiling and brightening our world forever! Happy birthday Himanshu Sekhar Sahoo ❤ Liku Bhai @AnsumanMT @saho_sekhar @PS8087
account_circle
Mohan Maharana(@MohanMaharana4) 's Twitter Profile Photo

ମାନ୍ୟବର ମୁଖ୍ୟ ଶାସନ ସଚିବ Pradeep Jena IAS ମହୋଦୟ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ବଜାର ନିକଟରେ NHAI NH - 16 ଓଭରବ୍ରିଜ ଉପରୁ କାଳିଆ ନନା ନାମକ ଯାତ୍ରୀବାହୀ BUS ଟି ଖସି ପଡିଛି ଅନେକ ଯାତ୍ରୀ ଗୁରୁତର ଅବସ୍ଥାରେ ସାଧାରଣ ଜନତା ଉଦ୍ଧାର କରୁଛନ୍ତି Dr Abinash Rout Sir ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ 🙏

account_circle
Mohan Maharana(@MohanMaharana4) 's Twitter Profile Photo

Nabina Odisha Revenue & DM Department, Government of Odisha BDO BADACHANA Collector & DM, Jajpur MoSarkar 5T 🇮🇳 AMITABH THAKUR 🇮🇳 Panchayati Raj and Drinking Water Department
ଚଣ୍ଡିଖୋଲ ମହାବିନାୟକ ରୋଡ଼ ନୂତନ ଭାବରେ ନିର୍ମିତ ହୋଇଥିଵା ରାସ୍ତା.ଓଡ଼ିଆ ରେ ଲାଗିଥିବା ଫଳକ ସମ୍ପୂର୍ଣ ଭୁଲ ଲେଖା ହୋଇଛି ଦୟାକରି ଓଡ଼ିଆ ଠିକ ଲେଖିବାକୁ ଅନୁରୋଧ କରୁଛି
ଠିକ ଓଡ଼ିଆ ଲେଖିବାକୁ ଅନୁରୋଧ 🙏

@nabina_odisha @rdmodisha @BBadachana29874 @dm_jajpur @MoSarkar5T @AMITABHTHAKUR21 @PRDeptOdisha ଚଣ୍ଡିଖୋଲ ମହାବିନାୟକ ରୋଡ଼ ନୂତନ ଭାବରେ ନିର୍ମିତ ହୋଇଥିଵା ରାସ୍ତା.ଓଡ଼ିଆ ରେ ଲାଗିଥିବା ଫଳକ ସମ୍ପୂର୍ଣ ଭୁଲ ଲେଖା ହୋଇଛି ଦୟାକରି ଓଡ଼ିଆ ଠିକ ଲେଖିବାକୁ ଅନୁରୋଧ କରୁଛି ଠିକ ଓଡ଼ିଆ ଲେଖିବାକୁ ଅନୁରୋଧ 🙏
account_circle
BRUNDABAN NAYAK(@IAM_BRUNDABAN) 's Twitter Profile Photo

ଆଜି ମଧ୍ଯ ଗର୍ବବତୀ ମହିଳାଙ୍କ ହେଇ ଅବସ୍ଥା, ଦେଖନ୍ତୁ ନିର୍ଜୀବ ବସ୍ତୁ ବଳିଆ ବୁଆ ହୋଇ ଚାଲୁଛନ୍ତି ଦୟାକରି ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
ଗ୍ରାମ-ସୁରୀପଡା
ଗ୍ରା.ପ-
ବ୍ଲକ-BDO Korukonda
ଜିଲ୍ଲା-Collector & DM, Malkangiri
CMO Odisha Pradeep Jena IAS I & PR Department, Odisha (୧/୨)

account_circle
Mohan Maharana(@MohanMaharana4) 's Twitter Profile Photo

ରକ୍ତ ସମ୍ପର୍କ ରୁ ଆହୁରି ଏକ ବଡ଼ ସମ୍ପର୍କ ଥାଏ ମୋର ରାସ୍ତା କଡରେ ପଡିରହିଥିବା ଅସହାୟ ମାନସିକ ବିକୃତି କୁଷ୍ଠ ରୋଗୀ ଡହ ଡହ ଖରାରେ ଭୋକ ପାଣି ପାଇ ଡହଳ ବିକଳ ହେଉଛନ୍ତି ଅସହାୟ ମାନସିକ ବିକୃତି
🇮🇳 AMITABH THAKUR 🇮🇳 Mann Ki Baat Updates मन की बात अपडेट्स Nabina Odisha Collector & DM, Jajpur
Rahul Dev Panchayati Raj and Drinking Water Department
The Better India Hiamshu Sekhar Sahoo

account_circle
Mohan Maharana(@MohanMaharana4) 's Twitter Profile Photo

ଅସହାୟଙ୍କ ଆଶା ବାଡ଼ି Hiamshu Sekhar Sahoo
ଏହି ଝିଅ ଗୁରୁତର ଅବସ୍ତାରେ ଆସିଡେଣ୍ଟ ହୋଇଥିଲା
କେବଳ ହିମାଂଶୁ ସେଖର ସାହୁ ପାଇ ଜୀବନ ପାଇଛି PMO India BJP OdishaManmohan Samal (Modi Ka Parivar) Manas Kumar Mohanty Dharmendra Pradhan (मोदी का परिवार) Aparajita Sarangi ( Modi Ka Parivar) ANSUMAN MEMORIAL TRUST ଅନୁରୋଧ 🙏ଧର୍ମଶାଳା ଆସନରେ ଦଳର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନିଅନ୍ତୁ

ଅସହାୟଙ୍କ ଆଶା ବାଡ଼ି @saho_sekhar ଏହି ଝିଅ ଗୁରୁତର ଅବସ୍ତାରେ ଆସିଡେଣ୍ଟ ହୋଇଥିଲା କେବଳ ହିମାଂଶୁ ସେଖର ସାହୁ ପାଇ ଜୀବନ ପାଇଛି @PMOIndia @BJP4Odishaର @SamalManmohan7 @Manas_BJP @dpradhanbjp @AprajitaSarangi @AnsumanMT ଅନୁରୋଧ 🙏ଧର୍ମଶାଳା ଆସନରେ ଦଳର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନିଅନ୍ତୁ
account_circle
Mohan Maharana(@MohanMaharana4) 's Twitter Profile Photo

I've helped 5 mentally ill people, its my daily work and i help people like is everyday. I helped them to change their physical appearance and to support them mental support, I feel good helping them.🙏 CMO Odisha Mann Ki Baat Updates मन की बात अपडेट्स 🇮🇳 AMITABH THAKUR 🇮🇳 The Better India Rahul Dev

I've helped 5 mentally ill people, its my daily work and i help people like is everyday. I helped them to change their physical appearance and to support them mental support, I feel good helping them.🙏 @CMO_Odisha @mannkibaat @AMITABHTHAKUR21 @thebetterindia @RahulDevRising
account_circle
Mohan Maharana(@MohanMaharana4) 's Twitter Profile Photo

ଅସହାୟଙ୍କ ଆଶା ବାଡ଼ି Hiamshu Sekhar Sahoo 🙏
ଏହି ଝିଅ ଗୁରୁତର ଅବସ୍ତାରେ ଆସିଡେଣ୍ଟ ହୋଇଥିଲା
କେବଳ ହିମାଂଶୁ ସେଖର ସାହୁ ପାଇ ଜୀବନ ପାଇଛି PMO India 🙏 BJP Odishaର ସଭାପତି ଶ୍ରୀ Manmohan Samal (Modi Ka Parivar) Manas Kumar Mohanty Dharmendra Pradhan (मोदी का परिवार) Aparajita Sarangi ( Modi Ka Parivar) ଧର୍ମଶାଳା ଆସନରେ ଦଳର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନିଅନ୍ତୁ !

ଅସହାୟଙ୍କ ଆଶା ବାଡ଼ି @saho_sekhar 🙏 ଏହି ଝିଅ ଗୁରୁତର ଅବସ୍ତାରେ ଆସିଡେଣ୍ଟ ହୋଇଥିଲା କେବଳ ହିମାଂଶୁ ସେଖର ସାହୁ ପାଇ ଜୀବନ ପାଇଛି @PMOIndia 🙏 @BJP4Odishaର ସଭାପତି ଶ୍ରୀ @SamalManmohan7 @Manas_BJP @dpradhanbjp @AprajitaSarangi ଧର୍ମଶାଳା ଆସନରେ ଦଳର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନିଅନ୍ତୁ !
account_circle
Mohan Maharana(@MohanMaharana4) 's Twitter Profile Photo

Nabina Odisha
CMC,Cuttack Cuttack DM
TP Western Odisha Distribution Ltd. TP Southern Odisha Distribution LTD. TP Central Odisha Distribution Ltd TP Northern Odisha Distribution Limited
ମେଣ୍ଟେନାନ୍ସ ପାଇ ଘଣ୍ଟା ଘଣ୍ଟା ପାୱାର କଟ ହେଉଛି କଟକ NHI ଜଗତପୁର ଗୋଳଇ ଟ୍ରାଫିକ ପୋଷ୍ଟ ନିକଟ ଜନବହୁଳ ରାସ୍ତା କଡରେ 33 kv ଟାୱାର ଜଙ୍ଗଲ ସୃଷ୍ଟି ହେଲାଣି ଲୋକ ଙ୍କ ସୁରକ୍ଷା ଦୃଷ୍ଟିରୁ ଦୟାକରି ଧ୍ୟାନ ଦିଅନ୍ତୁ

@nabina_odisha @CMCCuttack @CuttackDM @TPWesternOdisha @TPSODL @TPCentralOdisha @tpnodl_balasore ମେଣ୍ଟେନାନ୍ସ ପାଇ ଘଣ୍ଟା ଘଣ୍ଟା ପାୱାର କଟ ହେଉଛି କଟକ NHI ଜଗତପୁର ଗୋଳଇ ଟ୍ରାଫିକ ପୋଷ୍ଟ ନିକଟ ଜନବହୁଳ ରାସ୍ତା କଡରେ 33 kv ଟାୱାର ଜଙ୍ଗଲ ସୃଷ୍ଟି ହେଲାଣି ଲୋକ ଙ୍କ ସୁରକ୍ଷା ଦୃଷ୍ଟିରୁ ଦୟାକରି ଧ୍ୟାନ ଦିଅନ୍ତୁ
account_circle